Browsing Tag

SI Exam

ଏସଆଇ ପରୀକ୍ଷା ସ୍କାମ୍, ଆଉ ଜଣେ SSB ଯବାନଙ୍କ ସମେତ ୨ ଅଟକ

ଭୁବନେଶ୍ଵର: ପୋଲିସ ଏସ୍‌ଆଇ ନିଯୁକ୍ତି ପରୀକ୍ଷା କେଳେଙ୍କାରୀ ଘଟଣାରେ ସିବିଆଇର ତନାଘନା ଜାରି । ଆଉ ଜଣେ SSB ଯବାନଙ୍କ ସମେତ ୨ ଜଣ ଅଟକ । ଦୁଇ ଦିନ ଜେରା ପରେ SSB ଯବାନ ଅର୍ଜୁନ ନାୟକଙ୍କୁ ଅଟକ ରଖିଲା CBI । ଅର୍ଜୁନଙ୍କ ସହ ଅନ୍ୟ ଜଣେ ଅଭିଯୁକ୍ତ ନିମାଇଁ ଚରଣ ସାହୁ ମଧ୍ୟ ଅଟକ । ଅଭିଯୁକ୍ତ…
Read More...

SI ପରୀକ୍ଷାରେ ମହାଘୋଟାଲା: ଗିରଫ ହେଲା ମାଷ୍ଟରମାଇଣ୍ଡ ମୁନା

ବ୍ରହ୍ମପୁର: ପୋଲିସ୍ SI ପରୀକ୍ଷାରେ ମହାଘୋଟାଲାର ଖୋଲୁଛି ଗୁମର । ଶଙ୍କର ପରେ ମୁନା ମହାନ୍ତିର କଳା ସାମ୍ରାଜ୍ୟର କାହାଣୀ ଖୋଲୁଛି । ନୟାଗଡ଼ ଯାଏଁ ଲମ୍ବିଛି ସ୍କାମର ଲିଙ୍କ୍ । ସ୍କାମ ଟଙ୍କାରେ କିଣା ହେଇଛି ଚୋରା ବାଲି ଚାଲାଣ ଟିପର୍ । ସେପଟେ SI ପରୀକ୍ଷା ଘୋଟାଲାରେ ମୋଷ୍ଟ ୱାଣ୍ଟେଡ୍‌…
Read More...

SI ଘୋଟାଲା; ଜାରି ହେଲା ଲୁକ୍‌ଆଉଟ୍‌ ସର୍କୁଲାର

ବ୍ରହ୍ମପୁର: ପୋଲିସ SI ପରୀକ୍ଷା ମହାଘୋଟାଲାରେ ଜାରି ହେଲା ଲୁକ୍‌ଆଉଟ୍‌ ସର୍କୁଲାର । ଫେରାର ଅଭିଯୁକ୍ତଙ୍କ ବିରୋଧରେ ଲୁକ୍ ଆଉଟ ସର୍କୁଲାର ଜାରି । ଲୁକ୍ ଆଉଟ୍‌ ସର୍କୁଲାର ଜାରି ହେବା ସହ ଆକାଉଣ୍ଟ ଫ୍ରିଜ୍‌ କଲା କ୍ରାଇମବ୍ରାଞ୍ଚ । ଏପରିକି ସର୍କୁଲାର ଜାରି ପରେ ଶଙ୍କର ପୃଷ୍ଟି,…
Read More...

‘ବାଣିକ’ ନାଁରେ ଅଭିଯୋଗକୁ ଖଣ୍ଡନ କଲେ ମୁଖ୍ୟ ସୁବ୍ରତ ଛାଟୋଇ

ଭୁବନେଶ୍ଵର: ‘ବାଣିକ’ ନାଁରେ ଅଭିଯୋଗକୁ ଖଣ୍ଡନ କଲେ ମୁଖ୍ୟ ସୁବ୍ରତ ଛାଟୋଇ । ‘ବାଣିକ୍‌’ର ପୋଲିସ SI ପରୀକ୍ଷା ଘୋଟାଲରେ ସମ୍ପୃକ୍ତି ନାହିଁ ବୋଲି କହିଲେ ସୁବ୍ରତ । ମୁଁ କିମ୍ବା ମୋର କୌଣସି ଷ୍ଟାଫ୍‌ ଏଥିରେ ସମ୍ପୃକ୍ତ ନାହାନ୍ତି । ରାଜନୈତିକ ଉଦ୍ଦେଶ୍ୟ ରଖି ବାଣିକ୍‌କୁ ଟାର୍ଗେଟ୍‌…
Read More...

