Browsing Tag

Smruti Ranjan

ଘୋଷଣା ହେଲା ଦକ୍ଷିଣ ଆଫ୍ରିକାର ଦିନିକିଆ ଦଳ

ଜୋହାନ୍ସବର୍ଗ: ଭାରତ ବିପକ୍ଷ ଦିନିକିଆ ଘରୋଇ ସିରିଜ ପାଇଁ ୧୭ ଜଣିଆ ଦଳ ଘୋଷଣା କରିଛି ଦକ୍ଷିଣ ଆଫ୍ରିକା । ଏହି ସିରିଜ ପାଇଁ ତେମ୍ବା ବାଭୁମାଙ୍କୁ ଅଧିନାୟକ ଭାର ଦେଇଛି ଦକ୍ଷିଣ ଆଫ୍ରିକା କ୍ରିକେଟ ବୋର୍ଡ । ତେବେ ଏହି ସିରିଜରେ ଦିନିକିଆ ଡେବ୍ୟୁ କରି ପାରନ୍ତି ଦ୍ରୁତ ବୋଲର ମାର୍କୋ ଜନସେନ…
Read More...

ପର୍ଯ୍ୟଟକଙ୍କୁ ପୂଜକଙ୍କ ଦୁର୍ବ୍ୟବହାର

ନୀଳଗିରି: ମନ୍ଦିରରେ ମହିଳାଙ୍କୁ ହେଉଛି ଦୁର୍ବ୍ୟବହାର । ବାଲେଶ୍ୱର ନୀଳଗିରି ଅଞ୍ଚଳରୁ ଏମିତି ଏକ ଲଜ୍ଜାଜନକ ଘଟଣା ସାମନାକୁ ଆସିଛି । ଏହି ଅଭିଯୋଗ ଆଉ କାହା ନାଁରେ ନୁହେଁ ବରଂ ମନ୍ଦିରର ପୂଜକଙ୍କ ନାଁରେ ଆସିଛି । ଆଉ ପୂଜକଙ୍କ ଏମଳି ଆଚରଣର ଶିକାର ହୋଇଛନ୍ତି ଜଣେ ବଙ୍ଗୀୟ ପର୍ଯ୍ୟଟକ ମହିଳା…
Read More...

‘ମାଇ ଲର୍ଡ’ରୁ ‘ସାର’ ହେବେ ବିଚାରପତି

କଟକ: ମାଇ ଲର୍ଡ ବଦଳରେ ସାର । କୋର୍ଟରେ ବଦଳିବ ବିଚାରପତିଙ୍କ ନାଁ । ଆଉ ଜଜଙ୍କୁ ଡାକି ପାରିବେନି ମାଇ ଲର୍ଡ । ଏଥର ମାଇ ଲର୍ଡ ବଦଳରେ ଡକାଯିବ ସାର । କୋର୍ଟରେ ଏତର ବିଚାରପତିଙ୍କୁ ସାର ବୋଲି କରାଯିବ ସମ୍ବୋଧନ । ଏମିତି ନିଷ୍ପତ୍ତି ନେଇଛନ୍ତି ମୁଖ୍ୟ ବିଚାରପତି ଜଷ୍ଟିସ ଏସ. ମୁରଲୀଧର ଏବଂ…
Read More...

ତାମିଲନାଡୁରେ ବାଣ ବିସ୍ଫୋରଣ: ୩ ମୃତ

ବିରୁଧୁନଗର: ନୂଆବର୍ଷର ପ୍ରଥମ ଦିନରେ ହିଁ ଦେଶର ବିଭିନ୍ନ ସ୍ଥାନରେ ଘଟି ଚାଲିଛି ଅନେକ ଦୁର୍ଘଟଣା । ବୈଷ୍ଣୋଦେବୀ ମନ୍ଦିରରେ ଦଳାଚକଟା ଘଟଣାର ସମ୍ପୂର୍ଣ୍ଣ ରିପୋର୍ଟ ସାମନାକୁ ଆସି ନଥିବା ବେଳେ ତାମିଲନାଡୁରେ ଘଟିଛି ଆଉ ଏକ ଦୁଃଖଦ ଘଟଣା । ତାମିଲନାଡୁର ବିରୁଧୁନଗରରେ ଥିବା ଏକ ବାଣ…
Read More...

ଡିଜିଟାଲ ମୋଡରେ ମହଙ୍ଗା ମାଡ

ନୂଆଦିଲ୍ଲୀ: ବର୍ଷ ଆରମ୍ଭରୁ ଡିଜିଟାଲ ପ୍ଲାଟଫର୍ମରେ ଝଟକା । ଅନଲାଇନ ସେବାକୁ ନେଇ ଆସିଛି ଏକ ଏମିତି ଖବର ଯାହା କିଛି ଲୋକଙ୍କ ପାଇଁ ଚିନ୍ତା ଟିକିଏ ବଢାଇ ଦେଇଛି । ଆଜିଠୁ ଅନଲାଇନରେ ଖାଦ୍ୟ ମଗାଇବା ହେଉ କି ଟ୍ୟାକ୍ସି ସେବା ସବୁ ହୋଇଛି ମହଙ୍ଗା । ସ୍ୱିଗି, ଜମାଟୋ ଭଳି କିଛି ଅନଲାଇନ ଫୁଡ…
Read More...

