Browsing Tag

Smruti Ranjan

ବିଦାୟକାଳୀନ ମ୍ୟାଚ ଖେଳିବେନି କୋହଲି

ନୂଆଦିଲ୍ଲୀ: ଅଚାନକ ଟେଷ୍ଟ ଦଳର ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି ବିରାଟ କୋହଲି । ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ ହାରିବା ପରେ କୋହଲିଙ୍କର ଏମିତି ନିଷ୍ପତ୍ତି ସମସ୍ତଙ୍କୁ ଚକିତ କରିଛି । ତେବେ କୋହଲିଙ୍କୁ ବିସିସିଆଇ ପକ୍ଷରୁ ଅଧିନାୟକଭାବେ ବିଦାୟକାଳୀନ ମ୍ୟାଚ ଖେଳିବାକୁ…
Read More...

ରାସ୍ତା କଡରୁ ରକ୍ତଭିଜା ମୃତଦେହ ଉଦ୍ଧାର; ପାଖରେ ପଡିଛି ଟାଙ୍ଗିଆ

ବୌଦ୍ଧ: ବୌଦ୍ଧ ଜିଲ୍ଲା ୫୭ ନମ୍ବର ଜାତୀୟ ରାଜପଥ କଡରୁ ଉଦ୍ଧାର ହେଲା ରକ୍ତ ଭିଜା ମୃତଦେହ । ସଦର ଥାନା ଅନ୍ତର୍ଗତ ସରସରା ଗ୍ରାମ ନିକଟ ୫୭ ନମ୍ବର ଜାତୀୟ ରାଜପଥ କଡରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଜଣେ ଅଜଣା ଯୁବକଙ୍କ ମୃତଦେହ ସହିତ ଏକ ଟାଙ୍ଗିଆ ମଧ୍ୟ ଜବତ କରାଯାଇଛି । ସୂଚନା ମୁତାବକ,…
Read More...

ରାଜ୍ୟପାଳଙ୍କୁ ବିଜେପିର ଦାବି

ଭୁବନେଶ୍ୱର: ଦିନକୁ ଦିନ ରାଜ୍ୟରେ ବଢୁଛି ବାଲି ମାଫିଆଙ୍କ ରାଜୁତି । ବିପଦକୁ ଠେଲି ହୋଇ ଯାଉଛି ରାଜ୍ୟର ଅନେକ ନଦୀ । ଏହାକୁ ବିରୋଧ କରି ଅଣ୍ଟା ଭିଡିଛି ବିଜେପିର ପ୍ରତିନିଧି ଦଳ । ନଦୀର ସୁରକ୍ଷା ପାଇଁ ଫେରାଦ ନେଇ ରାଜ୍ୟପାଳଙ୍କୁ ଭେଟିଛି ବିଜେପି । ରାଜ୍ୟର ବିଭିନ୍ନ ନଦୀରେ ବେଆଇନ ବାଲି…
Read More...

ମାରିବା ପରଦିନ ଫେରି ଖାଇଲା କଲିଜା

ନୂଆପଡା: ରବିବାର କରିଥିଲା ଶିକାର । ଆଜି ସେଠାକୁ ଫେରି ଖାଇଲା ଶିକାରର କଲିଜା । ନୂଆପଡାରେ ଦେଖା ଦେଇଛି ବାଘ ଆତଙ୍କ । ସୂଚନା ଅନୁଯାୟୀ, ରବିବାର ଦିନ ନୂଆପଡା କୁଟେଙ୍ଗାପଡାରେ ଗୋଟିଏ ଗାଈର ଶିକାର କରିଥିଲା ମହାବଳ ବାଘ । ଗାଁର ଅଗିନ ମାଝୀ ନାମକ ଜଣେ ବ୍ୟକ୍ତିଙ୍କ ଗାଈକୁ ବାଘ ଶିକାର…
Read More...

କୋହଲିଙ୍କୁ ନେଇ କପିଲଙ୍କ ବଡ ବୟାନ

ନୂଆଦିଲ୍ଲୀ: ଟେଷ୍ଟରୁ ଅଧିନାୟକ ପଦ ଛାଡିବା ପରେ ଏବେ ସବୁଠି ବିରାଟ କୋହଲିଙ୍କୁ ନେଇ ଚର୍ଚ୍ଚା । ପୂର୍ବତନ କ୍ରିକେଟରଙ୍କଠୁ ଆରମ୍ଭ କରି ସବୁ ମହଲରେ ବିରାଟଙ୍କ ନିଷ୍ପତ୍ତିକୁ ନେଇ ଉଠିଛି ପ୍ରଶ୍ନ । ଏହା ଭିତରେ ୧୯୮୩ ବିଶ୍ୱକପ ବିଜେତା ଦଳର ସଦସ୍ୟ ମଦନଲାଲ ବିରାଟଙ୍କ ନିଷ୍ପତ୍ତିକୁ ନେଇ…
Read More...