ଭୁବନେଶ୍ଵରରେ ପ୍ରତିଷ୍ଠିତ ‘ବଣିକ’ କୋଚିଂ ସେଣ୍ଟର ଉପରେ କ୍ରାଇମବ୍ରାଞ୍ଚ ରେଡ୍‌

ଭୁବନେଶ୍ଵର: ଭୁବନେଶ୍ଵରରେ ପ୍ରତିଷ୍ଠିତ ‘ବଣିକ’ କୋଚିଂ ସେଣ୍ଟର ଉପରେ କ୍ରାଇମବ୍ରାଞ୍ଚ ରେଡ୍‌ । ପୋଲିସ SI ନିଯୁକ୍ତି ଘୋଟାଲା ଲିଙ୍କ୍‌ରେ ଚାଲିଛି ରେଡ୍‌ । ଭୁବନେଶ୍ବର ସିଆର୍‌ପି ଛକରେ ଥିବା ବଣିକ ସେଣ୍ଟର ଉପରେ ରେଡ୍‌ । ପରୀକ୍ଷାର୍ଥୀଙ୍କ ପାଇଁ ଫିକ୍ସିଂ ଅଭିଯୋଗରେ ଛାନଭିନ୍‌ ।…
Read More...

SI ଚାକିରି କେଳେଙ୍କାରୀ: ପଞ୍ଚମ ଦଲାଲ ଗିରଫ

ଭୁବନେଶ୍ଵର: ଗିରଫ ହେଲା ପୋଲିସ SI ଚାକିରି କେଳେଙ୍କାରୀ ଘଟଣାରେ ପଞ୍ଚମ ଦଲାଲ । ବାଲେଶ୍ବର ସିଂଲାର ଅରବିନ୍ଦ ଦାସକୁ ଗିରଫ କଲା କ୍ରାଇମବ୍ରାଞ୍ଚ । ଗୋଳନ୍ଥରା ଥାନାରେ ହୋଇଥିବା ମାମଲାରେ ଗିରଫ କରିଛି କ୍ରାଇମବ୍ରାଞ୍ଚ। ଗିରଫ ବେଳେ ଅରବିନ୍ଦ ଠାରୁ ଆପତ୍ତିଜନକ ଡକ୍ୟୁମେଣ୍ଟ ମିଳିଥିବା ନେଇ…
Read More...

ପୋଲିସ SI ଚାକିରି କେଳେଙ୍କାରୀ: ଆଉ ଜଣଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ

ଭୂବନେଶ୍ଵର: ଓଡିଶା ପୋଲିସ କେଳେଙ୍କାରୀ ଘଟଣାରେ ଆଉ ଜଣଙ୍କୁ ଗିରଫ କରିଛି କ୍ରାଇବ୍ରାଞ୍ଚ । ବାରଙ୍ଗ ବିଦ୍ୟାଧରପୁରର ବିଶ୍ବରଞ୍ଜନ ବେହେରା ନାମକ ଅଭିଯୁକ୍ତ ଗିରଫ । SI ଚାକିରି କେଳେଙ୍କାରୀରେ ବିଶ୍ବରଞ୍ଜନର ସକ୍ରିୟ ଭୂମିକା ଥିବା ନେଇ ସୁରାକ୍ ପାଇଥିଲା କ୍ରାଇମବ୍ରାଞ୍ଚ । ସିଣ୍ଡିକେଟ୍…
Read More...

ପୋଲିସ SI ପରୀକ୍ଷା ଜାଲିଆତି ଘଟଣା; CBI ତଦନ୍ତ ଦାବି କଲା ବିଜେଡି

ଭୁବନେଶ୍ଵର: ପୋଲିସ SI ପରୀକ୍ଷା ଜାଲିଆତି ଘଟଣାରେ CBI ତଦନ୍ତ ଦାବି କଲା ବିଜେଡି । ଏନେଇ ଏକ ପ୍ରେସ୍‌ମିଟ୍‌ କରି CBI ତଦନ୍ତ ଦାବି କଲେ ପ୍ରଶାନ୍ତ ମୁଦୁଲି, ଲେନିନ ମହାନ୍ତି । OPRB ପ୍ରଥମେ ITIକୁ ପରୀକ୍ଷା କରିବା ପାଇଁ ଟେଣ୍ଡର ଦେଇଥିଲା । ପରେ ସିଲିକନ ଟେକ୍‌ ଲ୍ୟାବ ସଂସ୍ଥାକୁ…
Read More...

SI ପରୀକ୍ଷା ଜାଲିଆତି, ୧୧୯ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର: ପୋଲିସ SI ପରୀକ୍ଷା ଜାଲିଆତିରେ ବଡ଼ କାର୍ଯ୍ୟାନୁଷ୍ଠାନ । ୧୧୭ ପରୀକ୍ଷାର୍ଥୀଙ୍କ ସହ ୨ ଦଲାଲଙ୍କୁ ଗିରଫ କଲା ବ୍ରହ୍ମପୁର ପୋଲିସ । ରାତି ସାରା କ୍ରାଇମବ୍ରାଞ୍ଚ ଓ ବ୍ରହ୍ମପୁର ପୋଲିସର ଜେରା ପରେ ୧୧୯ ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ୧୧୯ ଜଣଙ୍କୁ ଆଜି କୋର୍ଟ ଚାଲାଣ କରାଯିବ…
Read More...