Browsing Tag

SPORTERS

ପୁଣେରେ ମୁହାଁମୁହିଁ ହେବେ ଇଂଲଣ୍ଡ – ନେଦରଲାଣ୍ଡ

ପୁଣେ: ବିଶ୍ୱକପ୍‌ ୨୦୨୩ । ଚଳିତ ବିଶ୍ୱକପ୍‌ରେ ବୁଧବାର ଦିନ ଖେଳାଯିବ ୪୦ ତମ ମ୍ୟାଚ୍‌ । ଆଉ ମୁହାଁମୁହିଁ ହେବେ ଇଂଲଣ୍ଡ ଓ ନେଦରଲାଣ୍ଡସ୍‌ । ଅପରାହ୍ନ ୨ଟାରେ ଖେଳାଯିବ ଏହି ମ୍ୟାଚ୍‌ । ବର୍ତ୍ତମାନ ସୁଦ୍ଧା ଇଂଲଣ୍ଡ ୭ଟା ମୁକାବିଲା ଖେଳିସାରିଛି । ଯେଉଁଥିରେ ୬ଟି ମ୍ୟାଚ୍‌ରେ ପରାଜୟ…
Read More...

ବାଂଲାଦେଶ ବିପକ୍ଷରେ ମ୍ୟାଚ ପାଇଁ ପ୍ରସ୍ତୁତ କରୁଛି ଟିମ ଭାରତ

ବିଶ୍ୱକପରେ ଭାରତ ତିନିଥର ବିଜୟ ହାସଲ କରିଛି । ଭାରତୀୟ ଟିମର ଅଧିନାୟକ ରୋହିତ ଶର୍ମାଙ୍କ ଯୋଗଦାନ ଟିମରେ ଗୁରୁତ୍ୱପୂର୍ଣ୍ଣ ରହିଛି । ବିଶ୍ୱକପରେ ୩ଟି ଇନଂସରେ ୧ଟି ଶତକ ଏବଂ ୧ଟି ଅର୍ଦ୍ଧଶତକ ମାରିସାରିଛନ୍ତି । ତେବେ ବଶ୍ୱକପରେ ଆସନ୍ତାକାଲ ଭାରତ ବାଂଲାଦେଶ ପୁଣେରେ ମୁହାଁମୁହିଁ ହେବେ ।…
Read More...

ମିକ୍ସଡ ଟିମରେ ଇଭେଣ୍ଟରେ ଜ୍ୟୋଜି ଭେନମ ଓ ଓଜାସ ଡିଓଟାଲେ ଜିତିଲେ ସ୍ୱର୍ଣ୍ଣ ପଦକ

ହାଙ୍ଗେଝୋଉ : ଚୀନରେ ପୂର୍ବପ୍ରାନ୍ତରେ ଥିବା ହାଙ୍ଗେଝୋଉ ସହରରେ ଚାଲିଥିବା ଏସିଆ କ୍ରୀଡା ୨୦୨୩ରେ ଭାରତକ ଆଉ ଏକ ସ୍ୱର୍ଣ୍ଣ ପଦକ । ଏସିଆନ ଗେମ୍ସର ଏକାଦସ ଦିନରେ ତୀରନ୍ଦାଜରେ ଓଜାସ ଦେଓତାଲେ ଏବଂ ଜ୍ୟୋତି ଭେନମ କମ୍ପାଉଣ୍ଡ ମିଶ୍ରିତ ଦଳ ସ୍ୱର୍ଣର୍ ପଦକ ଜିତିଛନ୍ତି । ମିକ୍ସଡ ଟିମ୍ ଇଭେଣ୍ଟରେ…
Read More...

ଜିମ୍ବାୱେ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ହିଥ୍ ଷ୍ଟ୍ରିକଙ୍କ ମୃତ୍ୟୁ ଖବର ଗୁଜବ

ବଞ୍ଚିଛନ୍ତି ଜିମ୍ବାୱେ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ହିଥ୍ ଷ୍ଟ୍ରିକ ।  ତାଙ୍କ ମୃତ୍ୟୁର  ଖବର ସମ୍ପୂର୍ଣ ଗୁଜବ ଥିଲା  । ଷ୍ଟ୍ରିକ୍ ଜୀବିତ ଅଛନ୍ତି । ଷ୍ଟ୍ରିକଙ୍କ ମୃତ୍ୟୁ ଖବର ଗୁଜବ ନେଇ ତାଙ୍କ ସାଙ୍ଗ ହେନେରୀ ଓଲାଙ୍ଗା କହିଛନ୍ତି । ଷ୍ଟ୍ରିକ ଦୀର୍ଘ ଦିନରୁ କର୍କଟ ରୋଗରେ ଆକ୍ରାନ୍ତ…
Read More...

ଆଜିର ମ୍ୟାଚ ଟିମ ଇଣ୍ଡିଆ ପାଇଁ ‘କର ବା ମର’ ପରିସ୍ଥିତି  

ୱେଷ୍ଟଇଣ୍ଡିଜରେ  ଚାଲିଥିବା ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର  ପ୍ରଥମ ଦୁଇଟି ମ୍ୟାଚରେ  ହାରିଯିବା ପରେ ଭାରତୀୟ କ୍ରିକେଟ ଦଳ ଚାପରେ। ଏହି ସିରିଜର  ତୃତୀୟ ମୁକାବିଲା ସ୍ଥାନୀୟ ପ୍ରୋଭିଡେନ୍ସ ଷ୍ଟାଡିୟମରେ  ଆଜି ଖେଳାଯିବ। ଏହି ମ୍ୟାଚ ହାରିଗଲେ ଭାରତ ଆଉ ଦୁଇଟି ମ୍ୟାଚ୍ ବାକିଥାଇ ସିରିଜ୍…
Read More...

