Browsing Tag

Smruti Ranjan

ମଇଦାନକୁ ଓହ୍ଲାଇବ ରାହୁଲ ସେନା

ନୂଆଦିଲ୍ଲୀ: ଲୋକେଶ ରାହୁଲଙ୍କ ନେତୃତ୍ୱରେ ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ଆଜି ମଇଦାନକୁ ଓହ୍ଲାଉଛି ଭାରତ । ୩ ଟିକିଆ ଦିନିକିଆ ସିରିଜର ଆଜି ପ୍ରଥମ ମ୍ୟାଚ ଖେଳିବ ଟିମ ଇଣ୍ଡିଆ । ମ୍ୟାଚରେ ବିଜୟ ସହ ଟେଷ୍ଟ ସିରିଜରେ ମିଳିଥିବା ପରାଜୟର ପ୍ରତିଷୋଧ ନେବ ଦଳ । ଏଥିସହ ସିରିଜକୁ ଜିତି ୨୦୨୩…
Read More...

ବେଗୁନିଆପଡାରେ ନାମାଙ୍କନ ଭରିଲେ ଆଶାୟୀ ପ୍ରାର୍ଥୀ

ଗଞ୍ଜାମ(ହରପ୍ରସାଦ ବିଶୋୟୀ): ଗଣତନ୍ତ୍ରର ଅନ୍ୟତମ ଶ୍ରେଷ୍ଠ ପର୍ବ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆରମ୍ବ ହୋଇଛି ପ୍ରାରମ୍ଭିକ କାର୍ୟ୍ୟ । ପଞ୍ଚାୟତ ନିର୍ବାଚନ ଲାଗି ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ସୋମବାରଠାରୁ ଆରମ୍ବ ହୋଇଥିବା ବେଳେ ଆଜି ଦ୍ୱତୀୟ ଦିନରେ ବେଗୁନିଆପଡା ବ୍ଲକରେ…
Read More...

ନକଲି IIC ଆତଙ୍କ

ବୁର୍ଲା: ବୁର୍ଲାରେ ଖେଳିଯାଇଛି ଆତଙ୍କ । କିନ୍ତୁ କୌଣସି ଜଙ୍ଗଲୀ ଜନ୍ତୁ କିମ୍ବା ଡକାୟତଙ୍କର ନୁହେଁ । ପୋଲିସର ଭୟ । ସେ ବି ଫେକ ପୋଲିସ । ନିଜକୁ ଆଇଆଇସି ବୋଲି ପରିଚୟ ଦେଇ ଲୋକଙ୍କୁ ଠକି ନେଇଛନ୍ତି ଏହି ମହାତ୍ମା ଜଣକ । ବିଭିନ୍ନ କାମ କରାଇଦେବା ନାଁରେ ପଇସା ଆଦାୟ କରୁଥିବା ଅଭିଯୋଗ ହୋଇଛି…
Read More...

କୋକେଇକୁ କାନ୍ଧ ଦେଲେ ତହସିଲଦାର

ହିଞ୍ଜିଳି(ରଜନୀକାନ୍ତ ପାତ୍ର): ମାନବିକତା ଦେଖାଇଲେ ପୁରୁଷୋତ୍ତମପୁର ତହସିଲଦାର ନିତିଶ ତ୍ରିପାଠୀ। ମୃତକର ଶବକୁ ଗାଁ ଲୋକଙ୍କ ସାହାଯ୍ୟରେ ନିଜେ କାନ୍ଧେଇ ଶ୍ମଶାନ ପର୍ୟ୍ୟନ୍ତ ନେଇ ଶବଦାହ କରିଛନ୍ତି ତହସିଲଦାର। ତାଙ୍କର ଏଭଳି କାର୍ୟ୍ୟ ଦେଖି ପ୍ରଶଂସାର ସୁଅ ଛୁଟିଛି । ସୂଚନା ଅନୁସାରେ,…
Read More...

ରାହୁଲଙ୍କୁ ମିଳିଲା ନୂଆ ପରିବାର

ନୂଆଦିଲ୍ଲୀ: ଆଇପିଏଲ ୨୦୨୨ ପାଇଁ ଆରମ୍ଭ ହୋଇଯାଇଛି ଅଙ୍କକଷା । ମେଗା ନିଲାମ ପୂର୍ବରୁ ଅହମ୍ମଦାବାଦ ୩ ଜଣ ଖେଳାଳୀଙ୍କୁ ଦଳରେ ସାମିଲ କରିଛି । ଏବେ ଲକ୍ଷେ୍ନø ମଧ୍ୟ ଦଳର ପ୍ରଥମ ୩ ଜଣ ଖେଳାଳୀଙ୍କ ନାମ ଘୋଷଣା କରିଛି । ଫ୍ରାଞ୍ଚାଇଜି ଭାରତର ଜଣେ ଷ୍ଟାର ଖେଳାଳୀଙ୍କ ସମେତ ଜଣେ ଅଷ୍ଟ୍ରେଲିଆର…
Read More...

