ଲଙ୍ଗଳ ଧରିଲେ ବିଧାୟିକା
ବ୍ୟୁରୋ : ଆଜି ହେଉଛି ପବିତ୍ର ଅକ୍ଷୟ ତୃତୀୟା । ବୈଶାଖ ମାସ ଶୁକ୍ଳପକ୍ଷ ତୃତୀୟା ତିଥିରେ ଏହି ପର୍ବ ପାଳନ କରାଯାଏ । ଚଳଚଞ୍ଚଳ ହୋଇ ଉଠିଛି ଚଷା ପୁଅ ଘର । ଆଜିର ଦିନରେ ଚଷା ପୁଅ ଅଖୀମୁଠି ଅନୁକୂଳ କରି ବର୍ଷର ପ୍ରଥମ ଚାଷ କାମ ଆରମ୍ଭ କରିଥାଏ । ଯନ୍ତ୍ରପାତି ଯୁଗରେ ମଧ୍ୟ କୃଷକଟି ମୁଖ୍ୟତ…
Read More...
Read More...