ରେକର୍ଡ ପରେ ରେକର୍ଡ କରିଲା ଇଣ୍ଡିଆ ଟିମ

ପ୍ରଥମ ଦିନିକିଆରେ ଇଣ୍ଡିଆର ବଡ ବିଜୟ । ୫ ୱିକେଟରେ ଭାରତ ମାତ ଦେଇଛି ୱେଷ୍ଟଇଣ୍ଡିଜକୁ । ଗୁରୁବାର ବ୍ରିଜଟାଉନର କେଂସିଙ୍ଗଟନ ଓବାଲରେ ଅନୁଷ୍ଠିିତ ହୋଇଥିବା ଦିନିକିଆରେ ଟସ ଜିତି ପ୍ରଥମେ ବୋଲିଂ କରିଥିଲା ଟିମ ଇଣ୍ଡିଆ । ୱେଷ୍ଟଇଣ୍ଡିଜ ପ୍ରଥମେ ବ୍ୟାଟିଙ୍ଗ କରି ୧୧୫ରନର ଟାର୍ଗେଟ ଦେଇଥିଲେ ।…
Read More...

ଏସିଆ କପରେ୨୦୨୩ରେ, ମହିଲା ଓ ପୁରୁଷ ଫୁଟବଲ ଟଇମ ଖେଳିବ

ନୂଆଦିଲ୍ଲୀ: ଚୀନରେ ହେବାକୁ ଥିବା ଏସିଆନ ଗେମ୍ସ ସେପ୍ଟେମ୍ବର ୨୦୨୩ରେ ଭାଗ ନେବେ ଉଭୟ ଭାରତୀୟ ପୁରୁଷ ଓ ମହିଳା ଫୁଟବଳ ଟିମ୍। ଏନେଇ କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ଅନୁମତି ମିଳିଛି। କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର ବୁଧବାର(୨୬ ଜୁଲାଇ) ଏନେଇ ଟ୍ୱିଟ୍ କରି ସୂଚନା…
Read More...

ହୋଟେଲ ନ ମିଳିଲେ ହସ୍ପିଟାଲରେ ରହିବୁ

ଅହମଦାବାଦ : ଭାରତ ପାକିସ୍ଥାନ ବିଶ୍ବକପ ମ୍ୟାଚ ହେବାକୁ ଥିବାରୁ ମ୍ୟାଚ ପାଇଁ କ୍ରେଜ୍ ଦିନକୁ ଦିନ ବଢିଚାଲିଛି । ଅକ୍ଟୋବର ୧୫ ରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ବିଶ୍ୱକପରେ ଉଭୟ ଦଳ ମୁହାଁମୁହିଁ ହେବେ । ମ୍ୟାଚ ପାଇଁ ଏବେଠାରୁ ଅହମ୍ମଦାବାଦର ହୋଟେଲଗୁଡ଼ିକ ପ୍ରାୟ ବୁକିଂ…
Read More...

ଆୟରଲାଣ୍ଡ ବିପକ୍ଷ ଟି-୨୦ ସିରିଜ୍‌ରେ ରହିବେନି ଇଶାନ କିଷନ

ନୂଆଦିଲ୍ଲୀ: ଭାରତୀୟ ଦଳ ସଂପ୍ରତି ଓ୍ଵେଷ୍ଟଇଣ୍ଡିଜ ଗସ୍ତରେ ଅଛି।  ଆଜିଠୁ ଦୁଇ ଦଳ ମଧ୍ୟରେ ଦ୍ଵିତୀୟ ଟେଷ୍ଟ ମ୍ୟାଚ୍ ଖେଳାଯିବ। ଜୁଲାଇ ୨୭ରୁ ଦୁଇ ଦଳ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଖେଳାଯିବ। ଦିନିକିଆ ସିରିଜ୍ ପରେ ଟି-୨୦ ଆୟୋଜନ ହେବ। ଏହା ପରେ ଭାରତ ଆୟରଲାଣ୍ଡ ଗସ୍ତ କରିବ।…
Read More...

ରୋହିତ ଶର୍ମା ପ୍ଲେଇଙ୍ଗ-୧୧ର କଲେ ଖୁଲାସା; ଏହି ଖେଳାଳିଙ୍କୁ ସୁଯୋଗ ଦେବ 

ମୁମ୍ବାଇ: ୱେଷ୍ଟଇଣ୍ଡିଜ୍ ଏବଂ ଭାରତ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ଜୁଲାଇ ୧୯ ରେ ତ୍ରିନିନାଦରେ ଖେଳାଯିବ। ଉଭୟ ଦଳ ତ୍ରିନିନାଦରେ ପହଞ୍ଚିଛନ୍ତି। ଏହି ଟେଷ୍ଟ ମ୍ୟାଚ୍ ହେଉଛି ରୋହିତ ଶର୍ମାଙ୍କ ୧୦୦ ତମ ଟେଷ୍ଟ ମ୍ୟାଚ୍ ଜ୍ଝ ଏହି ଅବସରରେ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ଏକ ସାମ୍ବାଦିକ…
Read More...