ଭାରତ-ନେପାଳ ମ୍ୟାଚ: ଟସ ଜିତ ଭାରତ ବୋଲିଂ ନିସ୍ପତି
ଆଜି ଭାରତ ନେପାଳ ମଧ୍ୟରେ ଲଢେଇ । ଏଥି ପାଇଁ କ୍ରିକେଟ ପ୍ରେମୀଙ୍କ ମନରେ ବେଶ ଉତ୍ସାହ ଭରି ରହିଛି । ଏହି ମ୍ୟାଚରେ ଯିଏ ଜିତିବ ସେ ସୁପର ଫୋରକୁ ଯିବ । ଭାରତ ଟସ ଜିତି ପ୍ରଥମେ ବୋଲିଂ କରିବା ନିସ୍ପତି ନେଇଛି । ନେପାଳ ଟିମ ଭାରତୀୟ ଟିମ ଭଳି ଶକ୍ତିଶାଳୀ ନୁହେଁ । ତେଣୁ ଭାରତ ଜିତିବାର ଅଧିକ…
Read More...
Read More...