Browsing Tag

Smruti Ranjan

ଆଜି ମହାପ୍ରଭୁଙ୍କ ନବାଙ୍କ ବେଶ 

ପୁରୀ(ଜୟନ୍ତ କୁମାର ସେଠୀ): ଆସନ୍ତାକାଲି ଶ୍ରୀମନ୍ଦିରରେ ପାଳିତ ହେବ ମକର ସଂକ୍ରାନ୍ତି ନୀତି । ପରମ୍ପରା ଅନୁଯାୟୀ ମକର ସଂକ୍ରାନ୍ତି ପୂର୍ବ ଦିନ ଅର୍ଥାତ ଆଜି ମହାପ୍ରଭୁଙ୍କୁ ନବାଙ୍କ ବେଶରେ ସଜ୍ଜିତ କରାଯିବା ସହ ନବାଙ୍କ ବେଢା ନୀତି ଅନୁଷ୍ଠିତ ହେବ । ପୁଷ୍ପ ଅଳଙ୍କାରରେ…
Read More...

ପୁଣି ଫେରିଲା କଣ୍ଟେନମେଣ୍ଟ

ଆଠମଲ୍ଲିକ: ରାଜ୍ୟରେ ବ୍ୟାପୁଛି କରୋନା ସଂକ୍ରମଣ । ନୂଆ ଭରିଆଣ୍ଟ ଓମିକ୍ରନ ମଧ୍ୟ ରାଜ୍ୟ ପାଇଁ ଚିନ୍ତାର କାରଣ ପାଲଟିଛି । ସଂକ୍ରମଣ ବଢୁଥିବାରୁ ଏହାକୁ ଦୃଷ୍ଟିରେ ରଖି ବିଭିନ୍ନସ୍ଥାନକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଉଛି । ଏଡି ତାଲିକାରେ ଯୋଡି ହୋଇଛି ଅନୁଗୁଳ ଜିଲ୍ଲାର ଆଉ ଏକ ଅଞ୍ଚଳ ।…
Read More...

ବ୍ୟାଙ୍କରୁ ବଡ ଧରଣର ଲୁଟ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ରାସୋଳ ଗ୍ରାମ୍ୟ ବ୍ୟାଙ୍କରେ ଘଟିଛି ଅଭାବନୀୟ ଘଟଣା । ରାସୋଳ ଥାନାରୁ ମାତ୍ର ୨୦୦ ମିଟର ଦୂରରେ ଥିବା ଏହି ବ୍ୟାଙ୍କରେ ପଡିଛି ଲୁଟେରାଙ୍କ ରେଡ । କୋଟିଏରୁ ଅଧିକ ଟଙ୍କାର ଗହଣା ଏବଂ ଲକ୍ଷାଧିକ ଟଙ୍କା ଲୁଯି ଚମ୍ପଟ ମାରିଛନ୍ତି ଦୁର୍ବୃତ୍ତ । ରାସୋଳ ଗ୍ରାମ୍ୟ…
Read More...

ଘର କାନ୍ଥରେ ପିଟି ହେଲା ଟ୍ରାକ୍ଟର

କନ୍ଧମାଳ: କନ୍ଧମାଳ ଜିଲ୍ଲା ଜି.ଉଦୟଗିରିରେ ଘଟିଯାଇଛି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏହି ଦୁର୍ଘଟଣାରେ ଜଣେ ପ୍ରାଣ ହରାଇଥିବା ବେଳେ ୨ ଜଣ ଆହତ ହୋଇଥିବା ଜଣାଯାଇଛି । ଆହତମାନଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । କନ୍ଧମାଳ ଜିଲ୍ଲା ଜି.ଉଦୟଗିରିର ଶଙ୍ଖସାହି ନିକଟରେ…
Read More...

ଶ୍ରୀକ୍ଷେତ୍ରରୁ ଜବତ ହେଲା ବ୍ରାଉନସୁଗାର; ୫ ଗିରଫ

ପୁରୀ: ପୁରୀ ପୋଲିସକୁ ପୁଣି ମିଳିଛି ଏକ ବଡ ସଫଳତା । ୧୨୦ ଗ୍ରାମ ବ୍ରାଉନସୁଗାର ସହିତ ୫ ବେପାରୀଙ୍କୁ ଗିରଫ କରିଛି ଏସଟିଏଫ ଏବଂ ପୋଲିସ । ପୁରୀ ଲୋକନାଥ ରୋଡ ଜଙ୍ଗଲ ନିକଟରୁ ବ୍ରାଉନସୁଗାର ଜବତ କରିଛି ବାସେଳୀ ସାହି ଥାନା ପୋଲିସ । ଏସଟିଏଫ ଏବଂ ବାସେଳୀ ସାହି ଥାନା ପୋଲିସର ମିଳିତ ଚଢାଉରେ…
Read More...

