Browsing Tag

shree jagannath

ସ୍ନାନଯାତ୍ରା ପରେ ଅଣସର ଘରେ ମହାପ୍ରଭୁ, ଉପଶମ ପାଇଁ ଚାଲିବ ଗୁପ୍ତ ସେବା

ପୁରୀ : ୧୦୮ ଗରା ସୁବାସିତ ଜଳରେ ମହାପ୍ରଭୁ ସ୍ନାନ କରିବା ପରେ ଜ୍ୱରରେ ପଡିଛନ୍ତି ମହାପ୍ରଭୁ । ତେଣୁ ମହାପ୍ରଭୁଙ୍କ ଉପଶମ ଲାଗି ୧୫ ଦିନ କାଳ ଅଣସର ଘରେ ରହିବେ ଓ ଗାତଙ୍କର ଗୁପ୍ତ ନୀତି ଅନୁଷ୍ଠିତ ହେବ । ମହାପ୍ରଭୁଙ୍କୁ ସୁସ୍ଥ କରିବା ଲାଗି ବୈଦ୍ୟ ସେବକମାନେ ଚିକିତ୍ସା କରିବେ । ମଙ୍ଗଳବାର…
Read More...