ବରୀରେ ଦଶମ ସମେଟିଭ ପରୀକ୍ଷା ଆରମ୍ଭ
ବରୀ(ସତ୍ୟଜିତ ବାରିକ): ଆଜିଠୁ ଆରମ୍ଭ ହୋଇଛି ଦଶମ ଶ୍ରେଣୀ ସମେଟିଭ ପରୀକ୍ଷା । ପ୍ରଥମ ଥର ପାଇଁ ଓଡିଶା ବୋର୍ଡ ଅଫ ସେକେଣ୍ଡାରୀ ଏଜୁକେସନ (BSE) ଏକ ଭିନ୍ନ ଫର୍ମାଟରେ କରୁଛି ମାଟ୍ରିକ ପରୀକ୍ଷା । ଜାନୁୟାରୀ ୫ ରୁ ୮ ତାରିଖ ପର୍ଯ୍ୟନ୍ତ ଧରି ଏହି ପରୀକ୍ଷା ଚାଲୁ ରହିବ। ବରୀ ବ୍ଲକରେ ମଧ୍ୟ ଦଶମ…
Read More...
Read More...