ରାଜଧାନୀରେ ହତ୍ୟା

ଭୁବନେଶ୍ୱର: ରାଜଧାନୀରେ ବିଭତ୍ସ ହତ୍ୟା । ଯୁବକଙ୍କୁ ବିଭତ୍ସଭାବେ ହତ୍ୟା କଲେ ଦୁର୍ବୃତ୍ତ । ସୈନିକ ସ୍କୁଲ ନିକଟରେ ହୋଇଛି ଏହି ଜଘନ୍ୟ ହତ୍ୟାକାଣ୍ଡ । ଦୁଇ ଗୋଷ୍ଠୀ ମଧ୍ୟରେ ବଚସାରୁ ସଂଗଠିତ ହୋଇଛି ହତ୍ୟାକାଣ୍ଡ । ସାଧାରଣ ବଚସାକୁ ନେଇ ଗୋଟିଏ ଗୋଷ୍ଠୀ ଅନ୍ୟ ଗୋଷ୍ଠୀକୁ ଆକ୍ରମଣ କରିଥିଲେ…
Read More...

ବିପିନ ରାୱତଙ୍କ ଚପ୍ପର କ୍ରାସର ଆସିଲା ରିପୋର୍ଟ

ନୂଆଦିଲ୍ଲୀ: ସିଡିଏସ ବିପିନ ରାୱତଙ୍କ ଚପ୍ପର କ୍ରାସ ଘଟଣାର ଆସିଲା ତଦନ୍ତ ରିପୋର୍ଟ । କିପରି ଆଉ କେଉଁ ପରିସ୍ଥିତିରେ ସେଦିନ ହୋଇଥିଲା ବିମାନ ଦୁର୍ଘଟଣା, ସେ ପ୍ରଶ୍ନର ମିଳିଛି ସଠିକ ଉତ୍ତର । ତିନି ସେନାର ମିଳିତ ତଦନ୍ତର ପ୍ରାଥମିକ ରିପୋର୍ଟରେ ଏହି ତଥ୍ୟ ପ୍ରକାଶ ପାଇଛି । ରିପୋର୍ଟ…
Read More...

ମାସେ ଭିତରେ ଲୁଟେରା ଗ୍ୟାଙ୍ଗ ଗିରଫ

ପୁରୁଷୋତ୍ତମପୁର: ଫାଇନାନ୍ସ କର୍ମଚାରୀଙ୍କ ନିକଟରୁ ଲୁଟ ଘଟଣାରେ ପୋଲିସକୁ ମିଳିଛି ସଫଳତା । ଏହି ଅଭିଯୋଗରେ ପୋଲିସ ହାତରେ ଧରାପଡିଲେ ୩ ଅଭିଯୁକ୍ତ । ଲୁଟେରାଙ୍କ ସମେତ ନଗଦ ଟଙ୍କା ଏବଂ ବାଇକ ମଧ୍ୟ ଜବତ କରିଛି ପୋଲିସ । ସୂଚନା ଅନୁସାରେ, ଗଞ୍ଜାମ ଜିଲ୍ଳା ପୋଲସରା ଥାନା ଅନ୍ତର୍ଗତ ମାରଦା…
Read More...

ବିଦ୍ୟୁତ ଆଘାତରେ ୩ ଯବାନ ମୃତ ସହିଦ

ପାଟନା: ବିହାରର ସୁପୋଲ ଜିଲ୍ଲା ଏସଏସବିର ୪୫ତମ ବାଟାଲିୟନରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ପ୍ରାଣ ହରାଇଛନ୍ତି ଯବାନ । ଏହାସହିତ ୮ ଜଣ ଆହତ ମଧ୍ୟ ହୋଇଛନ୍ତି । ତେବେ ଗୁରୁତର ୪ ଜଣଙ୍କୁ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ସୂଚନା ଅନୁସାରେ, ୪୫ତମ…
Read More...

କୋଟିଏରୁ ଅଧିକ ଟଙ୍କାର ଗଞ୍ଜେଇ ଜବତ

କୋରାପୁଟ: ହାତୀ ଖାଦ୍ୟ ବୋଝେଇ ଟ୍ରକରୁ ଜବତ ହେଲା ବିପୁଳ ପରିମାଣର ନିଶାଦ୍ରବ୍ୟ । ଗାଡିରେ କୋଟିଏରୁ ଅଧିକ ଟଙ୍କାର ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଜବତ କରିଛି ଅବକାରୀ ବିଭାଗ । କୋରାପୁଟ ସଦର ମଣ୍ଢାଗୁଡା ଛକ ନିକଟରୁ ଏହି ଗଞ୍ଜେଇ ଜବତ ହୋଇଛି । ଗଞ୍ଜେଇ ଚାଲାଣ ଅଭିଯୋଗରେ ଅବକାରୀ ବିଭାଗ…
Read More...