Browsing Tag

son

ବଳିଦାନ ଦେଲେ ଇଶ୍ୱର

ପୁଣି ମାଓବାଦୀଙ୍କ ସହ ଗୁଳି ବିନିମୟରେ ଯାଇଛି ଓଡିଆ ପୁଅଙ୍କ ଜୀବନ ।ଆସାମ ରାଜ୍ୟର ତ୍ରିପୁରାରେ କାର୍ଯ୍ୟରତ ଥିବା ଓଡିଆ ବିଏସ୍ଏଫ୍ ଯବାନ ଈଶ୍ୱର ଚନ୍ଦ୍ର ବେହେରାଙ୍କର ମୃତ୍ୟୁ ଘଟିଛି ।ତାଙ୍କ ଘର କଳାହାଣ୍ଡି କେସିଙ୍ଗା ଥାନା ବେଲଖଣ୍ଡିରେ ବୋଲି ଜଣାପଡିଛିି ।
Read More...

ଚାକିରି ବଦଳରେ ଜମି ଘୋଟାଲା ମାମଲାରେ ଝିଅ, ପୁଅ, ସମୁଦି ଘରେ ଇଡିର ଚଢ଼ାଉ

ନୂଆ ଦିଲ୍ଲୀ : ଇଡି ସସ୍କାନରରେ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ । ଶୁକ୍ରବାର ଲାଲୁଙ୍କ ଝିଅ, ସମୁଦି ଓ ପୁଅ ଘରେ ଘନ ଘନ ଚଢ଼ାଉ କରିଛି ଇଡି । ଚାକିରି ବଦଳରେ ଜମି ଘୋଟାଲା ମାମଲାରେ ଶୁକ୍ରବାର ଦିଲ୍ଲୀରୁ ବିହାର ଯାଏଁ ପ୍ରାୟ ୨୦ଟି ସ୍ଥାନରେ ରେଡ୍ କିରିଛି ଇଡି। ଏବଂ ଲାଲୁ ପ୍ରସାଦ…
Read More...