Browsing Tag

Sonali Behera

ପଦ୍ମପୁର ଉପନିର୍ବାଚନ; ପ୍ରଚାର ମୈଦାନକୁ ଓହ୍ଲାଇଲେ ବିଜେଡି ସୁପ୍ରିମୋ ନବୀନ

ପଦ୍ମପୁର: ପଦ୍ମପୁର ମାଟିରେ ପାଦ ରଖିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଆଜି ବର୍ଷା ସିଂ ବରିହାଙ୍କ ପାଇଁ ପଚାର କରିବେ ମୁଖ୍ୟମନ୍ତ୍ରୀ ।ତେବେ ଆଜି କଂଗ୍ରେସ ଏବଂ ବିଜେପିକୁ ମାତ ଦେବାପାଇଁ ବିଜେଡି ସୁପ୍ରିମୋ କରିବେ ନିର୍ବାଚନ ପ୍ରଚାର । ପାଇକମାଳ, ଝାରବନ୍ଧ ଆଉ ପଦ୍ମପୁରରେ ଆଜି ହେବ…
Read More...

ଆଉ ମାସେ ବଢିଲା ହାଇସିକ୍ୟୁରିଟି ନମ୍ବର ପ୍ଲେଟ ଅବଧି

ଭୁବନେଶ୍ୱର: ଗତ କିଛି ଦିନ ହେବ ନମ୍ବର ପ୍ଲେଟ୍ ପରିବର୍ତ୍ତନକୁ ନେଇ ବିଭିନ୍ନ ସମସ୍ୟା ସୃଷ୍ଟି ହୋଇଥିଲା । ଏ ନେଇ ମାମଲା ହାଇକୋର୍ଟରେ ପହଞ୍ଚିଥିଲା । ବର୍ତ୍ତମାନ ଏ ନେଇ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି ରାଜ୍ୟ ସରକାର । ୧,୨,୩,୪ ନମ୍ବର ପାଇଁ ଆଉ ମାସେ ସମୟସୀମା ବୃଦ୍ଧି କରାଯାଇଛି ।…
Read More...

ଆନ୍ଦୋଳନରେ ଯୋଗ ଦେବାକୁ ରାଜଧାନୀ ଆସୁଥିଲେ ଶିକ୍ଷକ, ଅଧାବାଟରେ ଚାଲିଗଲା ଜୀବନ

ନୟାଗଡ:ଆନ୍ଦୋଳରେ ଯୋଗ ଦେବା ପାଇଁ ଆସୁଥିଲେ ଶିକ୍ଷକ । ଅନ୍ଦୋଳନରେ ଅନ୍ୟ ସାଥୀଙ୍କ ସହ ମିଶି ନିଜର ଦାବି ସରକାରଙ୍କ ନିକଟରେ ଜଣାଇଥାନ୍ତେ । ହେଲେ ଭୁବନେଶ୍ୱରରେ ପହଞ୍ଚିବା ପୂର୍ବରୁ ଦୁର୍ଘଟଣାରେ ଚାଲିଗଲା ଶିକ୍ଷକଙ୍କ ଜୀବନ । ମୃତ ଶିକ୍ଷକ ହେଉଛନ୍ତି ଅମର ଚାନ୍ଦ । ତେବେ ମୃତ ବ୍ୟକ୍ତି ଅମର…
Read More...

ଫିଫା ବିଶ୍ୱକପ୍ ୨୦୨୨; କତରରେ ପହଞ୍ଚି ଷ୍ଟେଜ ପଫୋରମାନ୍ସ ପାଇଁ ପ୍ରସ୍ତୁତ ହେଲେ ନୋରା

ବ୍ୟୁରୋ: କତରରେ ପହଞ୍ଚିଲେ ନୋରା ଫତେଇ । କତରରେ ଚାଲିଥିବା ଫିପା ବିଶ୍ୱକପ୍ ୨୦୨୨ରେ ନୃତ୍ୟଶିଳ୍ପୀ ନୋରା ଏକ ଷ୍ଟେଜ ପରଫୋମାନ୍ସ ଦେବା ପାଇଁ ସମ୍ପୁନ୍ନ ପ୍ରସୁତି ସହ କାତାର ରେ ପହଞ୍ଚିଛନ୍ତି । ନଭେମ୍ବର ୨୯ତଥା ମଙ୍ଗଳବାର ରେ ବିଶ୍ୱକପ୍ ଫ୍ୟାନ ଫେଷ୍ଟିଭାଲରେ ପରଫୋମାନ୍ସ କରିବେ ନୋରା ।…
Read More...

ହିଞ୍ଜିଳିର ମିଶନ ଶକ୍ତି ରଣ ମେଳାରେ ଅତ୍ୟାଧିକ ଭିଡ ଯୋଗୁଁ ସୃଷ୍ଟି ହେଲା ଭୟଙ୍କର ପରିସ୍ଥିତି

ଗଞ୍ଜାମ/ ରଜନୀକାନ୍ତ ପାତ୍ର : ମିଶନ ଶକ୍ତି ଋଣ ମେଳାକୁ ଆସିଥିବା ଅଧିକାଂଶ ମହିଳା ପ୍ରବଳ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ପ୍ରାୟ ଦଶ ହଜାରରୁ ଉର୍ଦ୍ଧ ମହିଳା ଋଣ ମେଳାରେ ଯୋଗଦେବା ପାଇଁ ଆସିଥିବା ବେଳେ ପ୍ରଶାସନ ପକ୍ଷରୁ ସଭା ସ୍ଥଳରେ ମାତ୍ର ତିନି ହଜାର ଲୋକଙ୍କ ବସିବା ପାଇଁ ବ୍ୟବସ୍ଥା…
Read More...

