Browsing Tag

shilasmita ray

ଶାଶୁଘର ପକ୍ଷରୁ ଟଙ୍କା ମାଗିବା ଯୌତୁକ ଜନିତ ଅପରାଧ

ନୂଆଦିଲ୍ଲୀ: ସମୟ ବଦଳିବା ସହ ବଦଳୁଛି ଯୌତୁକର ପରିଭାଷା । ତେଣୁ ଏହି ପରିଭାଷାକୁ ବ୍ୟାପକ କରିବା ଉଚିତ । ତେଣୁ ଝିଅ ଘରୁ ଶ୍ୱଶୁର ଘରକୁ ଆସୁଥିବା ସବୁ କିଛିକୁ ଯୌତୁକ ବୋଲି ଗଣିବା ଉଚିତ, ସେ ଜମି ହେଉ, ଅଳଙ୍କାର ହେଉ, ଟଙ୍କା, ଘର, ବାଡି, ଗାଡି ଯାହା କିଛି । ଏସବୁକୁ ଯୌତୁକ ଜନିତ ଅପରାଧ…
Read More...

ଚଳିତ ମାସ ଶେଷ ସୁଦ୍ଧା ସରିବ ଦ୍ୱିତୀୟ ଡୋଜ ଟିକା

ଭୁବନେଶ୍ୱର: କରୋନା ସଂକ୍ରମଣ ଦିନକୁ ଦିନ ଉଗ୍ର ହେବାରେ ଲାଗଇଛି । ତେବେ ଏହି ପ୍ରିକ୍ରିୟା ଆଉ ୨ ମାସ ରହିବ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ଅଧିକାଂଶ ଆକ୍ରାନ୍ତଙ୍କ ଠାରେ ସାମାନ୍ୟ ଲକ୍ଷଣ ରହିଛି । ତେବେ ପଜିଟିଭ ରେଟ ଅଧିକ ରହିଥିଲେ ମଧ୍ୟ ମୃତ୍ୟୁ ହାର କମ…
Read More...

ପୂର୍ବତନ ବିଧାୟକ ବିଜୟ ଜେନାଙ୍କ ପରଲୋକ

ପାରଳାଖେମୁଣ୍ଡି: ପାରଳାଖେମୁଣ୍ଡିର ପୂର୍ବତନ ବିଧାୟକ ତଥା ଚାଷୀ ନେତା ବିଜୟ କୁମାର ଜେନାଙ୍କ ପରଲୋକ । ୯୦ ବର୍ଷ ବୟସରେ ପାରଳାଖେମୁଣ୍ଡି ଗୁରାଣ୍ଡି ସ୍ଥିତ ପୈତୃକ ଘରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। କିଛି ଦିନ ହେଲା ବାର୍ଦ୍ଧକ୍ୟଗତ ଅସୁସ୍ଥତାରେ ବିଜୟ କୁମାର ଜେନା ଘାଣ୍ଟି ହେଉଥିଲେ।…
Read More...

ପିଏମଙ୍କ ସୁରକ୍ଷାଗତ ତ୍ରୁଟିର ତଦନ୍ତ ପାଇଁ କମିଟି ଗଠନ

ନୂଆଦିଲ୍ଲୀ: ପଞ୍ଜାବରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟିର ତଦନ୍ତ କରିବାକୁ ସୁପ୍ରିମ କୋର୍ଟ ଏକ କମିଟି ଗଠନ କରିଛନ୍ତି । ଏହି ୫ ଜଣିଆ କମିଟିରେ ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଇନ୍ଦୁ ମାଲହୋତ୍ରା ଅଧ୍ୟକ୍ଷ ରହିଥିବା ବେଳେ ଏନ୍ଆଇଏ ଡିଜି, ଚଣ୍ଡିଗଡର ଡିଜି ଓ ପଂଜାବର…
Read More...

ସବୁ ରାଜ୍ୟକୁ କେନ୍ଦ୍ରର ଚିଠି

ନୂଆଦିଲ୍ଲୀ: ଦେଶରେ ସାଂଘାତିତ ହେବାରେ ଲାଗିଛି କରୋନା ସଂକ୍ରମଣ । ଏହାକୁ ନେଇ କେନ୍ଦ୍ର ଲେଖିଛି ସବୁ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଚିଠି ଲେଖିଛନ୍ତି। ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ସରକାର ପର୍ୟ୍ୟାପ୍ତ ଅକ୍ସିଜେନ ବ୍ୟବସ୍ଥା କରିବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ…
Read More...

