Browsing Tag

Smruti Ranjan

ଜାତୀୟ ତୀରନ୍ଦାଜ ପ୍ରତିଯୋଗିତାରେ ସୁବର୍ଣ୍ଣପୁରରୁ ୮

ସୋନପୁର(ଓମପ୍ରକାଶ ମିଶ୍ର): ସୁବର୍ଣ୍ଣପୁର ଜଲ୍ଲା ପାଇଁ ଆସିଛି ଏକ ଗୌରବର ବିଷୟ । ମହାରାଷ୍ଟ୍ର ଅମରାବତୀରେ ଆୟୋଜିତ ହେଉଥିବା ସବଜୁନିଅର ଜାତୀୟ ତୀରନ୍ଦାଜ ଚମ୍ପିଆନସିପରେ ଜିଲ୍ଲାର ୮ ଜଣ ପ୍ରତିଯୋଗୀ ଭାଗ ନେଇଛନ୍ତି । ସୁବର୍ଣ୍ଣପୁର ତୀରନ୍ଦାଜ ସଂଘ ସଂପାଦକ ପଙ୍କଜ ଖମରୀଙ୍କ ନେତୃତ୍ୱରେ ୪ ଜଣ…
Read More...

ପୋଲିସ ଫାଣ୍ଡି ଭିତରେ ବି….

ଆଠଗଡ: ବାହାରେ ଦେହ ଲୋଭୀ ପୁରୁଷ ବନ୍ଧୁ ପାଖରୁ ରକ୍ଷା ପାଇବା ପାଇଁ ଯୁବତୀ ନେଇଥିଲେ ପୋଲିସର ଶରଣ । ହେଲେ ପୋଲିସ ପାଲଟିଗଲା ନର ରାକ୍ଷାସ । ଜଣେ ଯୁବତୀଙ୍କ ଅସହାୟତାର ଫାଇଦା ଉଠାଇବାକୁ ଚେଷ୍ଟା କରିଥିଲେ କାର୍ଯ୍ୟରତ ହୋମଗାର୍ଡ । ଯାହା ଏବେ ତାଙ୍କୁ ମହଙ୍ଗା ପଡିଛି । ଅଭିଯୋଗ ପରେ ଗିରଫ…
Read More...

ନୀଳଗିରିରେ ପାଇଲଟ ହାତୀ

ନୀଳଗିରି: ବାଲେଶ୍ୱର ଜିଲ୍ଲାରେ ଥମୁନି ହାତୀ ଆତଙ୍କ । ନୀଳଗିରି ବନଖଣ୍ଡରେ ଦେଖିବାକୁ ମିଳିଛି ଝାଡଖଣ୍ଡି ହାତୀର ଉତ୍ପାତ । ହାତୀ ଆତଙ୍କରେ ସ୍ଥାନୀୟ ଲୋକେ ଭୟଭୀତ । ଗତ ଶୁକ୍ରବାର ନୀଳଗିରି ଅଞ୍ଚଳରୁ ୧୭ଟିକିଆ ଦନ୍ତାହାତୀ ଫେରି ମୟୁରଭଞ୍ଜ ନଡପୁର ଜଙ୍ଗଲରେ ରହିଛନ୍ତି । କିନ୍ତୁ ଏହାପରେ…
Read More...

ବିଧାନସଭାରେ କୋରୋନା ଟେଷ୍ଟ

ଭୁବନେଶ୍ୱର: ବିଧାନସଭାର ଶୀତକାଳୀନ ଅଧିବେଶନ ପାଇଁ ଅରମ୍ଭ ହେଲା କୋରୋନା ଟେଷ୍ଟ । ବିଧାନସଭା ପରିସରରେ ସଦସ୍ୟଙ୍କ ସହିତ କର୍ମଚାରୀ ଏବଂ ସୁରକ୍ଷାକର୍ମୀମାନଙ୍କର ଆରଟିପିସିଆର ଏବଂ ଆଣ୍ଟିବଡି ଟେଷ୍ଟ କରାଯାଉଛି । ଏହା ପୂର୍ବରୁ ବାଚସ୍ପତିଙ୍କ ନିର୍ଦ୍ଦେଶ ଅନୁଯାୟୀ ବିଧାନସଭାର ସଦସ୍ୟଙ୍କ…
Read More...

ଭୁବନେଶ୍ୱରରୁ ସୁପାରୀ କିଲର ଗିରଫ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ଗିରଫ ହୋଇଛି ସୁପାରୀ କିଲର । ନୟାପଲ୍ଲୀ ଥାନା ପୋଲିସର ଚଢାଉରେ ଫସିଛି ୩ଟି ଜିଲ୍ଲାର ୱ।ଣ୍ଟେଡ ସୁପାରୀ କିଲର । ଅଭିଯୁକ୍ତକୁ ଗିରଫ କରିବା ସହ ଦୁଇଟି ପିସ୍ତଲ ଏବଂ ଗୁଳି ଜବତ କରିଛି ପୋଲିସ । ତେବେ ଘଟଣାସ୍ଥଳରୁ ଆଉ ଜଣେ ଅପରାଧୀ ଫେରାର ହୋଇଯାଇଥିବା…
Read More...

