Browsing Tag

Smruti Ranjan

ବାତ୍ୟା ପାଇଁ ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ଆସୁଛି ଆଉ ଏକ ବାତ୍ୟା ‘ଜୱାଦ’ । ଦକ୍ଷିଣ ଥାଇଲାଣ୍ଡ ଏବଂ ଏହାର ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ଘନିଭୂତ ହୋଇ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି । ୩ ତାରିଖରେ ଏହା ଅବପାତର ରୂପ ନେଇ ୪ ତାରିଖରେ ସ୍ଥଳଭାଗ ଛୁଇଁବ ବୋଲି ଅନୁମାନ କରାଯାଉଛି । ତେଣୁ ଏହାକୁ…
Read More...

୨୦୨୨ରେ ବିରାଟଙ୍କୁ ଟପିବେ ରାହୁଲ

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ ବା ଆଇପିଏଲରେ ହେବାକୁ ଯାଉଛି ମେଗା ଅକ୍ସନ । ୨୦୨୨ ସିଜନରେ ଯୋଡି ହେବେ ଦୁଇ ନୂଆ ଟିମ ଲକ୍ଷେ୍ନø ଏବଂ ଅହମ୍ମଦାବାଦ । ଏହି ସମୟରେ ପଞ୍ଜାବ କିଙ୍ଗସର ଅଧିନାୟକ ତଥା ଷ୍ଟାର ଖେଳାଳୀ ଲୋକେଶ ରାହୁଲ ପ୍ରାୟତଃ ପଞ୍ଜାବ ଦଳକୁ ଛାଡିବା ପାଇଁ ନିଷ୍ପତ୍ତି ନେଇ…
Read More...

ବଜାରରେ ଗ୍ୟାସ ଟାଙ୍କି ଫାଟି ୩ ଦୋକାନ ଭଷ୍ମୀଭୂତ

ଗୋପ(ଜୟନ୍ତ କୁମାର ସେଠୀ): ପୁରୀ ଗୋପ ବଜାରରେ ଭୟାନକ ଅଗ୍ନିକାଣ୍ଡ । ଗ୍ୟାସ ଟାଙ୍କି ଫାଟି ୩ ଟି ଦୋକାନରେ ନିଆଁ । ତେବେ ଦୁର୍ଘଟଣାରେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଦେକାନୀ । ସୂଚନା ଅନୁଯାୟୀ ପୁରୀ ଗୋପ ବ୍ଳକର ଗୋପ ବଜାରରେ ଗୋଟିଏ ଜଳଖିଆ ଦୋକାନର ଗ୍ୟାସ ଲିକେଜ ଯୋଗୁଁ ଟାଙ୍କିରେ…
Read More...

ହେବନି ଜିରୋ ନାଇଟ ସେଲିବ୍ରେସନ

ଭୁବନେଶ୍ୱର: ଆଗକୁ ଆସୁଛି ନୂଆବର୍ଷ । କିନ୍ତୁ ୨୦୨୨ ଆରମ୍ଭ ହେବା ପୂର୍ବରୁ ସରକାର ଏନେଇ ନେଇଛନ୍ତି ଏକ ବଡ ନିଷ୍ପତ୍ତି । ଚଳିତ ବର୍ଷ ମଧ୍ୟ ଜିରୋ ନାଇଟ ସେଲିବ୍ରେସନ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ରାଜ୍ୟ ସରକାର । କୋଭିଡ ପରିସ୍ଥିତିକୁ ଲକ୍ଷ୍ୟ କରି ଜିରୋ ଲାଇଟ ସେଲିବ୍ରେସନକୁ ମିଳିଛି ରେଡ…
Read More...

ଆମେରିକାକୁ ହରାଇ ଇତିହାସ ରଚିଲା ପାକିସ୍ତାନ

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଚାଲିଛି ଜୁନିୟର ହକି ବିଶ୍ୱକପ ମହାସମର । ଭାଙ୍ଗୁଛି ଗୋଟିଏ ପରେ ଗୋଟିଏ ବିଶ୍ୱ ରେକର୍ଡ । ଆମେରିକା ବିପକ୍ଷ ମ୍ୟାଚରେ ସର୍ବାଧିକ ଗୋଲ ଦେଇଛି ପାକିସ୍ତାନ । ପୂର୍ବରୁ ଆମେରିକା ବିପକ୍ଷରେ ୧୭-୦ ଗୋଲରେ ସ୍ପେନ ବିଜୟୀ ହୋଇ ରେକର୍ଡ କରିଥିଲା । କିନ୍ତୁ ଆଜି…
Read More...

