Browsing Tag

Smruti Ranjan

କୁନି ଝିଅର ବଡ କାର୍ସାଦି

ବିନିକା: କୁନି ଝିଅର ବଡ କାର୍ସାଦି । ମାତ୍ର ୧୦ ମିନିଟରେ ୨୫୦ ମିଟର ଲମ୍ବକୁ ପହଁରି ପାର କରିବାକୁ ସଫଳ ହୋଇଛି ରାଜେଶ୍ୱରୀ ସେଠି । ଏଭଳି ଘଟଣା ଦେଖିବାକୁ ପୋଖରୀ ଚାରି ପାଖରେ ଲାଗିଥିଲା ଗ୍ରାମବାସୀଙ୍କ ଭିଡ । ଘଟଣାଟି ହେଉଛି ସୋନପୁର ଡୁଙ୍ଗୁରିପାଲି ବ୍ଲକ ରାମପୁର ବରିହାପଡା ଗାଁରେ ।…
Read More...

ସ୍କାଉଟ ଆଣ୍ଡ ଗାଇଡର ଜାତୀୟ ସଂହତି ଶିବିରର ଉଦଯାପନୀ ଦିବସ

ରାଉରକେଲା: ରାଉରକେଲା ଶିକ୍ଷା ଜିଲ୍ଲାର ଭାରତ ସ୍କାଉଟ୍ ଆଣ୍ଡ ଗାଇଡ୍ ର ଜାତୀୟ ସଂହତି ଶିବିରର ତୃତୀୟ ଦିନ ବା ଉଦଯାପନୀ ଦିବସରେ ଜିଲ୍ଲା ସ୍କାଉଟ୍ କମିଶନର ବ୍ରଜେନ୍ଦ୍ର ଦାଶ ଙ୍କ ସଭପତିତ୍ବ ଓ ଜିଲ୍ଲା ସଂପାଦକ ସନ୍ତୋଷ କୁମାର ନାୟକ ଙ୍କ ଆବାହକତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା…
Read More...

ଦେଶରେ ଓମିକ୍ରନର ଡବଲ ସେଞ୍ଚୁରୀ

ନୂଆଦିଲ୍ଲୀ: ଦେଶରେ ବଢୁଛି ଓମିକ୍ରନର ଭୟ । ସାରା ଦେଶକୁ ନିଜ କବଳକୁ ନେଉଛି କୋରୋନାର ନୂଆ ଭାରିଏଣ୍ଟ ଓମିକ୍ରନ । ଆଜି କେରୋନାର ନୂଆ ଭାରିଏଣ୍ଟ ଦେଶରେ ଡବଲ ସେଞ୍ଚୁରୀ ଲଗାଇଛି । ଏ ପର୍ଯ୍ୟନ୍ତ ଓମିକ୍ରନ କବଳରେ ଦେଶର ୨୦୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇ ସାରିଛନ୍ତି । ଏନେଇ ସୂଚନା ଦେଇଛନ୍ତି…
Read More...

ରାଉରକେଲା କଲେଜର ଦ୍ବିଦିବସୀୟ ପାଠଚକ୍ର ସଂପାନ ସଂପନ୍ନ

ରାଉରକେଲା: ରାଉରକେଲା କଲେଜର ଓଡିଆ ବିଭାଗ ପକ୍ଷରୁ ଦ୍ବିଦିବସୀୟ ପାଠଚକ୍ର ସଂପାନ ସଂପନ୍ନ ହୋଇଯାଇଛି। ଅଧ୍ୟକ୍ଷା ପ୍ରଫେସର ସୁଜାତା ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଂପାନରେ ଓଡିଆ ବିଭାଗର ବରିଷ୍ଠ ଅଧ୍ୟାପକ କରୁଣାକର ପାଟ୍ଟଶାଣୀ ଓ ଡଃ ଅରବିନ୍ଦ ଦାସ ଓଡିଆ ଶିଶୁ ସାହିତ୍ୟରେ ବିକାଶର…
Read More...

ବାସନ୍ତୀ ପାଠାଗାରର ମାସିକ ସାହିତ୍ୟ ଆସର

ରାଉରକେଲା: ସହରର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ବାସନ୍ତୀ ପାଠାଗାରର ମାସିକ ସାହିତ୍ୟ ଆସର ପାଠାଗାର ପରସରରେ ଅନୁଷ୍ଠିତ ହୋଇଯାଇଛି। ପାଠାଗାରର ସଭାପତି ପ୍ରଫେସର ଜେ କେ ରାଓଙ୍କ ସଭାପତିତ୍ବ ଓ ସାଧାରଣ ସଂପାଦକ ବିକ୍ରମ ଚନ୍ଦ୍ର ଆଚାର୍ଯ୍ୟଙ୍କ ଆବାହକତ୍ବ ତଥା ସଂଯୋଜନାରେ ଆୟୋଜିତ ଏହି ଆସରରେ ଡଃ…
Read More...

