Browsing Tag

similipala

ଲଗାଣ ବର୍ଷା ପାଇଁ ଆଜି ବନ୍ଦ ଶିମିଳିପାଳ

କରଞ୍ଜିଆ: ଲଗାଣ ବର୍ଷା ପାଇଁ ଆଜି ବନ୍ଦ ରହିଛି ଶିମିଳିପାଳ । ଶିମିଳିପାଳ ଅଭ୍ୟାରଣ୍ୟରେ ଲଗାଣବର୍ଷା ପାଇଁ ରାସ୍ତା ଖରାପ ହୋଇଯାଇଛି । ଗତକାଲି ବରେଇପାଣିରେ ସର୍ବାଧିକ ୨୫ମିମି ବର୍ଷା ରେକଡ କରା ଯାଇଛି । ସୂଚନା ଅନୁଯାୟୀ, ଲଗଣ ବର୍ଷା ପାଇଁ ବିଭିନ୍ନ ସ୍ଥାନରେ ଜଙ୍ଗଲ ରାସ୍ତା କାଦୁଅ ହୋଇ…
Read More...

ଶିମିଳିପାଳ ଅଭୟାରଣ୍ୟରେ ଦୁଇ ମହାବଳ ବାଘ ମଧ୍ୟରେ ଲଢେଇ

କରଞ୍ଜିଆ / ବସନ୍ତ କୁମାର ସୋରେନ: ଶିମିଳିପାଳ ଅଭୟାରଣ୍ୟରେ ଦୁଇ ମହାବଳ ବାଘଙ୍କ ମଧ୍ୟରେ ଲଢେଇ। ଆଉ ଲଢେଇର ଭିଡ଼ିଓ ଟ୍ୱିଟ ଯୋଗେ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ଡ଼ଃ ପ୍ରକାଶ ଚାନ୍ଦ ଗୋଗିନେନୀ ସେୟାର କରିଛନ୍ତି। ଶିମିଳିପାଳ ଅଭୟାରଣ୍ୟର ବାଘ ନମ୍ବର  ୩୫ ଟି…
Read More...

ଆଜି ଠାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଜାତୀୟ ଉଦ୍ୟାନ

ଶିମିଳିପାଳ: ଖୋଲିଲା ଶିମିଳିପାଳ ଅଭୟାରଣ୍ୟ । ଆଜି ଠାରୁ ସକାଳ ୬ଟାରୁ ୯ଟା ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ପ୍ରବେଶ ଅନୁମତି ରହିଛି । ତେବେ ଯଶିପୁର କାଳିଆଣି ଗେଟ୍ ଦେଇ ୩୫ଟି ଗାଡି ଅନୁପ୍ରବେଶ କରୁଥିବା ବେଳେ ବାରିପଦା ଲୁଲୁଙ୍ଗ ପଟୁ ୨୫ଟି ଗାଡିକୁ ଅନୁପ୍ରବେଶ ପାଇଁ ଅନୁମତି ରହିଛି ।…
Read More...

ଶିମିଳିପାଳ ଅଭୟାରଣ୍ୟ ପାଦଦେଶ ଗ୍ରାମ ମାନଙ୍କରୁ ପୁଲିସକୁ ମିଳିଲା ୯ ବନ୍ଧୁକ

ଶିମିଳିପାଳ : ଶିମିଳିପାଳ ଅଭୟାରଣ୍ୟ ପାଦଦେଶ ଗ୍ରାମ ମାନଙ୍କରୁ ପୁଲିସ ତଲାସୀ ପରେ ମିଳିଥିଲା ୯ଟି ବନ୍ଧୁକ । ସ୍ବତନ୍ତ୍ର ଗୋଇନ୍ଦା ପୁଲିସର ସୂଚନା ଆଧାରରେ ଏସପିଙ୍କ ନିର୍ଦ୍ଦେଶରେ ଖୁଣ୍ଟା ଆଇଆଇସି ଲୋପାମୁଦ୍ରା ନାୟକ ଶୁକ୍ରବାର ଅନ୍ୟମାନଙ୍କ ସହ ଶିମିଳିପାଳ ପାଦଦେଶର ଗ୍ରାମମାନଙ୍କରେ ଚଢାଉ…
Read More...

ଶିମିଳିପାଳର ସୁରକ୍ଷା ପାଇଁ ମୟୂରଭଞ୍ଜ ପୋଲିସ ଓ ବନ ବିଭାଗର ବନ୍ଧୁକ ସଂଗ୍ରହ ଅଭିଯାନ

ରାଇରଙ୍ଗପୁର / ସତ୍ୟାନାରୟଣ ପାଲ: ଶିମିଳିପାଳ ଅଭୟାରଣ୍ୟ ଭିତରେ ପଶି ବନ୍ଧୁକ ସାହାଯ୍ୟରେ ବନ କର୍ମଚାରୀଙ୍କୁ ହତ୍ୟା ସହିତ ଜନ୍ତୁ ଶିକାର ବଢୁଥିବାରୁ ଏହାକୁ ପ୍ରତିହତ କରିବା ପାଇଁ ମୟୂରଭଞ୍ଜ ପୋଲିସ ଓ ବନବିଭାଗ ମିଳିତ ଭାବେ ଉଦ୍ୟମ ଆରମ୍ଭ କରିଛନ୍ତି। ଏଥିପାଇଁ ଶିମିଳିପାଳ ସଂଲଗ୍ନ ଅଞ୍ଚଳରେ…
Read More...

ପର୍ଯ୍ୟଟକଙ୍କ ପାଇଁ ଖୁସିଖବର, ଖୋଲିଲା ଶିମିଳିପାଳ ଅଭୟାରଣ୍ୟ

ମୟୁରଭଞ୍ଜ: ପର୍ଯ୍ୟଟକଙ୍କ ପାଇଁ ଖୁସିଖବର । ପୁଣିଥରେ ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ଅଭୟାରଣ୍ୟ ଆଜିଠାରୁ ଖୋଲିଛି । କରୋନା କଟକଣା ଭିତରେ ଏହା ଭିତରକୁ ପର୍ଯ୍ୟଟକମାନଙ୍କୁ ପ୍ରବେଶ ଲାଗି ଅନୁମତି ମିଳିବ ବୋଲି କୁହାଯାଉଛି। ସୂଚନାଯୋଗ୍ୟ ଯେ ଗତ ଶୁକ୍ରବାର ଠାରୁ ଶିମିଳିପାଳ ଅଭୟାରଣ୍ୟ ବନ୍ଦ…
Read More...