ଗଣତନ୍ତ୍ର ଦିବସରେ ଆତଙ୍କୀ ଆକ୍ରମଣ ହୋଇପାରେ
ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସରେ ହୋଇପାରେ ବଡ ଧରଣର ଆକ୍ରମଣ । ଏନେଇ ଆଶଙ୍କା କରିଛି ଗୁଇନ୍ଦା ବିଭାଗ । ଦିଲ୍ଲୀ ପୋଲିସକୁ ଗୁଇନ୍ଦା ବିଭାଗ ପକ୍ଷରୁ ଆଲର୍ଟ କରାଯାଇଛି । ଇଣ୍ଟେଲିଜେନ୍ସ ବ୍ୟୁରୋ ଦିଲ୍ଲୀ ପୋଲିସକୁ ନଅ ପୃଷ୍ଠାର ସତର୍କ ସୂଚନା ଜାରି କରିଛି ।
ଦେଶର ବହୁ ନେତାଙ୍କୁ…
Read More...
Read More...