Browsing Tag

Smruti Ranjan

ଓଡିଆ ଖେଳାଳିଙ୍କ ଉପରେ ଧୋନୀଙ୍କ ନଜର 

ଭୁବନେଶ୍ୱର: ଓଡିଆ ପୁଅଙ୍କୁ ମିଳିପାରେ ଆଇପିଏଲର ଟିକେଟ । ଆସନ୍ତା ବର୍ଷ ଆଇପିଏଲରେ ନଜର ଆସି ପାରନ୍ତି ଓଡିଶା ଦଳର ୟଙ୍ଗ ଷ୍ଟାର । ମେଗା ଅକ୍ସନରେ ମିଳିପାରେ ମୌକା । ୨୦୨୧ର ଚମ୍ପିଆନ ସିଏସକେରେ ସାମିଲ ହୋଇ ପାରନ୍ତି ଶୁଭ୍ରାଂଶୁ ସେନାପତି । ବିଜୟ ହଜାରେ ଟ୍ରଫିରେ ଦମଦାର ପ୍ରଦର୍ଶନ…
Read More...

ଦୁର୍ଘଟଣାରେ ଚାଲିଗଲେ ମାମୁଁ-ଭାଣିଜୀ

ଅନୁଗୁଳ(ଜ୍ୟୋତିରଞ୍ଜନ ଧର): ଅନୁଗୁଳ ସଦର ଥାନା ଅନ୍ତର୍ଗତ ଶରଧାପୁର ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି । ଦୁର୍ଘଟଣାରେ ଦସ୍ୱଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । ମୃତକ ଦୁଇଜଣ ସମ୍ପର୍କରେ ମାମୁଁ-ଭାଣିଜୀ ବୋଲି ଜଣା…
Read More...

BSKY କାର୍ଡ ଦେଲେ ବିଡ଼ିଓ

ଗଞ୍ଜାମ (ହରପ୍ରସାଦ ବିଶୋୟୀ): କଥାରେ ଅଛି ସେବା ହିଁ ପରମ ଧର୍ମ, ଆଉ ଏହି ଉକ୍ତି କୁ କାର୍ୟ୍ୟକାରୀ କରୁଛନ୍ତି ବେଗୁନିଆପଡା ବିଡ଼ିଓ ପ୍ରଜ୍ଞା ପ୍ରିୟଦର୍ଶୀ । ବିଡ଼ିଓ ଙ୍କ ବଦାନ୍ୟତା ଲୋକଙ୍କ ପାଖରେ ପଂହଚାଉଛନ୍ତି ସେବା,ବିଡ଼ିଓ ଙ୍କ ନିଆରା ଅନ୍ଦାଜ, ସିଟ ରେ ବସିଥିଲେ ମୁଁ ବିଡ଼ିଓ ଆଉ ସିଟ…
Read More...

ବାଲିଗୁଡା ପୋଲିସ ପଞ୍ଝାରେ ୪ ଗଞ୍ଜେଇ ମାଫିଆ

କନ୍ଧମାଳ (ବନବାସୀ ପ୍ରଧାନ): କନ୍ଧମାଳ ଜିଲ୍ଲା ବାଲିଗୁଡା ପୋଲିସ ହାବୁଡରେ ପଡିଛନ୍ତି ଚାରି ଜଣ ବାହାର ଜିଲ୍ଲାର ଗଞ୍ଜେଇ ମାଫିଆ । ଏଥି ସହ ସେମାନଙ୍କ ଠାରୁ ୫୪ କେଜି ୫୦୦ ଗ୍ରାମ ଗଞ୍ଜେଇ ଜବତ ହୋଇଥିବା ବେଳେ ୨୭୩/୨୧ରେ ଏକ ମାମଲା ରୁଜୁ ହୋଇ କୋର୍ଟଚାଲାଣ କରାଯାଇଛି । ଏ ନେଇ ସୂଚନା ଦେଇଛି…
Read More...

ରକ୍ତ ଦାନ ଶିବିର ଆୟୋଜିତ

ରାଉରକେଲା : ଆନ୍ତର୍ଜାତୀୟ ମାନବାଧିକାର ଦିବସ ପାଳନ ଉପଲକ୍ଷେ ମୋ ପରିବାର ଓ ଆନ୍ତର୍ଜାତୀୟ ମାନବାଧିକାର ପରିଷଦ ସୁନ୍ଦରଗଡ ବୋର୍ଡ ଓ ରାଉରକେଲା ୟୁନିଟ ପକ୍ଷରୁ ମିଳିତ ଭାବେ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ଏଥିରେ ପ୍ରାୟ ୪୦ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। ରାଉରକେଲା ବୋର୍ଡ ପକ୍ଷରୁ…
Read More...

