ସେନସେକ୍ସ ୪୦୦ ପଏଣ୍ଟ ବୃଦ୍ଧି ସହ ବନ୍ଦ ହେଲା, ଟେକ୍ କମ୍ପାନୀଗୁଡ଼ିକର ସେୟାରରେ ଉନ୍ନତି
ନୂଆଦିଲ୍ଲୀ: ