ହାତୀ ଉତ୍ପାତରେ ଛାନିଆ ଗାଁ ଲୋକେ
ନୀଳଗିରି: ରାଜ୍ୟରେ କମୁନି ହାତୀ ଉତ୍ପାତ । ବିଭିନ୍ନ ସ୍ଥାନରେ ହାତୀଙ୍କ ଉପଦ୍ରବକୁ ନେଇ ଚିନ୍ତାରେ ପଡିଛନ୍ତି ଅଞ୍ଚଳବାସୀ । ବିଶେଷ କରି ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳରେ ହାତୀଙ୍କ ଉତ୍ପାତ ଦେଖିବାକୁ ମିଳୁଛି । ସେହିଭଳି ଆଜି ମଧ୍ୟ ନୀଳଗିରି ଉପଖଣ୍ଡ ଓøପଦା ବ୍ଲକ ମାନଗଡ ଗାଁରେ ହାତୀ…
Read More...
Read More...