ସମାବର୍ତ୍ତନ ଉତ୍ସବରେ ରାଉରକେଲାର ୪ଜଣ ସମ୍ବର୍ଦ୍ଧିତ

ରାଉରକେଲା: ଗୋକର୍ଣ୍ଣିକା ସାହିତ୍ୟାନୁଷ୍ଠାନ ତରଫରୁ ଜାରକା ସ୍ଥିତ ସିଭିକ ସେଣ୍ଟର ଠାରେ ୪୭ତମ ବାର୍ଷିକ ସମାବର୍ତ୍ତନ ଉତ୍ସବରେ ରାଉରକେଲା ର ୪ଜଣ ବିଶିଷ୍ଟ ସାରସ୍ବତ ସାଧକଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଯାହା ସହରବାସୀଙ୍କୁ ଆହ୍ଲାଦିତ କରିଛି। ଏହି ସମାବର୍ତ୍ତନ ଉତ୍ସବରେ ପ୍ରବନ୍ଧ ପାଇଁ…
Read More...

ଆଇନ ସହାୟତା ସଂପର୍କରେ ଶିବିର ଆୟୋଜିତ

ରାଉରକେଲା: ରାଉରକେଲା ଆଇନ ମହାବିଦ୍ୟାଳୟ ଆଲୁମନି ଆସୋସିଏସନ୍ ପକ୍ଷରୁ ଆଇନ ସହାୟତା ସଂପର୍କରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଆଲୁମନି ଆସୋସିଏସନ୍ ର ସଭାପତି ସୁମନ ଦତ୍ତଙ୍କ ଆବାହକତ୍ବ ଓ ସଂଯୋଜନାରେ ଆୟୋଜିତ ଏହି କାର୍ୟ୍ୟକ୍ରମ ରେ ବରିଷ୍ଠ ଆଇନଜୀବୀ ତଥା ଆଲୁମନି ଗିରିଶ…
Read More...

ଗୋଟିଏ ସ୍କୁଲରୁ ୧୬ ପିଲା ପଜିଟିଭ

ମୁମ୍ବାଇ: ମାୟାନଗରୀ ମୁମ୍ବାଇରେ କୋରୋନାର କାୟା । ଗୋଟିଏ ସ୍କୁଲରୁ ଚିହ୍ନଟ ହେଲେ ୧୬ ଜଣ ଛାତ୍ରଛାତ୍ରୀ । ମହାରାଷ୍ଟ୍ରର ମଭୀ ମୁମ୍ବାଇରେ ଏକ ସ୍କୁଲରୁ ମୋଟ ୧୬ ଜଣଙ୍କ କୋରୋନା ରିପୋର୍ଟ ପଜିଯିଭ ଆସିଥିବା ସୂଚନା ମିଳିଛି । ଏହାପରେ ସମସ୍ତ ପିଲା ମାନଙ୍କର ସ୍କ୍ରିନିଂ କରାଯିବ ବୋଲି…
Read More...

ସରକାରୀ କର୍ମଚାରୀ ମାନ୍ୟତା ଦାବିରେ ଜିଲ୍ଲାପାଳ ଅଫିସ ସମ୍ମୁଖରେ ବିକ୍ଷୋଭ

କଟକ (ଜଗନ୍ନାଥ ମହାନ୍ତି): ଆଜି ଓଡ଼ିଶା ରାଜ୍ୟ ମିଳିତ ସ୍ୱାବଲମ୍ବୀ କାରିଗର ସଂଘ କଟକ ଜିଲ୍ଲା କମିଟି ପକ୍ଷରୁ କଟକ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ । ବିକ୍ଷୋଭକାରୀମାନେ କଚେରୀ ଗଡ଼ାରୁ ଏକ ଶୋଭାଯାତ୍ରାରେ ଯାଇ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ପହଂଚିଥିଲେ । ପ୍ରକାଶ ଥାଉକି…
Read More...

ଓଡ଼ିଶା ମାଷ୍ଟର୍ସ ରାଙ୍କିଙ୍ଗ ବାଡମିନଟନ ଟୁର୍ଣ୍ଣାମେଣ୍ଟ ୨୦୨୧ ଉଦ୍ଘାଟିତ

କଟକ(ଜଗନ୍ନାଥ ମହାନ୍ତି): କଟକ କମଳାକାନ୍ତ ବିଦ୍ୟାପୀଠ ପରିସରରେ ନୃସିଂହ ମଲ ଅଡିଟୋରିଅମରେ ଆରମ୍ଭ ହୋଇଛି ଅଲ ଓଡ଼ିଶା ମାଷ୍ଟର୍ସ ରାଙ୍କିଙ୍ଗ ବାଡମିନଟନ ଟୁର୍ଣ୍ଣାମେଣ୍ଟ, ୨୦୨୧ । ଶିଖରପୁର ଇଷ୍ଟର୍ଣ୍ଣ କ୍ଳବ ପକ୍ଷରୁ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟରେ କଟକ ଏବଂ ଅନ୍ୟାନ ଜିଲ୍ଳାରୁ ୬୫…
Read More...