୮,୧୦୨ କନିଷ୍ଠ ଶିକ୍ଷକଙ୍କୁ ନିୟମିତ

ଭୁବନେଶ୍ୱର: ନୂଆବର୍ଷରେ କନିଷ୍ଠ ଶିକ୍ଷକମାନଙ୍କୁ ଭେଟି ଦେଇଛନ୍ତି ରାଜ୍ୟ ସରକାର । ୮,୧୦୨ ଜଣ କନିଷ୍ଠ ଶିକ୍ଷକଙ୍କ ଚାକିରି ନିୟମିତ ହୋଇଥିବା ସୂଚନା ଦେଇଛନ୍ତି ଗଣଶକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ । ତେବେ କନିଷ୍ଠ ଶିକ୍ଷକମାନଙ୍କ ନିମୟିତ କରିବା ପାଇଁ ସରକାରଙ୍କୁ ଲାଗିତିଲା ୬ ବର୍ଷ ୧୧ ମାସ…
Read More...

ଦଳକୁ ଫେରିଲେ ଅଶ୍ୱୀନ: ନାହାନ୍ତି ରୋହିତ 

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରାିଜ ପାଇଁ ଘୋଷଣା ହୋଇଛି ଭାରତୀୟ ଦଳ । ଏହି ସିରିଜରେ ପ୍ରଥମ କରି ଅଧିନାୟକ ପଦ ଗ୍ରହଣ କରୁଥିବା ରୋହିତ ଶର୍ମା କିନ୍ତୁ ଦଳରୁ ବାଦ ପଡିଛନ୍ତି । ଅଭ୍ୟାସ ସମୟରେ ହାତରେ ଲାଗିଥିବା ଆହତ କାରଣରୁ ପ୍ରଥମେ ଟେଷ୍ଟ ଏବଂ ଏବେ ଦିନିକିଆ ଦଳରୁ ମଧ୍ୟ…
Read More...

କମିଶନରେଟ ପୋଲିସକୁ ୧୫ ବର୍ଷ

ଭୁବନେଶ୍ୱର: ଆଜି ୧୫ ବର୍ଷରେ ପାଦ ଥାପିଛି ଟ୍ୱିନ ସିଟିର କମିଶନରେଟ ପୋଲିସ । ଆଜିକୁ ଠିକ ୧୫ବର୍ଷ ପୂର୍ବେ ଅର୍ଥାତ ୨୦୦୮ ଜାନୁୟାରୀ ୧ ତାରିଖରେ ଟ୍ୱିନ ସିଟିରେ ଲାଗୁ ହୋଇଥିଲା କମିଶନରେଟ ପୋଲିସ । ରାଜଧାନୀ ଭୁବନେଶ୍ୱର ଏବଂ କଟକରେ ଆଇନଶୃଙ୍ଖଳା ବ୍ୟବସ୍ଥା କଡାକଡି କରିବା ଏବଂ ଅପରାଧ…
Read More...

ସାଙ୍ଗକୁ ବଞ୍ଚାଇ ନିଜେ ବୁଡିଗଲେ ଯୁବକ

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ରେମାଳ ଡ୍ୟାମରେ ବୁଡି ପ୍ରାଣ ହରାଇଛନ୍ତି ଜଣେ ଯୁବକ । ମୃତ ଯୁବକ ଜଣକ ସ୍ଥାନୀୟ ଘଷିପୁରା ଥାନା ଅନ୍ତର୍ଗତ ଢିଙ୍କିଆ ଗାଁର ସୁବ୍ରତ ସ୍ୱାଇଁ ବୋଲି ଜଣାପଡିଛି । ସୂଚନା ଅନୁସାରେ, ଫଟୋ ଉଠାଇବା ପାଇଁ ସୁବ୍ରତ ୪-୫ ଜଣ ବନ୍ଧୁଙ୍କ ସହ ଡ୍ୟାମକୁ ଯାଇଥିଲେ । କିନ୍ତୁ…
Read More...

ଇଣ୍ଡିଆ ହାତରେ ଏସିଆ କପ

ନୂଆଦିଲ୍ଲୀ: ଏସିଆ କପ ଉପରେ ଟିମ ଇଣ୍ଡିଆ ଟିମ ୟଙ୍ଗଷ୍ଟାରଙ୍କ କବଜା । ଶ୍ରୀଲଙ୍କାକୁ ୯ ୱିକେଟରେ ମାତ ଦେଇ ଦଳ ପିନ୍ଧିଲା ଚମ୍ପିଆନର ମୁକୁଟ । ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମରେ ବର୍ଷା ବାଧାପ୍ରାପ୍ତ ମ୍ୟାଚରେ ରୋମାଞ୍ଚକର ବିଜୟ ହାସଲ କରିଛି ଭାରତ ।…
Read More...