ଆରମ୍ଭ ହେଲା ଦୁଇଦିନିଆ ସମରାଭ୍ୟାସ ‘ସାଗର କବଚ’

ପାରାଦୀପ(ପ୍ରଶାନ୍ତ କୁମାର ସ୍ୱାଇଁ): ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ପରେ ଉପକୂଳ ସୁରକ୍ଷା ବ୍ୟବସ୍ଥାକୁ ତଦାରଖ କରିବା ପାଇଁ ଉଭୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ତରଫରୁ ପ୍ରତ୍ୟେକ ବର୍ଷ ଆୟୋଜିତ ହେଉଛି ମିଳିତ ସମରାଭ୍ୟାସ ‘ସାଗର କବଚ’ । ଏହି ସମରାଭ୍ୟାସରେ ଜଳପଥରେ ହେଉଥିବା ଆତଙ୍କବାଦୀ…
Read More...

ଅଭଣା ଗାଁରେ ଅଜଣା ଜନ୍ତୁ

ସୋର: ବାଲେଶ୍ୱର ଜିଲ୍ଲାରେ ପହିଛି ଭାଳେଣି । ଅଜଣା ଜନ୍ତୁ ଆକ୍ରମଣରେ ଆତଙ୍କିତ ସାରା ଅଞ୍ଚଳ । ୨ ଦିନ ଭିତରେ ୧୦ରୁ ୧୨ ଜଣଙ୍କୁ କାମୁଡି ଗୁରୁତର କରିଛି କେହି ଅଜଣା ଜନ୍ତୁ । ସେମାନଙ୍କ ମଧ୍ୟରୁ ୨ ଜଣ ବାଲେଶ୍ୱର ସ୍ଥାନାନ୍ତରିତ ହୋଇଥିବା ବେଳେ ଅନ୍ୟ ୨ ଜଣ ସୋର ମେଡିକାଲରେ ଭର୍ତ୍ତି ହୋଇଛନ୍ତି…
Read More...

ପଛରେ ପଡିଲେ ହରଭଜନ, ଆଗରେ ଅଶ୍ୱୀନ

କାନପୁର: ଭାରତ-ନ୍ୟୁଜିଲାଣ୍ଡ କାନପୁର ଟେଷ୍ଟ ଅମୀମାଂସିତ ରହିଥିଲେ ମଧ୍ୟ ଏଥିରୁ ବଡ ଫାଇଦା ପାଇଛନ୍ତି ଭାରତର ଅଫ ସ୍ପିନର ରବିଚନ୍ଦ୍ରନ ଅଶ୍ୱୀନ । ଭାରତୀରେ ସର୍ବାଧିକ ୱିକେଟ ହାସଲ କରିବାରେ ସେ ହୋଇଛନ୍ତି ତୃତୀୟ । ଏହି ତାଲିକାରେ ଅଶ୍ୱୀନ ପୂର୍ବତନ ଅଫସ୍ପିନର ହରଭଜନ ସିଂହଙ୍କୁ ପଛରେ…
Read More...

ବଦଳିଲା ଦଶମ ଶ୍ରେଣୀ ସମେଟିଭ ପରୀକ୍ଷାର ତାରିଖ

କଟକ: ଦଶମ ଶ୍ରେଣୀ ସମେଟିଭ-୧ ପରୀକ୍ଷାର ବଦଳିଛି ତାରିଖ । ଡିସେମ୍ବର ୨୭ରେ ହେବାକୁ ଥିବା ଏହି ପରୀକ୍ଷା ଏବେ ଜାନୁୟାରୀ ୫ ତାରିଖକୁ ଘୁଞ୍ଚାଇ ଦିଆଯାଇଛି । ଏନେଇ ସୂଚନା ଦେଇଛନ୍ତି ମାଧ୍ୟମିକ ଶିକ୍ଷା ପରିଷଦ ଓଡିଶା । ପରୀକ୍ଷା ପାଇଁ ଡାଟାବେସ ପ୍ରସ୍ତୁତ ହେଉଥିବା ନେଇ ସୂଚନା ଦେଇଛନ୍ତି…
Read More...

ପରୀକ୍ଷାରେ ଫେଲ ହୋଇ ଆତ୍ମହତ୍ୟା କଲେ ଯୁବକ

ବଲାଙ୍ଗୀର: ବଢୁଛି ବିକୃତ ମାନସିକତାର ଉଦାହରଣ । ଏଥର କିନ୍ତୁ ଏଭଳି ଏକ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲାରେ । ସୁଦପଡା ଫାଟକ ନିକଟରେ ଘଟିଛି ଏକ ଅଭାବନୀୟ ଘଟଣା । ଟ୍ରେନରେ କଟି ଜଣେ ଯୁବକଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି । ଯୁବକ ଜଣକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ନ ପାରିବାରୁ…
Read More...