ରାଜଧାନୀରେ ଚାଞ୍ଚଲ୍ୟ: ଅଖାବସ୍ତା ଭିତରୁ ମିଳିଲା ଏକାଧିକ ଖପୁରୀ ଜବତ
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ମିଳିଲା ନର କଙ୍କାଳ । ତେବେ ସୂଚନା ଅନୁଯାୟୀ ମଞ୍ଚେଶ୍ୱର ଥାନା ଅଞ୍ଚଳରୁ ଠାବ ହୋଇଛି ଏହି ନର କଙ୍କାଳ ଏବଂ ଖପୁରୀ । ପାଖାପାଖି ୧୫ଟି ଖପୁରୀ ସହ ବହୁ ହାଡ଼ ପଡ଼ିଥିବା ଦେଖିବାକୁ ମିଳିଛି । ତେବେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନଭିନ ଆରମ୍ଭ କରିଛି । ତେବେ…
Read More...
Read More...