ଶ୍ରୀମନ୍ଦିର ଜମି ବିକ୍ରି ନିଷ୍ପତ୍ତିକୁ ଶ୍ରୀଜଗନ୍ନାଥ ସେନାର ବିରୋଧ

ଗୋପ/ ଜୟନ୍ତ ସେଠୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମରେ ଥିବା ଜମିକୁ ବିକ୍ରି କରିବା ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ନିୟମରେ ସଂଶୋଧନକୁ ବିରୋଧ କରିଛି ଶ୍ରୀଜଗନ୍ନାଥ ସେନା । ନିୟମ ସଂଶୋଧନ ଆଳରେ ଜମି ମାଫିଆ, ଖଣି ମାଫିଆଙ୍କୁ ମହାପ୍ରଭୁଙ୍କ ଜମି ଏଣିକି ଶାଗ ମାଛ ଦରରେ ବିକ୍ରି କରିବା ପାଇଁ…
Read More...

ଜେଲରେ ବ୍ୟାପୁଛି ସଂକ୍ରମଣ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧିପାଇବାରେ ଲାଗିଛି । ଏହି କରୋନା କବଳରୁ ବର୍ତ୍ତି ନାହିଁ ଦେଶର ଜେଲସବୁ । ଜେଲଗୁଡିକରେ ମଧ୍ୟ ହୁ ହୁ ହୋଇ ବଢିଚାଲିଛି କରୋନା । ଏକା ଦିଲ୍ଲୀର ବିଭିନ୍ନ ଜେଲରୁ ୬୮ ଜଣ କଏଦୀ କରୋନାରେ ସଂକ୍ରମିତ ହୋଇଥିବା ବେଳେ ୪୮ ଜଣ ଜେଲ କର୍ମଚାରୀ…
Read More...

ସଫଳ ପରୀକ୍ଷଣ ହେଲା ବ୍ରହ୍ମୋସ

ବିଶାଖାପାଟନମ: ମଙ୍ଗଳବାର ଭାରତର ସୁପରସୋନିକ କ୍ରୁଜ କ୍ଷେପଣାସ୍ତ୍ର ବ୍ରହ୍ମୋସର ସଫଳ ପରୀକ୍ଷଣ ହୋଇଛି । ଭାରତୀୟ ନୌବାହିନୀର ବିଧ୍ୱଂସୀ ଜାହାଜ ଆଇଏନଏସ ବିଶାଖାପଟନମରୁ ସଫଳ ପରୀକ୍ଷଣ କରିଛି । ଦେଶର ପଶ୍ଚିମ ଉପକୂଳରେ ଏହି ପରୀକ୍ଷା କରାଯାଇଥିଲା । ଜଳସ୍ତରରେ ଲକ୍ଷ୍ୟସ୍ଥଳକୁ ଭେଦ…
Read More...

ବରିଷ୍ଠ ଅଭିନେତା ମିହିର ଦାସଙ୍କ ପରଲୋକ

ଭୁବନେଶ୍ୱର: ବରିଷ୍ଠ ଓଲିଉଡ ଅଭିନେତା ମିହିର ଦାସଙ୍କ ପରଲୋକ । ମାତ୍ର ୬୩ ବର୍ଷ ବୟସରେ ମିହିରଙ୍କ ପରଲୋକ ହୋଇଛି । କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଛି । ସେ କିଡନୀ ସଂକ୍ରମଣରେ ଗୁରୁତର ହୋଇପଡିଥିଲେ ଓ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।…
Read More...

ଓଡ଼ିଶା ମୋ ପରିବାର ଆନୁକୂଲ୍ୟରେ ଜୀବନ ବିନ୍ଦୁ ରକ୍ତଦାନ ଶିବିର

ବରଗଡ/ ଚିତ୍ତରଞ୍ଜନ ସାହୁ: ବରଗଡ ଜିଲ୍ଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଡୁଙ୍ଗ୍ରି ସ୍ଥିତ ବିବେକାନନ୍ଦ ମହା ବିଦ୍ୟାଳୟରେ ଆଜି ଓଡ଼ିଶା ମୋ ପରିବାର ଆନୁକୂଲ୍ୟରେ ଜୀବନ ବିନ୍ଦୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି । ବ୍ଲକ ଅଧ୍ୟକ୍ଷା ତଥା ବରଗଡ଼ ବିଜୁ ମହିଳା ଜନତା ଦଳର ଜିଲ୍ଲା ସଭାନେତ୍ରୀ…
Read More...