ଟେଷ୍ଟ ସିରିଜରେ ଦର୍ଶକଙ୍କୁ ମନା

ନୂଆଦିଲ୍ଲୀ: କିଛି ଦିନ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ଭାରତ-ଦକ୍ଷିଣ ଆଫ୍ରିକା ଟେଷ୍ଟ ସିରିଜ । କିନ୍ତୁ ଏହାରି ଭିତରେ ସାରା ବିଶ୍ୱକୁ ଘାରିଛି ଓମିକ୍ରନର ଭୟ । ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଏହାର ପ୍ରଭାବ ଭାରତ-ଦକ୍ଷିଣ ଆଫ୍ରିକା ଟେଷ୍ଟ ସିରିଜରେ ମଧ୍ୟ…
Read More...

ଆସିଲା ଚିତ୍ତରଞ୍ଜନଙ୍କ ପୋଷ୍ଟ ମର୍ଟମ ରିପୋର୍ଟ

ପୁରୀ: ବ୍ରହ୍ମଗିରି ଚିତ୍ତରଞ୍ଜନ ପଲେଇ ଘଟଣାର ଚାଲିଛି ଅହରହ ତନାଘନା । ମୁଖ୍ୟ ଅଭିଯୁକ୍ତ ଜଗା ଏବଂ ଅନ୍ୟ ୩ ଜଣଙ୍କର କରାଯାଉଛି ଲାଏ ଡିଟେକ୍ସନ । ଏମାନଙ୍କ ମଧ୍ୟରେ ସାମିଲ ରହିଛନ୍ତି ଦୁଇ ମହିଳା । ଭୁବନେଶ୍ୱର ଷ୍ଟେଟ ଫରେନ୍ସିକ ଲ୍ୟାବରେ ସେମାନଙ୍କର ଲାଏ ଡିଟେକ୍ସନ ଟେଷ୍ଟ ଚାଲିଛି ।…
Read More...

OXFORD ତରଫରୁ ସିମ୍ଫୋନୀ ମଲ୍ ଆୟୋଜିତ

ଭୁବନେଶ୍ୱର: OXFORD ତରଫରୁ ଆୟୋଜିତ ସିମ୍ଫୋନୀ ମଲ୍, ହଁସପାଳ ଛକ, ଭୁବନେଶ୍ୱର ଠାରେ ନବଘନ ଓଝାଙ୍କ  ଲିଖିତ "ଏ କନଭରସେସନ ଉଇଥ ଟାଇମ୍" ପୁସ୍ତକ ଉନ୍ମୋଚନ ସଭାରେ ଅତିଥିମାନେ ପ୍ରଫେସର ସିବ ପ୍ରସାଦ ଅଧିକାରୀ- ପୂର୍ବତନ କୁଳପତି, ଫକିର ମୋହନ ବିଶ୍ୱବିଦ୍ୟାଳୟ, ଶ୍ରୀ ଆଶ୍ରୁମୋଚାନ୍ ମହାନ୍ତି-…
Read More...

୩୪ ନମ୍ବର ୱାର୍ଡରେ ଯୁବ ବିଜେଡି ସଭାପତି ହେଲେ ଜୟ

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମର ୩୪ ନମ୍ବର ୱାର୍ଡ ଯୁବ ସଭାପତି ଭାବେ ନିୟୋଜିତ ହୋଇଛନ୍ତି ଜେ. କ୍ରୀଷ୍ଣା କୁମାର(ଜୟ) । ତେବେ ତାଙ୍କ ସହିତ ବାଲୁଙ୍କେଶ୍ୱର ନାୟକ ଡିଜିଟାଲ ସମ୍ପାଦକ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦୁହିଁଙ୍କୁ ବିଜୁ ଜନତା ଦଳ ପକ୍ଷରୁ ନିଯୁକ୍ତି ପ୍ରଦାନ…
Read More...

ଘରେ ପଶିଲା ଭାଲୁ

ମାଲକାନାଗିରି: ମାଲକାନାଗିରି ଏମ.ଭି-୭ ଗାଁରେ ମାତିଛି ଭାଲୁ । ତମସା ପଞ୍ଚାୟତର ଏମ.ଭି-୭ ଗାଁରେ ଦୁଇଟି ଭାଲୁ ଗତ କିଛି ଦିନରୁ ଆତଙ୍କ ଖେଳାଇଛନ୍ତି । ସନ୍ଧ୍ୟା ହେଲେ ଗାଁରେ ପଶି ଲୋକଙ୍କ ଘର କାନ୍ଥ ଭାଙ୍ଗିବା ସହିତ ଘରେ ଥିବା ଖାଦ୍ୟ ଶସ୍ୟ ନଷ୍ଟ କରୁଥିବା ଦେଖିବାକୁ ମିଳିଛି । ଗତକାଲି…
Read More...