Browsing Tag

Smruti Ranjan

କେନ୍ଦୁଝରରେ ସିରିଜ ଲୁଟ

ଆନନ୍ଦପୁର: ଦୋକାନର ତାଲା ଭାଙ୍ଗି ଲୁଟିନେଲେ ଦୁର୍ବୃତ୍ତ । ଗୋଟିଏ ଦୋକାନରୁ ନୁହେଁ ବରଂ ହୋଇଛି ସିରିଜ ଲୁଟ । ଘଟଣାଟି ଘଟିଛି କେନ୍ଦୁଝର ଜିଳ୍ଲା ଆନନ୍ଦପୁରରେ । ଘସିପୁରା ଥାନା ଶାଳପଡା ବଜାରର ୪ଟି ଦୋକାନରୁ ଲୁଟ ହୋଇଥିବା ଅଭିଯୋଗ ହୋଇଛି । ଏହାପରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ…
Read More...

ଭୁବନେଶ୍ୱରଙ୍କ ଘରେ ନୂଆ ଅତିଥି

ନୂଆଦିଲ୍ଲୀ: ମିଳିଛି ବିବାହ ବାର୍ଷିିକୀର ଏକ ସୁନ୍ଦର ଉପହାର । ଇଣ୍ଡିଆନ ଟିମର ଦ୍ରୁତ ବୋଲର ଭୁବନେଶ୍ୱର କୁମାରଙ୍କ ଘରକୁ ଆସିଛି ନୂଆ ଅତିଥି । ସ୍ୱିଙ୍ଗର ରାଜକୁମାରଙ୍କ ପରିବାରରେ ସାମିଲ ହୋଇଛନ୍ତି କୁନି ରାଜକୁମାରୀ । କୁମାରଙ୍କ ପତ୍ନୀ ନୁପୁର ଆଜି ଦିଲ୍ଲୀର ଘରୋଇ ହସ୍ପିଟାଲରେ ଏକ…
Read More...

ଦରବୃଦ୍ଧି ଆନ୍ଦୋଳନକୁ ଜୋରଦାର କଲା ବିଜେଡି

ହିଞ୍ଜିଳି(ରଜନୀକାନ୍ତ ପାତ୍ର): ଅହେତୁକ ଦରଦାମ ବୃଦ୍ଧି ପ୍ରତିବାଦରେ ବିଜୁ ଜନତା ଦଳର ବିକ୍ଷୋଭ ପ୍ରଦର୍ଶନ । କେନ୍ଦ୍ର ସରକାରଙ୍କ ବିରୋଧରେ ହିଂଜିଳିକାଟୁରେ ନଗର ବିଜେଡି ସଭାପତି ଭୀମସେନ ବେହେରାଙ୍କ ନେତୃତ୍ୱରେ ପଞ୍ଚାୟତ ସମିତି କାର୍ଯ୍ୟାଳୟ ଏବଂ ପୌର ପରିଷଦ ଆଗରେ ବିକ୍ଷୋଭ ପ୍ରଦର୍ଶନ…
Read More...

କ୍ରିକେଟର ଗୌତମ ଗମ୍ଭୀରଙ୍କୁ ଧମକ

ନୂଆଦିଲ୍ଲୀ: ଗୌତମ ଗମ୍ଭୀରଙ୍କୁ ଧମକ । ତାଙ୍କ ସହ ପରିବାରକୁ ମାରି ଦେବା ପାଇଁ ମିଳିଛି ଧମକ । ହତ୍ୟା ଧମକ ଦେଇଛି କାଶ୍ମୀରର ISIS । ଧମକ ପରେ ଦିଲ୍ଲୀ ପୋଲିସ ନିକଟରେ ଅଭିଯୋଗ କଲେ ସାଂସଦ ଗୌତମ ଗମ୍ଭୀର । ମଙ୍ଗଳବାର ରାତିରେ ଦିଲ୍ଲୀ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି ପୂର୍ବତନ…
Read More...

ଆଜିଠୁ ଜୁନିୟର ହକି ମହାସମର

ଭୁବନେଶ୍ୱର: କମ୍ପୁଛି କଳିଙ୍ଗ ଷ୍ଟାଡିୟମ । ଆରମ୍ଭ ହୋଇଛି ହକି ଜଗତର ମହାସମର । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ବାଜିସାରିଛି ଯୁଦ୍ଧର ବିଗୁଲ । ବିଶ୍ୱକପ ଟାଇଟଲ ପାଇଁ ଆଜିଠୁ ଲଢିବେ ୧୬ଟି ଟିମ । ଜୁନିୟର ହକି ବିଶ୍ୱକପ ପାଇଁ ବଢିଛି ଓଡିଶାବାସୀଙ୍କ ଉତ୍ସାହ ଉତ୍କଣ୍ଠା । ଆଜିଠୁ…
Read More...

