Browsing Tag

sharmistha rout

ଜେଲ ଦଣ୍ଡ କମାଇବା ପାଇଁ ଶର୍ମିଷ୍ଠା ଆଉ ଶିବର ନୁଆ ଚାଲ୍

ଭୁବନେଶ୍ୱର: ଜେଲରେ ପଶିଲା ପରେ ଧିରେ ଧିରେ ବଦଳୁଛି ଏହି ମଣିଷମରା ଅପରାଧିଙ୍କ ମନ । ଜଣେ ଜେଲରେ ପୂଜା ପାଠ ଆରମ୍ଭ କରିଛି । ତ ଆଉ ଜଣେ ମନେ ମନେ କରୁଛି ହସ କାନ୍ଦର ଅଭିନୟ । ତେବେ ସତରେ ନିଜ ଭୁଲ ପାଇଁ ଏମାନେ କରୁଛନ୍ତି ପ୍ରାୟଶ୍ଚିତ ନା ସଜ୍ଜା କମାଇବା ପାଇଁ ଖେଳୁଛନ୍ତି ଚାଲ୍ । ଜେଲ…
Read More...

ବିଚାର ବିଭାଗୀୟ ହାଜତକୁ ଗଲା ମାନସ ହତ୍ୟା ମାମଲାର କାର୍ପଟଦାର ଶର୍ମିଷ୍ଠାଙ୍କ ଭାଇ

ଭୁବନେଶ୍ୱର: ଫଟୋଗ୍ରାଫର ମାନସ ସ୍ୱାଇଁ ହତ୍ୟା ମାମଲାରେ ଶର୍ମିଷ୍ଠା ରାଉତର ଭାଇ ପରମେଶ୍ୱରକୁ ଆଜି ଗିରଫ କରିଛି ଚାନ୍ଦବାଲି ପୋଲିସ । ଶର୍ମିଷ୍ଠାଙ୍କ ଭାଇଙ୍କୁ ଗିରଫ କରିବା ପରେ ପୋଲିସ ତାଙ୍କୁ କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି । ଭଉଣୀ ଶର୍ମିଷ୍ଠାଙ୍କୁ ଫେରାର କରିବାରେ ତାଙ୍କ ଭାଇର…
Read More...