Browsing Tag

Smruti Ranjan

ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଝଲସିଲା ଓଲିଉଡ ଜଗତ

ଭୁବନେଶ୍ୱର: ରାଜ୍ୟରେ ସିନେମା ଜଗତରେ କାର୍ଯ୍ୟ କରୁଥିବା ସମସ୍ତ କଳାକାରଙ୍କ ଉତ୍ସାହ ବୃଦ୍ଧ୍‌ କରିବା ପାଇଁ ଏସ୍ ଏମ୍ ଏଟଣ୍ଟରଟେନ୍‌ମେଣ୍ଟ ପକ୍ଷରୁ ଆଜି ସଂଧ୍ୟାରେ ଉତ୍କଳମଣ୍ଡପରେ ଏକ ଭବ୍ୟ ଉତ୍ସବରେ ଓଲ୍ଲିଉଡର ଓଡିଆ ସିନେମାର ବର୍ଷିଆନ କଳାକାର ପ୍ରଦ୍ୱ୍ୟମ୍ନ ଲେଙ୍କାଙ୍କୁ ତାଙ୍କର କଳା…
Read More...

ଖୋଲିବ ୫୫ଟି ନୂଆ ବସ ଷ୍ଟାଣ୍ଡ

ଭୁବନେଶ୍ୱର: ରାଜ୍ୟରେ ତିଆରି ହେବ ୫୫ଟି ନୂଆ ବସଷ୍ଟାଣ୍ଡ । ଯାତ୍ରୀଙ୍କ ଗମନାଗମନର ସୁବିଧା ପାଇଁ ୨୨ଟି ଜିଲ୍ଲାରେ ନିର୍ମାଣ ହେବ ନୂଆ ବସଷ୍ଟାଣ୍ଡ । ଏଥିପାଇଁ ଭିତ୍ତିପ୍ରସ୍ତର ମଧ୍ୟ ସ୍ଥାପନକରି ସାରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୨ଟି ଜିଲ୍ଲାର ପ୍ରାୟ ସମସ୍ତ ବ୍ଲକକୁ ବସ ଦ୍ୱାରା…
Read More...

ଧର୍ମାନୁଷ୍ଠାନରେ କୋରୋନା ପ୍ରଭାବ

ଜଗତସଂହପୁର: ରାଜ୍ୟରେ ଓମିକ୍ରନ ସଂକ୍ରମଣ ଏବେ ଭୟର ବାତାବରଣ ସୃଷ୍ଟି କରିଛି । ସରକାରଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି କୋରୋନାର ନୂଆ ଭାରିଏଣ୍ଟ । ତେଣୁ କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଜଗତସିଂହପୁର ଜିଲ୍ଲା ପ୍ରଶାସନ ନେଇଛି ବଡ ନିଷ୍ପତ୍ତି । ଆସନ୍ତା ୫ ଦିନ ଜିଲ୍ଲାର ଧର୍ମାନୁଷ୍ଠାନ…
Read More...

ବେଗୁନିଆପଡାରେ ବିଧାୟିକାଙ୍କ ମାରାଥନ ଉଦଘାଟନ

ଗଞ୍ଜାମ(ହରପ୍ରସାଦ ବିଶୋୟୀ): ବେଗୁନିଆପଡା ବ୍ଲକରେ ବିଭିନ୍ନ ପ୍ରକଳ୍ପର ମାରାଥନ ଉଦଘାଟନ ସହ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି କବିସୂର୍ୟ୍ୟନଗର ବିଧାୟିକା ଲତିକା ପ୍ରଧାନ । ବିଧାୟିକା ପ୍ରଥମେ ଷଣ୍ଢମୂଳ ପଞ୍ଚାୟତ ଗସ୍ତ କରି କଲ୍ୟାଣ ମଣ୍ଡପ ପାଇଁ ଶୁଭ ଉଦଘାଟନ କରିବା ସହ ଏକ ନୂତନ କଲ୍ୟାଣ…
Read More...

ହାଇଦ୍ରାବାଦରେ ଲାରା ଓ ଷ୍ଟେନ

ନୂଆଦିଲ୍ଲୀ: ଆଇପିଏଲ ୨୦୨୨ ପୂର୍ବରୁ ସିଜନ ସନରାଇଜର୍ସ ହାଇଦ୍ରବାଦ ପାଇଁ ଆସିଛି ଖୁସିର ଖବର । ଆସନ୍ତା ବର୍ଷରୁ ଟିମ ସହ ଯୋଡି ଦୁଇ ଷ୍ଟାର ଖେଳାଳି । ଦୁହିଁଙ୍କ ଉପସ୍ଥିତିରେ ଦଳ ଆହୁରି ମଜବୁତ ସ୍ଥିତିକୁ ଆସି ପାରିବ ବୋଲି ଅନୁମାନ କରାଯାଉଛି । ୱେଷ୍ଟ ଇଣ୍ଡିଜର ଷ୍ଟାର ବ୍ୟାଟ୍ସମ୍ୟାନ ବ୍ରାଏନ…
Read More...

