ଆସିକା ସୋସାଇଟି ନିର୍ବାଚନ ପାଇଁ କଡା ଟକ୍କର
ଆସ୍କା/ କମଳିନୀ ହୋତା :ଆସିକା ସମବାୟ କେନ୍ଦ୍ର ବ୍ୟାଙ୍କର ପରିଚାଳନା ପରିଷଦ ପାଇଁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଛି।ଏଥିପାଇଁ ଆଜି ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ନାମାଙ୍କନ ଦାଖଲର ଶେଷ ସମୟ ସୁଦ୍ଧା ୧୫ ଗୋଟି ଜୋନରୁ ମୋଟ ୪୩ ଗୋଟି ପାର୍ଥିପତ୍ର ଦାଖଲ ହୋଇଛି।…
Read More...
Read More...