ପାକିସ୍ତାନ କ୍ରିକେଟ ବୋର୍ଡକୁ ସମାଲୋଚନା କଲେ ସାହିଦ ଆଫ୍ରିଦି
ଇସଲାମାବାଦ: ଶେଏବ ମଲ୍ଲିକଙ୍କୁ ଟି-୨୦ ବିଶ୍ୱକପରୁ ବାଦ ଦେଇଥିବାରୁ ସାହିଦ ଆଫ୍ରିଦି ପାକିସ୍ତାନ କ୍ରିକେଟ ବୋର୍ଡକୁ ନିନ୍ଦା କରିଛନ୍ତି। କାରଣ ସୋଏବ ମଲ୍ଲିକ ପାକିସ୍ତାନ କ୍ରିକେଟ ଟିମରେ ରହିବାର ଆବଶ୍ୟକତା ରହିଥିଲା। କାରଣ ସୋଏବ ଗତ ଟି-୨୦ ବିଶ୍ୱକପର ଅଂଶବିଶେଷ ରହିଥିଲେ। ଏହାଛଡା ସେ…
Read More...
Read More...