ଶେଫାଳିଙ୍କ ୨୬ ବଲ୍ ରେ ଅର୍ଦ୍ଧଶତକ ହାସଲ
ଭଦୋଦରାର ବିସିଏ ଷ୍ଟାଡିୟମରେ ଖେଳାଯାଇଥିବା ତୃତୀୟ ତଥା ଅନ୍ତିମ ଦିନିକିଆରେ, ଶେଫାଳି ବର୍ମା ୨୬ ବଲ୍ ରେ ଅର୍ଦ୍ଧଶତକ ହାସଲ କରି ଜଣେ ଭାରତୀୟ ମହିଳା ବ୍ୟାଟ୍ସମ୍ୟାନଙ୍କ ଦ୍ୱିତୀୟ ଦ୍ରୁତତମ ଏକଦିବସୀୟ ଅର୍ଦ୍ଧଶତକର ସମକକ୍ଷ ହୋଇଥିଲେ। ଶେଫାଳି ଏବଂ ପ୍ରତୀକା ରାୱଲଙ୍କ ଚମତ୍କାର ଇନିଂସ ପାଇଁ…
Read More...
Read More...