ସୋନିଆ ଗାନ୍ଧୀ ହସ୍ପିଟାଲରୁ ଡିସଚାର୍ଜ, ସ୍ୱାସ୍ଥ୍ୟବସ୍ଥାରେ ସୁଧାର
New Delhi: ପୂର୍ବତନ କଂଗ୍ରେସ ଅଧ୍ୟକ୍ଷା Sonia Gandhiଙ୍କ ସ୍ୱାସ୍ଥ୍ୟବସ୍ଥାରେ ଏବେ ଲକ୍ଷଣୀୟ ସୁଧାର ଦେଖାଯାଇଛି। ବରିଷ୍ଠ ଡାକ୍ତରୀ ଟିମ୍ର ଅନୁମୋଦନ ପରେ ଆଜି ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି।
ସୂଚନା ଅନୁସାରେ, ଜ୍ୱର ହେବାରୁ ମାର୍ଚ୍ଚ ୨୪ ତାରିଖ ରାତିରେ ତାଙ୍କୁ Sir…
Read More...
Read More...