Browsing Tag

sitala sasthi

ଧୁମଧାମର ସହ ସମ୍ପନ୍ନ ହେଲା ବାବା ଆଖଣ୍ଡଳମଣିଙ୍କ ଵିଵାହ

ବାବା ଆଖଣ୍ଡଳମଣିଙ୍କ ପ୍ରସିଦ୍ଧ ଶିବବିବାହ ପାଇଁ ଶୁକ୍ରବାର  ଉତ୍ସବମୁଖର ହୋଇ ଉଠିଥିଲା ଆରଡିପୀଠ। ଏହି ଵିଵାହ ଉତ୍ସବରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ପାରମ୍ପରିକ ବାଦ୍ୟ ସହ ନୃତ୍ୟଶିଳ୍ପୀ ମାନେ ଯୋଗଦେଇଥିଲେ। ସହିପରି ବାବାଙ୍କ ଵିଵାହରେ ଦେଵଦମ୍ପତିଙ୍କର ଯୁଗଳମୂର୍ତ୍ତୀ ଦର୍ଶନ ପାଇଁ ପ୍ରାୟ…
Read More...

ସରିଲା ଦେବ ଦମ୍ପତିଙ୍କ ବିବାହ: ନଗର ପରିକ୍ରମାରେ ଉତ୍ସବ ମୁଖର ଜିଉଁନ୍ତି ଗାଁ

ପୁରୀ: ଅସ୍ତରଙ୍ଗ ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ଧୂମଧାମରେ ପାଳିତ ହୋଇଯାଇଛି । ଯାତ୍ରାର ମୁଖ୍ୟ ଆକର୍ଷଣ ମହାଦେବ ଏବଂ ଜଗତଜନନୀ ମା ପାର୍ବତୀଙ୍କ ନଗରପରିକ୍ରମା ବା ଯୁଗଳ ଦର୍ଶନ ଶୋଭାଯାତ୍ରା ହୋଇଥିଲା । ନବ ବିବାହିତ ଦେବ ଦମ୍ପତି ବରବଧୂ ବେଶରେ ସଜ୍ଜିତ ହୋଇ ନଗର ପରିକ୍ରମା କରିଥିଲେ।…
Read More...