Browsing Tag

Smruti Ranjan

ଆକ୍ରମଣ କରି ଲୁଟିନେଲେ ୩ ଲକ୍ଷ ଟଙ୍କା

ବିନିକା: ମରଣାନ୍ତକ ଆକ୍ରମଣ କରି ଲୁଟିନେଲେ ଲକ୍ଷ ଲକ୍ଷ ଟଙ୍କା । ସୋନପୁର ବିନିକା ବିଶାଲପାଲି ଛକ ନିକଟରୁ ୩ ଲକ୍ଷ ୪୫ ହଜାର ଟଙ୍କାରୁ ଅଧିକ ଟଙ୍କା ଲୁଟ ହୋଇଥିବା ନେଇ ଅଭିଯୋଗ ହୋଇଛି । ଏ ନେଇ ଥାନାରେ ଅଭିଯୋଗ ହେବା ପରେ ଘଟଣାର ଅଧିକ ଖୋଳତାଡ ଆରମ୍ଭ କରିଛି ପୋଲିସ । ମଙ୍ଗଳବାର ବିଳମ୍ବିତ…
Read More...

ବନବିଭାଗର ରେଡ; ଦୁଇ ଭାଇ ଗିରଫ

ଖୋର୍ଦ୍ଧା: ଧଳାପଥର ଅଞ୍ଚଳରେ ଚଢାଉ କରିଛି ଖୋର୍ଦ୍ଧା ବନବିଭାଗ । ଚଢାଉରେ ବଜ୍ରକାପ୍ତା ଜବତ କରିବା ସହ ଘଟଣାରେ ସମ୍ପୃକ୍ତ ଥିବା ଦୁଇ ଭାଇଙ୍କୁ ଗିରଫ କରିଛି ବନବିଭାଗ । ବଜ୍ରକାପ୍ତା କାତି ବିକ୍ରି କରିବା ନେଇ ଡିଲ ଚାଲିଥିବା ବେଳେ ବିଶେଷ ସୂୂତ୍ରରୁ ଖବର ପାଇ ରେଡ କରିଥିଲା ବନବିଭାଗ । ଗିରଫ…
Read More...

ଭୁବନେଶ୍ୱରରେ ପହଞ୍ଚିଲା ନେଦରଲାଣ୍ଡ

ଭୁବନେଶ୍ୱର: ବିଶ୍ୱକପ ପାଇଁ ରାଜଧାନୀ ଭୁବନେଶ୍ୱରରେ ପହଞ୍ଚିଛନ୍ତି ନେଦରଲାଣ୍ଡର ହକି ଟିମ । ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ହେବାକୁ ଥିବା ଗୁନିୟର ହକି ବିଶ୍ୱକପ ପାଇଁ ଟିମ ନେଦରଲାଣ୍ଡ ଭୁବନେଶ୍ୱର ବିମାନବନ୍ଦରରେ ଅବତରଣ କରିଛି । ଆସନ୍ତା ୨୪ ତାରିଖରେ ହକି ବିଶ୍ୱକପ ପାଇଁ ହେବ…
Read More...

ମ୍ୟାଚ ପୂର୍ବରୁ ଦଳରୁ ବାହାରିଲେ ଆଉ ଜଣେ ଖେଳାଳୀ

ନୂଆଦିଲ୍ଲୀ: ଆଜିଠାରୁ ଆରମ୍ଭ ହେଉଛି ଭାରତ-ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜ । ମ୍ୟାଚର ଠିକ ପୂର୍ବରୁ ନ୍ୟୁଜିଲାଣ୍ଡ ଦଳକୁ ଲାଗିଛି ଆଉ ଏକ ଶକ୍ତ ଝଟକା । ଅଧିନାୟକ କେନ ୱିଲିୟମସନ ନିଜକୁ ଏହି ସିରିଜରୁ ଦୂରେଇ ରହିଥିବା ବେଳେ ଏବେ ଆଉ ଜଣେ ଟି-୨୦ ସିରିଜରୁ ଓହରି ଯାଇଥିବା ସୂଚନା ମିଳିଛି ।…
Read More...

ଦାଦାଙ୍କ ହାତରେ ନୂଆ ପଦବୀ

ନୂଆଦିଲ୍ଲୀ: ବୋର୍ଡ ଅଫ କଣ୍ଟୋଲ ଫର କ୍ରିକେଟ ଇନ ଇଣ୍ଡିଆ(ବିସିସିଆଇ)ର ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କୁ ମିଳିଛି ଆଉ ଏକ ନୂଆ ପଦବୀ । ଭାରତର ପୂର୍ବ ଅଧିନାୟକ ଅନିଲ କୁମ୍ବଲେଙ୍କ ସ୍ଥାନରେ ଏବେ ଆଇସିସିର ଚେୟରମ୍ୟାନ ଭାବେ ମନୋନୀତ ହୋଇଛନ୍ତି ଟିମ ଇଣ୍ଡିଆର ଦାଦା । ଏ ନେଇ ଆଇସିସି ତରଫରୁ ଘୋଷଣା…
Read More...

