Browsing Tag

SHIKHAR DHAWAN

ଶିଖର ଧୱନଙ୍କ କ୍ରିକେଟ ଯାତ୍ରାରେ ପଡିଲା ପୂର୍ଣ୍ଣଚ୍ଛେଦ, କ୍ରିକେଟରୁ ଅବସର ଘୋଷଣା କଲେ ଧୱନ

ନୂଆଦିଲ୍ଲୀ : ଶିଖର ଧୱନଙ୍କ କ୍ରିକେଟ ଯାତ୍ରାରେ ପଡିଲା ପୂର୍ଣ୍ଣଚ୍ଛେଦ | ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କଲେ ଧୱନ | ଆଜି ସକାଳୁ ସୋସିଆଲ ମିଡିଆରେ ଏକ ଭିଡିଓ ଜାରି କରି ଧୱନ ଉଭୟ ଅନ୍ତର୍ଜାତୀୟ ଓ ଘରୋଇ କ୍ରିକେଟରୁ ଅବସର ନେଇଥିବା ନେଇ ଘୋଷଣା କରିଛନ୍ତି। କ୍ରିକେଟର କୌଣସି ବି…
Read More...

କମବ୍ୟାକ୍ କରିବେ ଧାୱନ

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ବାମହାତୀ ଷ୍ଟାର ଓପନର ଶିଖର ଧାୱନ୍ ଗତ ଗୋଟିଏ ବର୍ଷ ହେଲା ଦଳଠୁ ଦୂରରେ ରହିଛନ୍ତି । ଗତବର୍ଷ ବାଂଲାଦେଶ ବିପକ୍ଷରେ ନିଜର ଶେଷ ମ୍ୟାଚ୍ ଖେଳିଥିବାବେଳେ, ଆଇପିଏଲରେ ବି ତାଙ୍କ ଦଳ ପଞ୍ଜାବ କିଙ୍ଗସ୍ ସେମିତି କିଛି ଚମତ୍କାର କରିପାରିନଥିଲା । ତେବେ ଶିଖର ଧାୱନଙ୍କୁ…
Read More...

ଏକା ସମୟରେ ଦୁଇଟି ମ୍ୟାଚ ଖେଳିବ ଭାରତ

ନୂଆଦିଲ୍ଲୀ(ରିପୋର୍ଟର୍ସ ଟୁଡେ): ଭାରତୀୟ କ୍ରିକେଟ ଇତହିହାସର ଆଜି ହେଉଛି ଏକ ଐତିହାସିକ ଦିନ । ଆଜି ଗୋଟିଏ ଦିନରେ ଭାରତର ଦୁଇଟି ଦଳ ଦୁଇଟି ସ୍ଥାନରେ ଦୁଇ ଅଲଗା ପ୍ରତିଦ୍ୱନ୍ଦୀ ବିପକ୍ଷରେ ମ୍ୟାଚ ଖେଳିବ । ଗୋଟିଏ ପଟେ ଶ୍ରୀଲଙ୍କା ଗସ୍ତରେ ଥିବା ଶିଖର ଧୱନଙ୍କ ଅଧିନାୟକତ୍ୱରେ ଭାରତ ମ୍ୟାଚ…
Read More...