ବାଲିଅନ୍ତା ସୌମ୍ୟ ମୃତ୍ୟୁ ମାମଲା: କ୍ରାଇମ ବ୍ରାଞ୍ଚ ତଦନ୍ତ ଉପରେ କୌଣସି ଚାପ ନାହିଁ, କହିଲେ ଓଡ଼ିଶା ଡିଜିପି
ବାଲିଅନ୍ତା ଅଞ୍ଚଳରେ GRP କନଷ୍ଟେବଳ ସୌମ୍ୟ ରଞ୍ଜନ ସ୍ୱାଇଁଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାର ତଦନ୍ତ ଓଡ଼ିଶା କ୍ରାଇମ ବ୍ରାଞ୍ଚ କରୁଛି ଏବଂ DGP ବିନୟତୋଷ ମିଶ୍ର କହିଛନ୍ତି ଯେ ତଦନ୍ତକାରୀ ସଂସ୍ଥା ଉପରେ କୌଣସି ଚାପ ନାହିଁ।
ସୌମ୍ୟଙ୍କ ବାପା DGP-ଙ୍କୁ ଭେଟି ନିଜର ଚିନ୍ତା ପ୍ରକାଶ କରିଥିଲେ…
Read More...
Read More...