ଓଡିଶା ବନ୍ଦ ବେଳେ କଂଗ୍ରେସ ଉପରେ ନଜର ରଖିବ AI କ୍ୟାମେରା
ଭୁବନେଶ୍ଵର: କଂଗ୍ରେସର ଓଡ଼ିଶା ବନ୍ଦ ଡାକରାକୁ ନେଇ ଟ୍ବିନ୍ ସିଟିରେ କଡ଼ା ସୁରକ୍ଷା । ସମସ୍ତ ଆନ୍ଦୋଳନକାରୀଙ୍କ ଉପରେ ନଜର ରଖିବ AI କ୍ୟାମେରା ଓ ଡ୍ରୋନ୍ । ଆଇନ୍ ଭାଙ୍ଗିଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବା ନେଇ ଚେତାବନୀ ଦେଲେ ପୋଲିସ କମିଶନର । ଲୋକସେବା ଭବନ, ବିଧାନସଭା, ରାଜୀବ…
Read More...
Read More...