ଘରୁ ବାହାରିଲା ସାପ ସହିତ ସାପ ଅଣ୍ଡା, ପରିବାର ଲୋକେ ଭୟଭିତ
ବିହାରର ବଗହା ମଧୁବନୀ ଅଞ୍ଚଳର ଏକ ଘରୁ ବାହାରିଲେ ୨୪ ଭୟଙ୍କର ନାଗ ସାପ ଛୁଆ । ତା’ ସହ ୫୦ରୁ ୬୦ ସାପ ଅଣ୍ଡା । ଏହାକୁ ଦେଖିବା ପରେ ଘର ଲୋକେ ଚିକ୍ରାର କରିଥିଲେ । ପଡୋଶୀ ଦୌଡିଆସି ଦେଖିବା ପରେ ତୁରନ୍ତ ସ୍ନେକ ହେଲ୍ପଲାଇନକୁ ଫୋନ କରି ଜଣାଇବାରୁ ଟିମ୍ ଆସି ପହଞ୍ଚି ସାପ ଗୁଡିକୁ ଉଦ୍ଧାର କରି…
Read More...
Read More...