ଏପ୍ରିଲ ୨୦ ଓ ୨୧ରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିଅମରେ ହେବ ସ୍କିଲ କନକ୍ଳେଭ
ଭୁବନେଶ୍ୱର : ଏପ୍ରିଲ ୨୦ ଓ ୨୧ରେ ହେବ Skill Conclave | ଭୁବନେଶ୍ୱର କଳିଙ୍ଗ ଷ୍ଟାଡିଅମରେ ହେବ ଏହି କାର୍ଯ୍ୟକ୍ରମ | ପ୍ରଥମ ଥର ଏପରି ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଓଡିଶାରେ ହେବାକୁ ଯାଉଛି |
ଏ ନେଇ ତିନି ଦିନ ତଳେ ପ୍ରସ୍ତୁତି ବୈଠକ ମଧ୍ୟ ସରିଛି | ଏଥିରେ FICCI ସହଯୋଗ କରିବ |…
Read More...
Read More...