ଗହଣା ଦୋକାନରେ ଜିଏସଟି ରେଡ

ଉଦଳା: ମୟୁରଭଞ୍ଜ ଜିଲ୍ଲା ଉଦଳାର ଏକ ଗହଣା ଦେକାନରେ ଚାଲିଛି ଜିଏସଟି ଚଢାଉ । ଏହି ଚଢାଉରେ ସାମିଲ ରହିଛନ୍ତି ବାରିପଦା ଏବଂ ବାଲେଶ୍ୱର ଟିମ । ବ୍ୟବସାୟରେ ଜିଏସଟି ଠକେଇ ଅଭିଯୋଗରେ ଉଦଳାର ବିଜୟ ଜୁଏଲାରୀ ଦୋକନରେ ଜିଏସଟି ଚଢାଉ ଜାରି ରହିଥିବା ସୂଚନା ମିଳିଛି । ପ୍ରାୟ ୨ ଘଣ୍ଟା ପର୍ଯ୍ୟନ୍ତ…
Read More...

SUCIର ବିକ୍ଷୋଭ

ଜଗତସିଂହପୁର(ଦିଲ୍ଲୀପ ସାହୁ): ଜଗତସିଂହପୁର ଏରସମା ବ୍ଲକ ଢିଙ୍କିଆଠାରେ ପ୍ରସ୍ତାବିତ ଜିନ୍ଦଲ ପ୍ରକଳ୍ପକୁ ନେଇ ଆନ୍ଦୋଳନ ଚାଲିଛି । ତେବେ ଗତ ଦୁଇ ଦିନ ତଳେ ଆନ୍ଦୋଳନକାରୀମାନଙ୍କ ଉପରେ ପୋଲିସର ଲାଠି ଚାର୍ଜକୁ ନେଇ ବିଭିନ୍ନ ମହଲରେ ନିନ୍ଦା କରାଯାଉଛି । ଏହି ଘଟଣାକୁ ନେଇ ଆଜି ଏସୟୁସିଆଇ…
Read More...

ମୁମ୍ବାଇରେ ଓଡିଆଣୀଙ୍କ ଧମାଲ

ଢେଙ୍କାନାଳ: ମୁମ୍ବାଇରେ ଦେଖିବାକୁ ମିଳିଛି ଓଡିଆ ଝିଅଙ୍କ କମାଲ । ମିସନ ଡ୍ରିମ୍ସ ମିସ ଇଣ୍ଡିଆ ପ୍ରତିଯୋଗିତାରେ ଦ୍ୱିତୀୟ ରନର୍ସଅପ ମୁକୁଟରେ ସଜ ହେଲେ ଓଡିଆ ଝିଅ । ଏମିତି କରି ସେ ରାଜ୍ୟ ପାଇଁ ଗର୍ବ ଏବଂ ଗୌରବ ଆଣିଛନ୍ତି । କେବଳ ସେତିକି ନୁହେଁ ଏହି ପ୍ରତିଯୋଗିତାରେ ସେ ଆହୁରି ଏକ କାମ…
Read More...

ଅହମ୍ମଦାବାଦରେ ସାମିଲ ହେଲେ ଦୁର୍ଦ୍ଦାନ୍ତ ଖେଳାଳି

ନୂଆଦିଲ୍ଲୀ: ଆଗାମୀ ଆଇପିଏଲ ସିଜନ ପାଇଁ ଅହମ୍ମଦାବଦ ରିଟେନ କରିଛି ନିଜର ପ୍ରଥମ ୩ ପସନ୍ଦ ଖେଳାଳି । ପ୍ରଥମ ଦୁଇ ଖେଳାଳିଙ୍କୁ ୧୫ କୋଟି ଟଙ୍କାରେ ଦଳରେ ସାମିଲ କରିଥିବା ବେଳେ ତୃତୀୟ ପଦନ୍ଦ ଖେଳାଳିଙ୍କ ପାଇଁ ୭ କୋଟି ଟଭ୍କା ଖର୍ଚ୍ଚ କରିଛି ଏହି ଫ୍ରାଞ୍ଚାଇଜି । ଏମାନଭ୍କୁ ମଧ୍ୟରୁ ଭାରତର…
Read More...

ବାରଙ୍ଗରେ ହାତୀ ଆତଙ୍କ

କଟକ (ଜଗନ୍ନାଥ ମହାନ୍ତି): କଟକ ବାରଙ୍ଗରେ ହାତୀ ଆତଙ୍କ । ବାରଙ୍ଗ ଅଞ୍ଚଳ ଚନ୍ଦକା ଡମପଡା ରେଞ୍ଜ ଅଧୀନ ରତାଗଡ଼ ପାହାଡ଼ରେ ହାତୀପଲ ଦେଖି ସ୍ଥାନୀୟ ଗ୍ରାମବାସୀଙ୍କ ମନରେ ଆତଙ୍କ ଖେଳିଯାଇଛି । ପାହାଡ ନିକଟରେ ଥିବା ଚାଷଜମିକୁ ନଷ୍ଟ କରିଦେଇଛନ୍ତି ହାତୀପଲ । କଦଳୀ ଗଛ, କୋବି, ଧାନ ଆଦି…
Read More...