ଜବତ ହେଲା ବିପୁଳ ପରିମାଣର ଗୁଟଖା

ଜୟପୁର: ଜବତ ହେଲା ନକଲି ଗୁଟଖା କାରଖାନା । ଦୀର୍ଘ ଦିନ ଧରି ଚାଲୁତିବା ନକଲି ଗୁଟଖା କାରଖାନା ଉପରେ ଅଚାନକ ଚଢାଉ କରିଛି ପୋଲିସ । ଏହି ଚଢାଉରେ ହଜାର କି ଦୁଇ ହଜାର ଟଙ୍କାର ନୁହେଁ, ୫୦ ଲକ୍ଷ ଟଙ୍କାର ନକଲି ଗୁଟଖା ଜବତ କରିଛି ସେମିଳିଗୁଡା ପୋଲିସ । ଅଭିଯୋଗରେ ପୋଲିସ ଜଣଙ୍କୁ ଗିରଫ କରିବା…
Read More...

ସର୍ପାଘାତରେ ୪ ବର୍ଷର ଶିଶୁ ମୃତ

ଆନନ୍ଦପୁର: କେନ୍ଦୁଝର ଘସିପୁର ଥାନା ସାଲୁକୁଡାହି ଗାଁରେ ଘଟିଯାଇଛି ଏକ ହୃଦୟ ବିଦାରକ ଘଟଣା । ସର୍ପାଘାତରେ ଜଣେ ଶିଶୁ ପ୍ରାଣ ହରାଇଥିବା ଘଟଣା ସାରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ମୃତକ ଶିଶୁ ହେଉଛି ଗାଁର ନରସିଂହ ହାଁସଦାଙ୍କ ପୁତ୍ର ମହେଶ୍ୱର । ଗତକାଲି ରାତିରେ ବାହାରକୁ ପରିସ୍ରା…
Read More...

ଆଜିଠୁ ଭାରତ-ନ୍ୟୁଜିଲାଣ୍ଡ ଲଢେଇ

ମୁମ୍ବାଇ: ଆଜିଠୁ ଆରମ୍ଭ ହେଉଛି ଭାରତ-ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜ । ୩ ମ୍ୟାଚ ବିଶିଷ୍ଟ ଏହି ସିରିଜର ପ୍ରଥମ ମ୍ୟାଚ ଜୟପୁରରେ ଖେଳାଯିବ । ଟି-୨୦ ବିଶ୍ୱକପରେ ନ୍ୟୁଜିଲାଣ୍ଡଠୁ ମିଳିଥିବା ପରାଜୟର ପ୍ରତିଶୋଧ ନେବା ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛନ୍ତି ରୋହିତ ସେନା । ଦଳରେ…
Read More...

ଭାରତ ବିପକ୍ଷରେ ଖେଳିବେନି ୱିଲିୟମସନ

ଜୟପୁର: ଆସନ୍ତାକାଲିଠୁ ଆରମ୍ଭ ହେଉଛି ଭାରତ-ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ । ନୂଆ ଏକ ଉତ୍ସାହ ନେଇ ପଡିଆକୁ ଓହ୍ଲାଇବ ରୋହିତ ସେନା । ଏହି ସିରିଜରେ ତିନୋଟି ଟି-୨୦ ଏବଂ ଦୁଇଟି ଟେଷ୍ଟ ଖେଳାଯିବ । ତେବେ ଏହି ସିରିଜ ପାଇଁ ନ୍ୟୁଜିଲାଣ୍ଡ ଦଳର ଅଧିନାୟକ କେନ ୱିଲିୟମସନ ବିଶ୍ରାମ ନେଇଛନ୍ତି ।…
Read More...

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଘଣ୍ଟା ଜବତ

ମୁମ୍ବାଇ: ଭାରତୀୟ କ୍ରିକେଟରଙ୍କ ଉପରେ ଭାରୀ ପଡିଛି କଷ୍ଟମ ବିଭାଗ । ଟାର୍ଗେଟରେ ଷ୍ଟାର ଅଲାରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା । ଏୟାରପୋର୍ଟରେ ପାଣ୍ଡ୍ୟାଙ୍କୁ ଅଟକାଇ ତନାଘନା କରିଛି କଷ୍ଟମ ଡିପାର୍ଟମେଣ୍ଟ । ତାଙ୍କୁ ନିକଟରୁ ଦୁଇଟି ଘଣ୍ଟା ମଧ୍ୟ ଜବତ ହୋଇଛି । ଯାହାର ମୂଲ୍ୟ ୫ କୋଟି ଟଙ୍କା ।…
Read More...