Browsing Tag

Smruti Ranjan

ସ୍ଥଗିତ ହେଲା ଅଫଲାଇନ ପରୀକ୍ଷା

ସମ୍ବଲପୁର: ସାରା ରାଜ୍ୟରେ ଚିନ୍ତା ବଢାଇଛି କରୋନା ସଂକ୍ରମଣ । ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ପ୍ରଶାସନ ଜାରି କରିଛି କଟକଣା । ଏହି କ୍ରମରେ ବୁର୍ଲା ଭିମସାରର ଏମବିବିଏସ ଅଫଲାଇନ ପରୀକ୍ଷାକୁ ୨ ସପ୍ତାହ ପାଇଁ ସ୍ଥଗିତ ରଖାଯାଇଛି । କରୋନାରେ ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି…
Read More...

ଆରମ୍ଭ ହେବ U-19 ବିଶ୍ୱକପ

ପ୍ରୋଭିଡେନ୍ସ: ଆସନ୍ତାକାଲିଠୁ ଆରମ୍ଭ ହେଉଛି ୧୯ ବର୍ଷରୁ କମ ଦିନିକିଆ ବିଶ୍ୱକପ । ୧୬ଟି ଦଳ ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେଉଥିବା ବେଳେ ଦଳଗୁଡିକୁ ୪ଟି ଗ୍ରୁପରେ ରାଉଣ୍ଡ ରବିନ ଏବଂ ନକଆଉଟ ପର୍ଯ୍ୟାୟ ଟ୍ରଫି ପାଇଁ କରିବେ ଲଢେଇ । ୱେଷ୍ଟଇଣ୍ଡିଜର ୪ଟି ଭେନ୍ୟୁ ଯଥା ଆଣ୍ଟିଗୁଆ, ଗୁଏନା, ସେଣ୍ଟ…
Read More...

ଦକ୍ଷିଣ ଆଫ୍ରିକା ଆଗରେ ୨୧୨ ଟାର୍ଗେଟ

କେପଟାଉନ: ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଟେଷ୍ଟରେ ଶେଷ ହୋଇଛି ଭାରତର ଦ୍ୱିତୀୟ ଇନିଂସ । ମାତ୍ର ୧୯୮ ରନରେ ଅଟକିଛି ଭାରତର ଗାଡି । ତେବେ ଏଥିରୁ ଏକା ୧୦୦ ରନର ପାଳି ଖେଳିଛନ୍ତି ୱିକେଟ କିପର ରିଷଭ ପନ୍ତ । ଅଧିନାୟକ ବିରାଟ କୋହଲି ୧୪୩ ବଲ ଖେଳି ୨୯ ରନ ସଂଗ୍ରହ କରିଥିବା ବେଳେ ଉପ…
Read More...

ଭାରତୀୟ ସେନାଙ୍କ ଗୁଳିରେ ବାବର ମୃତ

ଶ୍ରୀନଗର: ଜମ୍ମୁ କଶ୍ମୀରର କୁଲଗାମରେ ପୁଣି ମୁହାଁମୁହିଁ ହୋଇଛନ୍ତି ଭାରତୀୟ ସେନା ଏବଂ ଆତଙ୍କବାଦୀ । ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଛି ଗୁଳି ବିନିମୟ । ଏଥିରେ ସେନାଙ୍କ ଏନକାଉଣ୍ଟରର ଶିକାର ହୋଇଛନ୍ତି ଜଣେ ପାକିସ୍ତାନୀ ନାଗରିକ । ମୃତ ଆତଙ୍କୀର ନାଁ ବାବର ବୋଲି ଜଣାପଡିଛି…
Read More...

ଏରଡା ଘାଟରେ ବାଉଁଶ ପୋଲ ନିର୍ମାଣ

ବରୀ(ସତ୍ୟଜିତ ବାରିକ): ସ୍ଵାଧୀନତାର ୭୪ ବର୍ଷ ପରେ ଆଜି ବି ସବୁଦିନିଆ ରାସ୍ତା ଖଣ୍ଡେ ନାହିଁ । ଏ ହେଉଛି ଯାଜପୁର ବରୀ ବ୍ଲକ ବୋଦୁଅ ପଞ୍ଚାୟତର କଥା । ବରୀ ବ୍ଲକର ଏହି ପଞ୍ଚାୟତକୁ ନାହିଁ ସବୁଦିନିଆ ରାସ୍ତା । ନଦୀ ନାଳ ଘେରା ଅଞ୍ଚଳରେ ଆଜି ବି ଲୋକମାନେ ମୌଳିକ ସୁବିଧାରୁ ବଞ୍ଚିତ । ନଦୀରେ…
Read More...

ଇସ୍ରୋର ନୂଆ ମୁଖିଆ ହେଲେ ଏସ.ସୋମନାଥ

ନୂଆଦିଲ୍ଲୀ: ISRO ପାଇଲା ଆଉ ଜଣେ ନୂଆ ମୁଖିଆ । ଖୁବ ଶୀଘ୍ର କେ.ଶିବନଙ୍କୁ ରିପ୍ଲେସ କରିବାକୁ ଯାଉଛନ୍ତି ଆଉ ଜଣେ ନୂଆ ମୁଖ୍ୟ । କେ.ଶିବନଙ୍କ ସ୍ଥାନରେ ନୂଆ ମୁଖିଆ ହେବେ ଏସ.ସୋମନାଥ । ଆସନ୍ତା ଜାନୁଆରୀ ୧୪ରେ କେ.ଶିବନଙ୍କ କାର୍ଯ୍ୟକାଳ ଶେଷ ହେଉଛି । ତେଣୁ ଖୋଜୁଛି ନୂଆ ମୁଖିଆ । ବିକ୍ରମ…
Read More...

ପିକଅପ ଭ୍ୟାନରୁ ବେଆଇନ ଗୁଟଖା ଜବତ

ମୁନିଗୁଡା: ବେଆଇନ ଗୁଟଖା କାରବାର ଉପରେ ଗୁଣୁପୁର ପୋଲିସର ଚଢାଉ । ଗିରଫ ଅଭିଯୁକ୍ତ ହେଉଛନ୍ତି ଆନ୍ଧ୍ରପ୍ରଦେଶ ହାଡୁଭାଙ୍ଗୀ ଗ୍ରାମର ଏସ. ସୁଧାକର ରାଓ । ବେପାରୀ ନିକଟରୁ ୨ ଲକ୍ଷରୁ ଅଧିକ ଟଙ୍କାର ଗୁଟଖା ଜବତ କରିଛି ଗୁଣୁପୁର ପୋଲିସ । ସୂଚନା ଅନୁସାରେ, ପେଟ୍ରୋଲିଂ କରୁଥିବା ସମୟରେ ଏକ…
Read More...

ପୂର୍ବ ଶତୃତାରୁ ଭାଇକୁ ଆକ୍ରମଣ

ଚାନ୍ଦବାଲି: ଭଦ୍ରକ ଜିଲ୍ଲାରେ ପୁଣି ଏକ ଅଭାବନୀୟ ଘଟଣା । ପୂର୍ବ ଶତୃତାକୁ ନେଇ ପାଟି ତୁଣ୍ଡ, ପରେ ଘଟଣା ପହଞ୍ଚିଥିଲା ମାଡପିଟରେ । ଆକ୍ରମଣରେ ଜଣେ ଗୁରୁତର ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ତେବେ ଏହି ମାଡପିଟ ୨ ଭାଇଙ୍କ ମଧ୍ୟରେ ହୋଇଥିବା ସୂଚନା ମିଳିଛି । ଘଟଣାଟି ଘଟି ଭଦ୍ରକ…
Read More...

ଦଳ ପ୍ରତି ଅସନ୍ତୋଷ ହୋଇ ଛାଡିଲେ ଖେଳ

ଭୁବନେଶ୍ୱର: ହକି କ୍ରୀଡାପ୍ରେମୀଙ୍କ ପାଇଁ ଆସିଛି ଦୁଃଖଦ ଖବର । ଭାରତୀୟ ହକି ଦଳରୁ ଅବସର ନେଲେ ମହିଳା ଖେଳାଳୀ ଲିଲିମା ମିଞ୍ଜ । ତେବେ ତାଙ୍କ ଅବସରର କାରଣ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଭାରତୀୟ ଦଳ ପ୍ରତି ଅସନ୍ତୋଷ ବ୍ୟକ୍ତ କରି ଅବସର ନିଷ୍ପତ୍ତି ନେଇଛନ୍ତି ଲିଲିମା । ଏନେଇ ସେ ନିଜେ…
Read More...

ରେଳ ଧାରଣାରୁ ମୃତଦେହ ଉଦ୍ଧାର

କଟକ(ଜଗନ୍ନାଥ ମହାନ୍ତି): କଟକ ବାଲିକୁଦା ନିକଟ ରେଳ ଧାରଣାରୁ ଯୁବକଙ୍କର ମୃତ ଦେହ ଉଦ୍ଧାର କରିଛି କଟକ ଆରପିଏଫ ଥାନା ପୋଲିସ। ଯୁବକଙ୍କ ମୃତ୍ୟୁ ନେଇ ସବିଶେଷ ତଥ୍ୟ ମିଳିପାରିନଥିଲେ ସୁଦ୍ଧା ତାଙ୍କ ନିକଟରୁ ଆଧାର କାର୍ଡ ଓ ଭୋଟର ପରିଚୟ ପତ୍ର ମିଳିଛି । ଏହି ପରିଚୟ ପତ୍ରରୁ ତାଙ୍କର ନାମ…
Read More...