ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ସିଦ୍ଦରମୈୟା
କର୍ଣ୍ଣାଟକର ମୁଖ୍ୟମନ୍ତୀ ଭାବେ ଶପଥ ନେଇଛନ୍ତି ସିଦ୍ଦରମୈୟା । ସିଦ୍ଦରମୈୟାଙ୍କ ସହ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଡିକେ ଶିବ କୁମାର । ଶପଥ ଗ୍ରହଣ ସମାରୋହରେ ପ୍ରୀୟଙ୍କା ଗାନ୍ଧୀ, ରାହୁଲ ଗାନ୍ଧୀଙ୍କ ସମେତ ମଲ୍ଲିକାର୍ଜୁନ ଖଡ଼ଗେ ମଧ୍ୟ ଉପସ୍ଥିତ ଥିଲେ । କ୍ୟାବିନେଟ ମନ୍ତ୍ରୀ ଓ…
Read More...
Read More...