ମହାରାଷ୍ଟ୍ରରେ ଭାଙ୍ଗିପାରେ ଉଦ୍ଧବ ସରକାର
ମୁମ୍ବାଇ: ମହାରାଷ୍ଟ୍ରର ମହାଅଗାଡି ସରକାର ଯେକୌଣସି ସମୟରେ ଭାଙ୍ଗିଯାଇପାରେ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି। ତେବେ ଏନେଇ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କ୍ୟାବିନେଟ ମିଟିଂ ଡାକିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ଠାକରେ କରୋନା ପଜିଟିଭ୍ ଥିବାରୁ ଭର୍ଚୁଆଲ ମାଧ୍ୟମରେ ବୈଠକରେ ଯୋଗଦେବେ।…
Read More...
Read More...