୩ ପୌରସଂସ୍ଥାରେ ନିଯୁକ୍ତି ପାଇବେ ୧୨ ଅଧିକାରୀ

ଭୁବନେଶ୍ୱର : ନୂତନ ଭାବେ ଗଠନ କରାଯାଇଥିବା ୩ଟି ପୌରସଂସ୍ଥାରେ ନିଯୁକ୍ତି ପାଇବେ ୧୨ ଅଧିକାରୀ । ନିଯୁକ୍ତି ହେବାକୁ ଥିବା ନୂତନ ଅଧିକାରୀଙ୍କ ମଧ୍ୟରେ କାର୍ୟ୍ୟନିର୍ବାହୀ ଅଧିକାରୀ, କନିଷ୍ଠ ଯନ୍ତ୍ରୀ (ସିଭିଲ), ଆକାଉଣ୍ଟାଣ୍ଟ, ରାଜସ୍ୱ ସୁପରଭାଇଜର, ଟ୍ୟାକ୍ସ କଲେକ୍ଟର, ଅମିନ, କନିଷ୍ଠ…
Read More...

ସୁବର୍ଣ୍ଣପୁରରେ ଦର ବୃଦ୍ଧି ପ୍ରତିବାଦରେ ଧାରଣା

ସୋନପୁର(ଓମପ୍ରକାଶ ମିଶ୍ର): ସୁବର୍ଣ୍ଣପୁରରେ ବିଜୁ ଜନତା ଦଳ ତରଫରୁ ରନ୍ଧନ ଗ୍ୟାସ ଦର ବୃଦ୍ଧି ପ୍ରତିବାଦ ରେ ଧାରଣ ଦିଆଯାଇଛି । ବିଭିନ୍ନ ବ୍ଳକ ତଥା ସୋନପୁର, ଡୁଙ୍ଗୁରିପାଲି, ତରଭା ବ୍ଲକ ପରିସରରେ ଏହି ଧାରଣା ଦିଆଯାଇଛି । ବିଜେଡିର ଯୁବ ନେତା ସୀତାରାମ ମହାପାତ୍ର, ସମ୍ପାଦିକା ତଥା ରାମପୁର…
Read More...

ଶିଶୁ ଚୋରୀ ଘଟଣାର ପର୍ଦ୍ଦାଫାଶ

ସୋନପୁର(ଓମପ୍ରକାଶ ମିଶ୍ର): ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଡାକ୍ତର ଖାନାର ଶିଶୁ ଚୋରି ଘଟଣାର ଶିଶୁ କନ୍ୟା ବାପାର ଆଈ ଗିରଫ । ଶିଶୁ ବିକ୍ରି ଓ ଅପହରଣ ମାମଲାରେ ବାପା ଗଜେନ୍ଦ୍ର ତାଣ୍ଡିଆ ଓ ଜେଜେ ମା ପନ୍ତା ଜାଲକୁ ଗିରଫ କରିଛି ସୋନପୁର ପୋଲିସ । ସିସିଟିଭି ଫୁଟେଜ ଅନୁସାରେ ଗଜେନ୍ଦ୍ରଙ୍କ…
Read More...

ବାଙ୍ଗାଲୋରକୁ ଭେଟିବ ଓଡିଶା

ଭୁବନେଶ୍ୱର: ଇଣ୍ଡିଆନ ସୁପର ଲିଗ(ISL)ର ଅଷ୍ଟମ ସଂସ୍କରଣରେ ଆସନ୍ତାକାଲି ବେଭ୍ଗଲୁରୁ ବିପକ୍ଷରେ ନିଜର ପ୍ରଥମ ମ୍ୟାଚ ଖେଳିବ ଓଡିଶା ଏଫସି । ଗୋଆ ଭାସ୍କୋରେ ଏହି ମ୍ୟାଚ ଖେଳାଯିବ । ତେବେ ଏହା ପୂର୍ବରୁ ଦଳର ନୂଆ କୋଚ କିକୋ ରାମିରେଜ ଏବଂ ଅଧିନାୟକ ହେକ୍ଟର ରୋଡାସ ଆଜି ଏକ ପେସ ମିଟ କରିଥିଲେ ।…
Read More...

ଛାତ୍ରଛାତ୍ରୀଙ୍କ ପାଇଁ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ପରାମର୍ଶ

ଭୁବନେଶ୍ୱର: ବୁର୍ଲା ଏବଂ ସୁନ୍ଦରଗଡରେ ଛାତ୍ରଛାତ୍ରୀମାନେ କୋରୋନାରେ ସଂକ୍ରମଣ ହେବା ପରେ ଏ ନେଇ ପ୍ରତିକ୍ରିୟା ରଖିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ଯେଉଁ ଛାତ୍ରଛାତ୍ରୀଙ୍କଠାରେ କୋରୋନାର କୌଣସି ଲକ୍ଷଣ ଦେଖାଯାଉଛି ସେମାନଙ୍କୁ ସ୍କୁଲ ନ ଯିବା ପାଇଁ ପରାମର୍ଶ ଦେଇଛନ୍ତି…
Read More...