କଟକ ବାଲିଯାତ୍ରାର ଶେଷ ସଂଧ୍ୟାରେ ପ୍ରବଳ ଭିଡ଼, ଠେଲାପେଲାରେ ୨ ଅଚେତ
Bali Yatra 2025: କଟକ ବାଲିଯାତ୍ରାର ଶେଷ ସଂଧ୍ୟାରେ ପ୍ରବଳ ଭିଡ଼ । ବଲିଉଡ୍ କଣ୍ଠଶିଳ୍ପୀ ଶ୍ରେୟା ଘୋଷାଲଙ୍କ କାର୍ଯ୍ୟକ୍ରମରେ ଠେଲାପେଲା । ଶ୍ରେୟା ଘୋଷାଲ କାର୍ଯ୍ୟକ୍ରମ ବ୍ୟାରିକେଡ୍ରେ ଠେଲାପେଲା ସ୍ଥିତି । ୨ ଅଚେତ୍, ସ୍ଥିତି ନିୟନ୍ତ୍ରଣ ପାଇଁ ପହଞ୍ଚିଲେ ଅତିରିକ୍ତ ସିପି । ପ୍ରବଳ…
Read More...
Read More...