ଋୁପାଲି ଛକରୁ ଗିରଫ ଲୁଟେରା ଗ୍ୟାଙ୍ଗ

ଭୁବନେଶ୍ୱର: ଲୁଟ କରିବାର ପାଇଥିଲେ ନୂଆ ଟେକନିକ । ଅଭିନବ ଉପାୟରେ ଲୋକଙ୍କୁ ଲୁଟ କରୁଥିଲା ଗୋଟିଏ ଗ୍ୟାଙ୍ଗ । କିନ୍ତୁ ଆଜି ପୋଲିସ ଆଗରେ ଫେଲ ମାରିଲା ସବୁ ପ୍ରୟାସ । ୩ ଚୋରଙ୍କ ସହ ଟିମ ଲିଡର ସେକ ରାଜାକୁ ପୋଲିସ କାବୁ କରିଛି । ରାଜଧାନୀର ଲୁଟେରା ଛକରେ ଲୁଟ କରୁଥିବା ବେଳେ ଫସିଗଲା ଲୁଟେରା…
Read More...

କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକଙ୍କ ପରାମର୍ଶ

ଭୁବନେଶ୍ୱର: ରାଜ୍ୟରେ ଧିରେ ଧିରେ କାୟା ବିସ୍ତାର କଲାଣି କୋରୋନାର ନୂଆ ଭାରିଏଣ୍ଟ ଓମିକ୍ରନ । କିଛି ଦିନ ତଳେ ଦୁଇ ଜଣ ବିଦେଶ ଫେରନ୍ତା ଓମିକ୍ରନ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ଦୁଇ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି । ତେବେ ଏ ନେ ପ୍ରଶାସନ ଏବଂ ସରକାରଙ୍କର ବଢିଲାଣି ଚିନ୍ତା ।…
Read More...

ପୋଲିସ ପଞ୍ଝାରେ ଗଞ୍ଜେଇ ମାଫିଆ

କୋରାପୁଟ: କୋରାପୁଟ ଜିଲ୍ଲା ସେମିଲିଗୁଡା ପୋଲିସ ହାତରେ ଧରା ପଡିଲେ ଚୋରା ଗଞ୍ଜେଇ ବେପାରୀ । ମାଫିଆଙ୍କ ସହ ବିପୁଳପରିମାଣର ଗଞ୍ଜେଇ ମଧ୍ୟ ଜବତ କରିଛି ପୋଲିସ । ଗଞ୍ଜେଇ ଚାଲାଣ ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରିଥିବା ଜଣାଯାଇଛି । ଏକ କଣ୍ଟେନର ଯୋଗେ ଗଞ୍ଜେଇ ଚୋରା ଚାଲାଣ ହେଉଥବା ବେଳେ…
Read More...

ଗାଁକୁ ଆସୁଛି ଲଢୁଆ ପୁଅର ମରଶରୀର

ପାଟଣା: ଆଖିରୁ ଝରିଯାଉଛି ଅମାନିଆ ଲୁହ । ଆଉ ମନରେ ମସୁମାରୀ କୋହ । ସାରା ଗାଁ ଆଜି ନୀରବି ଯାଇଛି । ଗାଁକୁ ଘୋଡାଇ ଦେଇଛି େ।।କର କଳାବାଦଲ । କାରଣ ଆଜି ଗାରେ ଆସି ପହଞ୍ଚୁଛି ଗାଁର ଲଢୁଆ ପୁଅ ତ୍ରିଲୋଚନ ମହାନ୍ତଙ୍କ ପାର୍ଥିବ ଶରୀର । ଏ ହେଉଛି କେନ୍ଦୁଝର ଚମ୍ପୁଆ ବ୍ଲକ ପଡୁଆ ପଞ୍ଚାୟତ…
Read More...

ଫାଇଜର ବଟିକାକୁ ମିଳିଲା ମଞ୍ଜୁରୀ 

ୱାଶିଂଟନ: ଆମେରିକାର ଫାର୍ମା କମ୍ପାନୀ ଫାଇଜର ଦ୍ୱାରା ପ୍ରସ୍ତୁତ କୋଭିଡ ବଟିକାକୁ ମିଳିଲା ମଞ୍ଜୁରୀ । ଫାଇଜରର ବଟିକା ‘ପାକ୍ସଲୋଭିଡ’କୁ ମଞ୍ଜୁରି ଦେଇଛି ଦେଶର ଔଷଧ ନିୟାମକ ଫୁଡ୍ ଆଣ୍ଡ୍ ଡ୍ରଗ୍ ଆଡମିନିଷ୍ଟ୍ରେସନ (ଏଫ୍ଡିଏ) ।କୋରୋନା ସଂକ୍ରମିତ ଅସୁସ୍ଥ ହୋଇ ପଡିଲେ ହସ୍ପିଟାଲରେ ଭର୍ତ୍ତି…
Read More...