୯୯.୯୦ କୋଟି ଟଙ୍କାର ପ୍ରକଳ୍ପ ସହିତ ହୀରାକୁଦ ଏକ ପ୍ରମୁଖ ଜଳ ଐତିହ୍ୟ ଓ ପର୍ଯ୍ୟଟନ ସ୍ଥଳୀ ଭାବେ ହେବ ପରିଣତ
ଭୁବନେଶ୍ୱର: ଭାରତର ଅନ୍ୟତମ ପ୍ରସିଦ୍ଧ ଇଞ୍ଜିନିୟରିଂ ନିଦର୍ଶନ, ହୀରାକୁଦ ବନ୍ଧକୁ ଏକ ଅତ୍ୟାଧୁନିକ ଏବଂ ପର୍ଯ୍ୟଟକ-ଅନୁକୂଳ ରୂପ ଦେବା ପାଇଁ ପ୍ରସ୍ତୁତି ଚାଲିଛି। 'ରାଜ୍ୟଗୁଡ଼ିକ ପାଇଁ ପୁଞ୍ଜି ନିବେଶ ନିମନ୍ତେ ସ୍ୱତନ୍ତ୍ର ସହାୟତା' (SASCI) ଯୋଜନା ଅଧୀନରେ ୯୯.୯୦ କୋଟି ଟଙ୍କାର ଏକ ପ୍ରମୁଖ…
Read More...
Read More...