ଛିଙ୍କ ମଧ୍ୟ ସୁସ୍ଥ ଶରୀର ପାଇଁ ଆବଶ୍ୟକ , ଜାଣନ୍ତୁ
( ରିପୋର୍ଟସଟୁଡେ): ଯେତେବେଳେ ଆମକୁ ଥଣ୍ଡା ହୋଇଥାଏ ବା ଆମର ନାକରେ କିଛି ପଶିଯାଏ ସେତେବେଳେ ଛିଙ୍କି ଥାଉ। ଅନେକ ସମୟରେ ଆମେ ଛିଙ୍କି ଥାଉ। ଛିଙ୍କ ବି ଏକ ପ୍ରାକୃତିକ ପ୍ରକ୍ରିୟା। ଛିଙ୍କ ମଧ୍ୟ ସୁସ୍ଥ ଶରୀର ପାଇଁ ଜରୁରୀ। ଏବେ ଆସନ୍ତୁ ଜାଣିବା କାହିଁକି ଛିଙ୍କ ହୁଏ।
ଅଧ୍ୟୟନରୁ ଜଣାଯାଇଛି…
Read More...
Read More...