ପାକିସ୍ତାନର କ୍ରିକେଟ ଚକ୍ରାନ୍ତ

ନୂଆଦିଲ୍ଲୀ: ଭାରତ ସହ ମ୍ୟାଚ ଖେଳିବା ପାଇଁ ଚକ୍ରାନ୍ତ କରୁଛି ପାକିସ୍ତାନ । ୪ଟି ଦେଶକୁ ନେଇ ଆୟୋଜନ ହେବ ଏକ ସିରିଜ । ଏ ନେଇ ସୂଚନା ଦେଲେ ପାକିସ୍ତାନ କ୍ରିକେଟ ବୋର୍ଡ ବା ପିସିବି ମୁଖ୍ୟ ରମିଜ ରାଜା । ଭାରତ, ପାକିସ୍ତାନ, ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆକୁ ନେଇ ଏହି ସିରିଜ ଆୟୋଜନ କରିବାକୁ…
Read More...

କରୋନା ମାଡରେ ତହସିଲ ବନ୍ଦ

ଭୋଗରାଇ: ମାଡୁଛି କରୋନା, ବ୍ୟାପୁଛି ସଂକ୍ରମଣ । ରାଜ୍ୟରେ ଧିରେ ଧିରେ କାୟା ବିସ୍ତାର କରୁଛି କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ । ବାଲେଶ୍ୱର ଜିଲ୍ଳାରେ ମଧ୍ୟ କରୋନାର କଳାନଜର ପଡିଛି । ଏକାଧିକ କରୋନା ପଜିଟିଭ ଚିହ୍ନଟ ହେବା ଫଳରେ ବନ୍ଦ ହୋଇଛି ତହସିଲ ଅଫିସ । ସୂଚନା ଅନୁସାରେ, ବାଲେଶ୍ୱର…
Read More...

କରୋନା ପାଇଁ କୋର୍ଟ ବନ୍ଦ

ଆଠମଲ୍ଲିକ: କୋର୍ଟ ପରିସରରେ କର୍ମଚାରୀ କରୋନା ଆକ୍ରାନ୍ତ । ଏହାପରେ ଆଠମଲ୍ଲିକ କୋର୍ଟ ଆସନ୍ତା ୨୫ ତାରିଖ ଯାଏଁ ଆଂଶିକ କାର୍ଯ୍ୟବନ୍ଦ ହୋଇଛି । ଆଠମଲ୍ଲିକ କୋର୍ଟରେ କାର୍ୟ୍ୟରତ ତିନି ଜଣ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । କେବଳ ଜରୁରୀକାଳୀନ ବେଲ ଏବଂ ଅନ୍ୟାନ୍ୟ କାର୍ଯ୍ୟ…
Read More...

ଭିଭୋ IPL ହେଲା ଟାଟା IPL

ନୂଆଦିଲ୍ଲୀ: ଆଇପିଏଲ ୨୦୨୧ ସହ ଶେଷ ହୋଇଛି ଭିଭୋର ଯାତ୍ରା । ଫଟାଫଟ କ୍ରିକେଟର ସବୁଠୁ ବଡ ଟୁର୍ଣ୍ଣାମେଣ୍ଟକୁ ମିଳିଛି ନୂଆ ମୁଖିଆ । ବଦଳଯିବ ସ୍ପନସର ନାଁ । ଭିଭୋ ଜାଗାରେ ରହିବ ଟାଟା । ଭିଭୋ ଆଇପିଏଲ ନୁହେଁ ଚଳିତ ସିଜନରୁ ଲିଗ ହେବ ଟାଟା ଆଇପିଏଲ । ଚୀନର ମୋବାଇଲ କମ୍ପାନୀକୁ ରିପ୍ଲେସ କରିବ…
Read More...

ମାସ୍କ ସାନିଟାଇଜର ସହ ନିଆରା ସେଲିବ୍ରେସନ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆରେ ଚାଲୁ ରହିଛି ବିଗ ବାଶ ଲିଗ ଟୁର୍ଣ୍ଣାମେଣ୍ଟ । ଟୁର୍ଣ୍ଣାମେଣ୍ଟରେ ଆଜି ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି । ପାକିସ୍ତାନୀ ବୋଲର ହାରିସ ରୌଫ ୱିକେଟ ହାସଲ କରିବା ପରେ କରିଛନ୍ତି ଅଜବ ସେଲିବ୍ରେସନ । ଏହି ସେଲିବ୍ରେସନର ଭଡିଓ ଏବେ ସୋଶିଆଲ ମିଡିଆରେ ଖୁବ ଭାଇରାଲ…
Read More...