ଶ୍ରୀକାନ୍ତ ସାହୁଙ୍କୁ ମିଳିଲା ଶ୍ରମ ଓ ନିୟୁକ୍ତି ତଥା ରାଜ୍ୟ ବୀମା ଦାୟିତ୍ୱ
ଭୁବନେଶ୍ୱର: ଶପଥ ଗ୍ରହଣ କରିଥିବା ନୂଆ ମନ୍ତ୍ରୀଙ୍କୁ ବିଭାଗ ବଣ୍ଟନ କରାଯାଇଛି । ନବୀନଙ୍କ ନବକଳେବର ଟିମରେ ସାମିଲ ହୋଇଛନ୍ତି କିଛି ଯୁବ ଚେହେରା । ସେଥି ମଧ୍ୟରେ ରହିଛନ୍ତି ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ । ପ୍ରଥମଥର ପାଇଁ ନବୀନଙ୍କ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇଛନ୍ତି ପୋଲସରା ବିଧାୟକ…
Read More...
Read More...