ଶିମିଳିପାଳରେ ହେବ ହେଲିପ୍ୟାଡ଼ : ପରିବହନ ମନ୍ତ୍ରୀ
ବାଙ୍ଗିରିପୋଷି ବିଧାୟିକାଙ୍କ ପ୍ରସ୍ତାବ କ୍ରମେ ଶିମିଳିପାଳ ନିକଟରେ ହେଲିପ୍ୟାଡ୍ ନିର୍ମାଣ ନିମିତ୍ତ ଅବଶକୀୟ ଜମି ନିରୂପଣ ପାଇଁ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରାଯାଇଥିବା ଗୃହରେ ଉତ୍ତର ରଖିଛନ୍ତି ପରିବହନ ମନ୍ତ୍ରୀ ବିଭୁତି ଜେନା. ଭୁବନେଶ୍ୱର - ଗୋପାଳପୁର(ଗଂଜାମ), ଭୁବନେଶ୍ୱର…
Read More...
Read More...