ସୁପ୍ରିମକୋର୍ଟ: ଆନ୍ଦୋଳନରୁ ନ ଓହରିଲେ ବାତିଲ ହେବ ଆଇନଜୀବୀଙ୍କ ଲାଇସେନ୍ସ

ବ୍ୟୁରୋ : ରାଜ୍ୟର ବିଭିନ୍ନ ସ୍ଥାନରେ ଚାଲିଥିବା ଓକିଲଙ୍କ ଆନ୍ଦୋନ ବିରୋଧରେ କଠୋର ହେଲେ ସୁପ୍ରିମ କୋର୍ଟ ।ତୁରନ୍ତ କାର୍ଯ୍ୟରେ ଯୋଗ ନ ଦେଲେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ । ଏହା ସହ ଲାଇସେନ୍ସ ବାତିଲ କରିବାକୁ ବାର୍ କାଉନସିଲକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆବଶ୍ୟକସ୍ଥଳେ…
Read More...

ଭାରତୀୟ ଅଲମ୍ପିକ ସଂଘର ପ୍ରଥମ ସଭାପତି ହେବେ ପିଟି ଉଷା

ନୂଆଦିଲ୍ଲୀ: ନିକଟରେ ଭାରତୀୟ ଅଲମ୍ପିକ ସଂଘର ସଭାପତି ନିର୍ବାଚନ ହେବାକୁ ଯାଉଛି । ଏଥିରେ ପ୍ରଥମ ମହିଳା ସଭାପତି ହେବାକୁ ଯାଉଛନ୍ତି ପିଟି ଉଷା । ସୁଚନାମୁତାବକ, ୧୦ ଡିସେମ୍ବରରେ ନିର୍ମାଚନ ହେବାକୁ ଯାଉଛି ଗତକାଲି ତଥା ୨୭ ନଭେମ୍ବର ଦିନ ନାମାଙ୍କ ଭରିବାର ଶେଷ ଦିନ ଥିଲା । କିନ୍ତୁ ଅନ୍ୟ…
Read More...

ଶିକ୍ଷକ ପ୍ରସଙ୍ଗ ନେଇ ଗୃହରେ ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀଙ୍କ ମନ୍ତବ୍ୟ

ଭୁବନେଶ୍ୱର: ଶିକ୍ଷକ ପ୍ରସଙ୍ଗ ନେଇ ଗୃହ ରେ ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀଙ୍କ ମନ୍ତବ୍ୟ ରଖିଛନ୍ତି । ତେବେ ବିଧାୟକ ଶତପଥୀ କହିବା ମୁତାବକ, ନବୀନ ପଟ୍ଟନାୟକଙ୍କ ସରକାର ଶିକ୍ଷକଙ୍କ ଉପରେ ଅନେକ ଗୁଡିଏ ନିଷ୍ପତ୍ତି ନେଇଛନ୍ତି । ଏପରିକି ଠିକା ନିଯୁକ୍ତିକୁ ଉଚ୍ଛେଦ କରାଯାଇଛି । ଆମେ…
Read More...

ଚନ୍ଦନପୁର ବଜାରରେ ବ୍ୟାଙ୍କ ଅଫ ଇଣ୍ଡିଆ ନିକଟରେ ଭୟଙ୍କର ଅଗ୍ନିକାଣ୍ଡ

ପୁରୀ/ ଜୟନ୍ତ କୁମାର ସେଠି:ଚନ୍ଦନପୁର ବଜାରରେ ବ୍ୟାଙ୍କ ଅଫ ଇଣ୍ଡିଆ ନିକଟରେ ଭୟଙ୍କର ଅଗ୍ନିକାଣ୍ଡ । ଗତକାଲି ବିଳମ୍ବିତ ରାତିରେ ସଟ ସର୍କିଟ ଦ୍ୱାରା ଦୁଇଟି କ୍ୟାବିନ ଜଳି ଯାଇଛି । ତେବେ ନିଆଁ ଲାଗି ଜଳିଯାଇଥିବା କ୍ୟାବିନ ସ୍ଥାନୀୟ ବାସିନ୍ଦା ମନ୍ୁ ଜେନାଙ୍କର ଟିଭି ଦୋକାନ ,ପ୍ରସନ୍ନ…
Read More...

ରାଇଘର ଠାରେ ଜାତୀୟ ସମ୍ବିଧାନ ଦିବସ ଧୁମଧାମରେ ପାଳନ କଲେ ଅଞ୍ଚଳବାସୀ

ରାଇଘର/ଲଳିତ ସୁନାନୀ:ରାଇଘର ଠାରେ "ଜାତୀୟ ସମ୍ବିଧାନ ଦିବସ ପାଳିତ"ସ୍ଥାନୀୟ ଭୀମ ଆର୍ମି କମିଟି ଆନୁକୂଲ୍ୟ ରେ, "ଜାତୀୟ ସମ୍ବିଧାନ ଦିବସ" ପାଳିତ ହୋଇଛି । ରାଇଘର ଛକ ଠାରେ ଥିବା ଡ଼ଃ ଭୀମ ରାଓ ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଳ ଦେଇ ସମ୍ବିଧାନ ପ୍ରଣେତା ଡ଼ଃ ଭୀମରାଓ ଆମ୍ବେଦକର…
Read More...