Browsing Tag

#sikim

ଖରାପ ପାଣିପାଗ ଯୋଗୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସିକ୍କିମ୍‌ ଗସ୍ତ ବାତିଲ ହୋଇଛି

ନୂଆଦିଲ୍ଲୀ-: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସିକ୍କିମ୍‌ ଗସ୍ତ ବାତିଲ ହୋଇଛି । ଖରାପ ପାଣିପାଗ ଯୋଗୁ ସିକ୍କିମ୍‌ ଗସ୍ତ ବାତିଲ କରାଯାଇଥିଲା । ଫଳରେ ପ୍ରଧାନମନ୍ତ୍ରୀ ସିଲିଗୁଡ଼ି ବାଗଡୋଗରା ବିମାନବନ୍ଦରରୁ ଭିଡିଓ କନଫରେନ୍‌ସିଂ ଜରିଆରେ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ…
Read More...

ନାଥୁଲା ଘାଟିରେ ହିମସ୍ଖଳନ, ୬ ମୃତ

ସିକ୍କିମର ନାଥୁଲା ଘାଟିରେ ଆଜି ଭୟଙ୍କର ହିମସ୍ଖଳନ ହୋଇଛି। ବରଫ ଅତଡ଼ା ତଳେ ଫସି ବର୍ତ୍ତମାନ ସୁଦ୍ଧା ୭ ଜଣ ପର୍ୟ୍ୟଟକଙ୍କ ମୃତ୍ୟୁ ଘଟିଥିବା ବେଳେ ୨୨ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ମୃତକଙ୍କ ମଧ୍ୟରେ ଜଣେ ଛୋଟ ପିଲା ରହିଛି। ପ୍ରାୟ ୮୦ ପର୍ୟ୍ୟଟକ ଫଶି ରହିଥିବା ଆଶଙ୍କା କରାଯାଉଛି।…
Read More...