ଲ୍ୟାମ୍ପସ କର୍ମଚାରୀଙ୍କ କାର୍ୟ୍ୟବନ୍ଦ ଆନ୍ଦୋଳନ

ରାଇରଙ୍ଗପୁର(ସତ୍ୟନାରାୟଣ ପାଲ): ମୟୂରଭଞ୍ଜ ବିଜାତଳା ବ୍ଲକ ଅନ୍ତର୍ଗତ ବିଜାତଳା ଲ୍ୟାମ୍ପସ କର୍ମଚାରୀ କରିଛନ୍ତି କାର୍ୟ୍ୟବନ୍ଦ ଆନ୍ଦୋଳନ ଜାରୀ ରହିଛି । ସଂଘର ଆହ୍ୱାନ କ୍ରମେ ଲ୍ୟାମ୍ପସ ଫାଟକରେ ତାଲା ପକାଇ ୮ ଦଫା ଦାବି ସହିତ କର୍ମଚାରୀମାନେ କାର୍ୟ୍ୟବନ୍ଦ ଆନ୍ଦୋଳନ କରିଛନ୍ତି । ସମସ୍ତ…
Read More...

ଶ୍ରେୟସଙ୍କ ହ୍ୱାଟ୍ସଆପ ଡିପି କନେକ୍ସନ

କାନପୁର: ଭାରତ-ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଶତକ ହାସଲ କରିବା ପରେ ଡେବ୍ୟୁଟାଣ୍ଟ ଶ୍ରେୟସଙ୍କୁ ନେଇ ଆସିଛି ଏକ ଆଶ୍ଚର୍ଯ୍ୟକର ଘଟଣା । ଶ୍ରେୟସଙ୍କର ଟେଷ୍ଟ ଖେଳିବା ସହ ହ୍ୱାଟ୍ସଆପର ରହିଛି ଏକ ଖାସ ସମ୍ବନ୍ଧ । ହ୍ୱାଟ୍ସଆପ ଡିପିକୁ ଦେଖି ଟେଷ୍ଟ ଖେଳିବା ପାଇଁ ପ୍ରେରଣା ପାଉଥିଲେ…
Read More...

୩୪୫ରେ ଅଟକିଲା ଭାରତ

କାନପୁର: ଭାରତ-ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟର ଦ୍ୱିତୀୟ ଦିନରେ ଶେଷ ହୋଇଛି ଭାରତର ପ୍ରଥମ ଇନିଂସ । ମୋଟ ୩୪୫ ରନ ମଧ୍ୟରେ ଅଟକିଛି ଭାରତ । ଦଳ ତରଫରୁ ସର୍ବାଧିକ ରନ ସଂଗ୍ରହ କରିଛନ୍ତି ଡେବ୍ୟୁଟାଣ୍ଟ ଶ୍ରେୟସ ଅୟର । ନ୍ୟୁଜିଲାଣ୍ଡର ଦ୍ରୁତ ବୋଲର ଟିମ ସାଉଦି ସର୍ବାଧିକ ୫ଟି ୱିକେଟ…
Read More...

ରାହୁଲ ଇନ: ରୋହିତ ବିରାଟ ଆଉଟ

ନୂଆଦିଲ୍ଲୀ: ଇଣ୍ଟରନେସନାଲ କ୍ରିକେଟ କାଉନ୍ସିଲ(ଆଇସିସି) ଜାରି କରିଛି ଟି-୨୦ ବ୍ୟାଟ୍ସମ୍ୟାନ ମାନ୍ୟତା । ଏହି ଲିଷ୍ଟରେ ଓପନର ମାନଙ୍କ ରାଜ ଦେଖିବାକୁ ମିଳିଛି । ତିନୋଟି ଦେଶର ଓପନରଙ୍କୁ ମିଳିଛି ଫାଇଦା । ଭାରତୀୟ ଦଳର ଓପନର କେ.ଏଲ ରାହୁଲ ମଧ୍ୟ ଏହି ତାଲିକାରେ ସ୍ଥାନ ପାଇଛନ୍ତି । ତାଙ୍କ…
Read More...

ଶିଶୁ ସୁରକ୍ଷା ସଚେତନତା ଅଭିଯାନ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବଢି ଚାଲିଛି ଶିଶୁଙ୍କ ଉପରେ ଅତ୍ୟାଚାର। କେତେବେଳେ ଶିଶୁ ଯୌନ ନିର୍ୟାତନା, ତ କେତେବେଳେ ଶିଶୁ ଶ୍ରମିକ ତ ପୁଣି କେତେବେଳେ ବାଲ୍ୟ ବିବାହ । ଏ ସବୁ ମଧ୍ୟରେ କଟିଯାଉଛି ଅସୁରକ୍ଷିତ ଶୈଶବ ଜୀବନ । କିନ୍ତୁ ପ୍ରକୃତରେ ଏଠାରେ ଶିଶୁ କେତେ ଯେ ସୁରକ୍ଷିତ ତାହା…
Read More...