ଘନେଇବାରେ ଲାଗିଛି ବିବାଦ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିରୋଧରେ ସିବିଆଇରେ ଏତଲା
ଭୁବନେଶ୍ୱର: ଦିନକୁ ଦିନ ଘନେଇବାରେ ଲାଗିଛି ଶ୍ରୀମନ୍ଦିର ପ୍ରକଳ୍ପକୁ ନେଇ ବିବାଦ। ପରିକ୍ରମା ପ୍ରକଳ୍ପକୁ ଶୀଘ୍ର ଶେଷ କରିବାକୁ ସେବାୟତମାନେ ହାଇକୋର୍ଟରେ ନିବେଦନ କରିଥିବା ବେଳେ ଏବେ ଶ୍ରୀ ଜଗନ୍ନାଥ ସେନା ଏହା ବିରୋଧରେ ସିବିଆଇରେ ଅଭିଯୋଗ କରାଯାଇଛି । ଶ୍ରୀ ଜଗନ୍ନାଥ ସେନା ପୁରୀ…
Read More...
Read More...