Browsing Tag

Soumyashree Bisi

ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ମାମଲା, ଅଭିଯୁକ୍ତ ସମୀର ସାହୁଙ୍କୁ ରିମାଣ୍ଡରେ ନେଲା କ୍ରାଇମ୍‌ବ୍ରାଞ୍ଚ

ବାଲେଶ୍ବର: ବାଲେଶ୍ବର ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ମାମଲା । ମୁଖ୍ୟ ଅଭିଯୁକ୍ତ ସମୀର ସାହୁଙ୍କୁ ରିମାଣ୍ଡରେ ନେଲା କ୍ରାଇମ୍‌ବ୍ରାଞ୍ଚ । ଅଧ୍ୟାପକ ସମୀର ସାହୁଙ୍କୁ ୩ ଦିନିଆ ରିମାଣ୍ଡରେ ନେଲା କ୍ରାଇମବ୍ରାଞ୍ଚ । ଆଜିଠୁ ୨୦ ତାରିଖ ଯାଏଁ କ୍ରାଇମବ୍ରାଞ୍ଚ କରିବ ପଚରାଉଚରା । ଅଧ୍ୟାପକ…
Read More...

ସାମ୍ନାକୁ ଆସିଲା ସୌମ୍ୟାଶ୍ରୀଙ୍କ ନୂଆ ଭିଡିଓ, ଘଟଣାରେ ABVPର ପ୍ରେସ୍ ରିଲିଜ୍

ବାଲେଶ୍ୱର: ବାଲେଶ୍ୱର FM ଛାତ୍ରୀ ଆତ୍ମାହୁତି ଘଟଣାରେ ABVPର ପ୍ରେସ୍ ରିଲିଜ୍ । ରାଜନୈତିକ ଷଡ଼ଯନ୍ତ୍ରରେ ଛାତ୍ରଙ୍କୁ ଗିରଫ କରାଯାଇଥିବା ଅଭିଯୋଗ କରିଛି ABVP । ଛାତ୍ରୀଙ୍କୁ ରକ୍ଷା କରିଥିବା ଛାତ୍ରଙ୍କୁ ଦାୟୀ କରି ଗିରଫ କରିବା ଏକ ଷଡ଼ଯନ୍ତ୍ର । ଓଡ଼ିଶା ପୋଲିସ୍‌ ରାଜନୈତିକ…
Read More...

FM ଛାତ୍ରୀ ଆତ୍ମାହୁତି ଘଟଣା, ୨ ଛାତ୍ର ଗିରଫ

ବାଲେଶ୍ଵର: ବାଲେଶ୍ବର FM ଛାତ୍ରୀ ଆତ୍ମାହୁତି ଘଟଣା । ଘଟଣାରେ ୨ ଜଣଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ । ଗିରଫ ୨ ଜଣଙ୍କ ମଧ୍ୟରେ ଜଣେ ଉକ୍ତ କଲେଜର ଛାତ୍ର ହୋଇଥିବା ବେଳେ ଜଣେ ଅଣଛାତ୍ର ଅଟନ୍ତି । କଲେଜ ଛାତ୍ର ଜ୍ୟୋତି ପ୍ରକାଶ ବିଶ୍ବାଳ ଓ ଅଣଛାତ୍ର ଶୁଭ୍ର ସମ୍ବିତ ନାୟକ ଗିରଫ ହୋଇଛନ୍ତି ।…
Read More...

FM କଲେଜ ଘଟଣା: ସାମ୍ନାକୁ ଆସିଲା ICCକୁ ପୀଡ଼ିତା ବାପାଙ୍କ ଗୁହାରି

ବାଲେଶ୍ଵର: FM କଲେଜ ଛାତ୍ରୀ ମୃତ୍ୟୁ ଘଟଣାରେ ସାମ୍ନାକୁ ଆସିଲା ICCକୁ ପୀଡ଼ିତା ବାପାଙ୍କ ଗୁହାରି । ସତର୍କ କରିବା ସହ ଝିଅ କିଛି ବି କରିପାରେ ବୋଲି ପୂର୍ବରୁ ଚିଠି ଲେଖି ଜଣାଇଥିଲେ ପୀଡିତାଙ୍କ ବାପା । କଲେଜରେ ଏତେ ଶିକ୍ଷକ ଥିଲା ବେଳେ ସମୀର ସାରଙ୍କ ନାଁରେ ଅଭିଯୋଗ କାହିଁକି । ଝିଅ…
Read More...

FM କଲେଜ ଛାତ୍ରୀ ମୃତ୍ୟୁ ମାମଲା: ନ୍ୟାୟିକ ତଦନ୍ତ ଦାବି କଲା ABVP

ଭୁବନେଶ୍ଵର: FM କଲେଜ ଛାତ୍ରୀ ମୃତ୍ୟୁ ମାମଲାକୁ ନେଇ ଏବେ ସାରା ରାଜ୍ୟରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ରାଜ୍ୟ ରାଜନୀତି ସରଗରମ ହୋଇଥିବା ବେଳେ ନେତା ମନ୍ତ୍ରୀଙ୍କ ଇସ୍ତଫା ଦାବି କରୁଛନ୍ତି ବିରୋଧି । ଏହାରି ଭିତରେ ଛାତ୍ରୀ ମୃତ୍ୟୁ ମାମଲାରେ ଗର୍ଜିଛି ABVP । କଂଗ୍ରେସର NSUI ଓ BCJDକୁ…
Read More...

ବିବାଦରେ ନେତାଙ୍କ ଭୂମିକା

ବ୍ୟୁରୋ-: ଗୋଟେପଟେ ବାଲେଶ୍ୱର ଏଫ୍.ଏମ୍ କଲେଜ ଛାତ୍ରୀ, ସୌମ୍ୟାଶ୍ରୀଙ୍କ ମୃତ୍ୟୁକୁ ନେଇ ବିବାଦ ତେଜିବାରେ ଲାଗିଛି । ରାଜ ରାସ୍ତାରୁ ଆରମ୍ଭ କରି ଲୋକସେବା ଭବନ ପର୍ଯ୍ୟନ୍ତ । ସବୁଠି ମୃତ ସୌମ୍ୟଶ୍ରୀଙ୍କୁ ନ୍ୟାୟ ଦାବିରେ, ସରକାରଙ୍କୁ ଘେରୁଛନ୍ତି ବିରୋଧି । ହେଲେ ଏହା ଭିତରେ ଛାତ୍ରୀଙ୍କ…
Read More...

FM କଲେଜ୍‌ ଛାତ୍ରୀ ମୃତ୍ୟୁ ଘଟଣା, କଲେଜରେ ଚାଲିଛି ମାରାଥନ ଜେରା

ବାଲେଶ୍ଵର: FM କଲେଜ୍‌ ଛାତ୍ରୀ ମୃତ୍ୟୁ ଘଟଣା । କଲେଜରେ ପହଞ୍ଚିଲା ତଦନ୍ତକାରୀ ଟିମ୍‌ । ଉଚ୍ଚ ଶିକ୍ଷା ନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ୩ ଜଣିଆ ଟିମ୍‌ କଲେଜରେ ପହଞ୍ଚିଛି । କଲେଜ ICC ସଦସ୍ୟଙ୍କୁ ପଚରାଉଚରା କରୁଛି ଟିମ୍ । ICC ସଦସ୍ୟଙ୍କୁ କ୍ରାଇମବ୍ରାଞ୍ଚ ଟିମ୍‌ର ପଚରାଉଚରା । ଅନ୍ୟପଟେ…
Read More...

ସୌମ୍ୟାଶ୍ରୀଙ୍କ ମୃତ୍ୟୁ ପରେ ସାରା ରାଜ୍ୟରେ ହଇଚଇ

ବାଲେଶ୍ୱର ଫକୀରମୋହନ ମହାବିଦ୍ୟାଳୟ ଛାତ୍ରୀ ଆତ୍ମାହୁତି ଓ ମୃତ୍ୟୁ ଘଟଣାକୁ ନେଇ ଏବେ ଉଠୁଛି ପଡୁଛି ସାରା ରାଜ୍ୟ । ଉଭୟ ବିଜେଡି ଓ କଂଗ୍ରେସ ଏହି ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ୍ କରି ରାଜରାସ୍ତାକୁ ଓହ୍ଲାଉଛନ୍ତି । ସବୁ ବିରୋଧୀ ଦଳ ନ୍ୟାୟ ଦାବିରେ ହଲ୍ଲାବୋଲ କରୁଛନ୍ତି । ବୁଧବାର ବିଜେଡି…
Read More...

ଯିଏ ସମସ୍ତଙ୍କୁ ବୁଝାଉଥିଲା ସେ ଏମିତି କରିବ କିପରି: ମୃତ ଛାତ୍ରୀଙ୍କ ରୁମମେଟ୍

ବାଲେଶ୍ଵର: ସାମ୍ନାକୁ ଆସିଲା FM କଲେଜର ମୃତ ଛାତ୍ରୀଙ୍କ ରୁମମେଟ୍‌ଙ୍କ ବେଦନାଭରା କାହାଣୀ । ମୁହଁ ଖୋଲିଲେ ମୃତ ଛାତ୍ରୀଙ୍କ ରୁମମେଟ୍ । ପୂର୍ବ ରାତିରେ ସେ ନ ଖାଇ ବିଚଳିତ ଥିଲେ, କାନ୍ଦୁଥିଲେ ବୋଲି କହିଛନ୍ତି ସୌମ୍ୟାଶ୍ରଙ୍କ ରୁମମେଟ୍ । ସେ ଆହୁରି କହିଛନ୍ତି ଯେ, ରାତି ୩ଟା ପର୍ଯ୍ୟନ୍ତ ବି…
Read More...

ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆଜି ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ

ଭୁବନେଶ୍ଵର: ଆଜି ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ । ବାଲେଶ୍ୱର ଛାତ୍ରୀ ମୃତ୍ୟୁ ଘଟଣାକୁ ନେଇ ଆଜି ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦେଇଛି କଂଗ୍ରେସ । ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ଡାକରା । ରାଜରାସ୍ତାକୁ ଓହ୍ଲାଇଛନ୍ତି କଂଗ୍ରେସ ନେତା ଓ କର୍ମୀ । ଏଫ୍‌ଏମ୍‌ କଲେଜ ଛାତ୍ରୀ…
Read More...