Browsing Tag

shilasmita ray

ବିଶିଷ୍ଟ ସାହିତ୍ୟିକ ମଙ୍ଗଳୁ ଚରଣ ବିଶ୍ୱାଳ ଆଉ ନାହାନ୍ତି

ସମ୍ବଲପୁର: ଅନ୍ତର୍ଜାତୀୟ ପୁରସ୍କାର ପ୍ରାପ୍ତ ବିଶିଷ୍ଟ ସାହିତ୍ୟିକ ମଙ୍ଗଳୁ ଚରଣ ବିଶ୍ୱାଳଙ୍କ ପରଲୋକ । ସମ୍ବଲପୁର ଜିଲ୍ଲା ପରମାଣପୁର ବାରଡୁଙ୍ଗରି ସ୍ଥିତ ବାସଭବନରେ ତାଙ୍କ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ହୋଇଥିଲା । ସେ କିଛି ଦିନ ତଳେ ସେ ତାଙ୍କ ଗାଧୁଆ ଘରେ…
Read More...

୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଉତ୍ତର ହରିୟାଣାରୁ ଦକ୍ଷିଣ ପୂର୍ବ ମଧ୍ୟ ପ୍ରଦେଶ ଦେଇ ଏକ ନିମ୍ନ ଚାପ ରେଖା ରହିଛି । ଏହା ପ୍ରଭାବରେ ୧୪ତାରିଖ ପର୍ୟ୍ୟନ୍ତ ବର୍ଷା ନେଇ ପୂର୍ବାନୁମାନ କରାଯାଇଛି। ଏହାର ପ୍ରାବରେ ରାଜ୍ୟର ୧୦ ଜିଲ୍ଲାରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ କାଳବୈଶାଖୀ ସହିତ ବଜ୍ରପାତ ସମ୍ଭାବନା ରହିଛି ।…
Read More...

୨ ଡୋଜ ପରେ ବି ୩୦ ପ୍ରତିଶତ କରୋନାରେ ସଂକ୍ରମିତ

ସିଙ୍ଗାପୁର: ଓମିକ୍ରନ ସଂକ୍ରଣନ ଭିତରେ ଆସିଛି ନୂଆ ତଥ୍ୟ । ଦୁଇଟି ଡୋଜ ନେଇଥିବା ଲୋକଙ୍କ ମଧ୍ୟରୁ ୩୦ ପ୍ରତିଶତ ଲୋକ ମୃତ୍ୟୁବରଣ କରିଛନ୍ତି । ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ । ସିଙ୍ଗାପୁରରୁ ଏଭଳି ତଥ୍ୟ ଆସୁଛି । ସ୍ଵାସ୍ଥ୍ୟ ମନ୍ତ୍ରୀ କହିଛନ୍ତି, ଗତ ବର୍ଷ କରୋନା ଟିକା…
Read More...

ମଙ୍ଗଳ ମେମୋରିଆଲ କ୍ରିକେଟ ମ୍ୟାଚ୍ ଉଦଯାପିତ

ଭୁବନେଶ୍ୱର: ଭିଏସସନଗର ମା ଗୋଜବାୟାଣି କ୍ରିକେଟ୍ କ୍ଲବ ତରଫରୁ ମଙ୍ଗଳ ମେମୋରିଆଲ କ୍ରିକେଟ ମ୍ୟାଚ୍ ଉଦଯାପନ ଉତ୍ସବରେ ମାନ୍ୟବର ବିଧାୟକ ଶ୍ରୀ ସୁଶାନ୍ତ କୁମାର ରାଉତ ମୁଖ୍ୟ ଅତିଥି ଓ ଓଡିଶା ମୋ ପରିବାରର ଆବାହକ ଶ୍ରୀ ଅରୁପ କୁମାର ପଟ୍ଟନାୟକ , ବିଜେଡ଼ି ରାଜ୍ୟ ସମ୍ପାଦକ ଶ୍ରୀ କୁନ ବିହାରୀ…
Read More...

ମେ।ଦିଙ୍କ ସୁରକ୍ଷା ତ୍ରୁଟିର ତଦନ୍ତ କରିବାକୁ କମିଟି ଗଠିନ

ନୂଆଦିଲ୍ଲୀ: ପିଏମଙ୍କ ସୁରକ୍ଷାରେ ପଞ୍ଜାବରେ ହୋଇଥିବା ତ୍ରୁଟି ପ୍ରଙ୍ଗରେ ସୁପ୍ରିମକୋର୍ଟରେ ଆଜି ଶୁଣାଣି ହୋଇଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟା କହିଛନ୍ତି ଯେ, ରାସ୍ତାରେ ଚାଷୀଙ୍କ ଆନ୍ଦୋଳନ ନେଇ ଏସ୍ପିଜିକୁ ପଞ୍ଜାବ ପୋଲିସ ପକ୍ଷରୁ କୌଣସି ସୂଚନା…
Read More...

ସୁନ୍ଦରଗଡ ହେଉଛି ଓଡ଼ିଶାର ବିକାଶର ବତୀଘର: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:  ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସୁନ୍ଦରଗଡ ସଦର ବ୍ଲକ୍ ଅନ୍ତର୍ଗତ କୋପସିଂଗା ଓ କୁଡାବଙ୍ଗା ଠାରେ ୪୯୩ କୋଟି ଟଙ୍କା ବ୍ୟୟ ଅଟକଳରେ ଇବ୍ ନଦୀ ଉପରେ ନିର୍ମାଣ ହେବାକୁ ଥିବା ଦୁଇଟି ବ୍ୟାରେଜର ଶିଳାନ୍ୟାସ କରିଛନ୍ତି । ଏହି ଦୁଇଟି ପ୍ରକଳ୍ପ କାର୍ଯ୍ୟ ଆଗାମୀ ୨ ବର୍ଷରେ…
Read More...

ସୁନ୍ଦରଗଡରେ ଏସିଆର ସବୁଠୁ ବଡ ହକି ଷ୍ଟାଡିୟମ ହେବାକୁ ଯାଉଛି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସୁନ୍ଦରଗଡକ୍ରେ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ।ଏହି ଅବସରରେ ସୁନ୍ଦରଗଡର ହକି ଖେଳାଳୀମାନେ ଦେଶ ପାଇଁ ଗୌରବ ଆଣିଛନ୍ତି ଓ ଗର୍ବିତ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ତେଣୁ ସୁନ୍ଦରଗଡରେ  aiims ସୁନ୍ଦରଗଡବାସୀଙ୍କର…
Read More...

ବାପା ସାମ୍ନାରେ ଗୋଡେଇ ଗୋଡେଇ ପ୍ରଚୁର ମାଇଲେ

ଭୁବନେଶ୍ୱର: ଲକ୍ଷ୍ମୀ ସାଗର ଥାନା ଅଧୀନ ବମିଖାଲ ଦୁର୍ଗାମଣ୍ଡପରେ ଦେଖିବାକୁ ମଳିଛି ଅଭାବନୀୟ ଘଟଣା । ବାପାଙ୍କ ଆଗରେ ପୁଅକୁ ଗୋଡେଇ ଗୋଡେଇ ବହେ ମାରିଲେ । ମାରିବା ପରେ ଯୁବକଙ୍କ ସୁନା ଅଳଙ୍କାର ଲୁଟିନେଲେ । ଏହି ଆକ୍ରମଣରେ ଯୁବକ ଗୁରୁତର ହୋଇ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।…
Read More...

ଘରକୁ ଘର ବୁଲି ବିଜୁ ପକ୍କା ଘର ହିତାଧିକାରୀଙ୍କୁ ସହାୟତା ରାଶି ପ୍ରଦାନ କଲେ ମନ୍ତ୍ରୀ

ଭୁବନେଶ୍ୱର: ମାନ୍ୟବର ଇଲେକ୍ଟ୍ରୋନିକ୍ସ, ସୂଚନାପ୍ରଯୁକ୍ତି, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା ମାଲକାନଗିରି ଜିଲ୍ଲାର ପଡିଆ ଓ କାଲିମେଳା ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମପଞ୍ଚାୟତ ଅଧୀନରେ ଥିବା ବିଜୁ ପକ୍କାଘର ଯୋଜନା ହିତାଧିକାରୀଙ୍କୁ ତିନି ହଜାର ଲେଖାଏଁ ସହାୟତା…
Read More...

ଅଙ୍ଗନବାଡି କର୍ମୀଙ୍କ ପାଇଁ ବିଶେଷ ପ୍ରୋତ୍ସାହନ ରାଶିରେ ବୃଦ୍ଧି

ଭୁବନେଶ୍ୱର: ଗ୍ରାମାଞ୍ଚଳରେ ପିଲାମାନଙ୍କ ସ୍ବାସ୍ଥ୍ୟ, ପୁଷ୍ଟିସାଧନ ଓ ଶିକ୍ଷା ତଥା ମହିଳା ମାନଙ୍କ ସଚେତନତା କ୍ଷେତ୍ରରେ ଅଙ୍ଗନବାଡୀ କର୍ମୀ ମାନଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ଅଙ୍ଗନବାଡୀ ସେବା ଯୋଜନାରେ ରାଜ୍ୟରେ ନିଯୁକ୍ତ ଅଙ୍ଗନବାଡୀ କର୍ମୀ, ମିନି ଅଙ୍ଗନବାଡୀ କର୍ମୀ ଓ…
Read More...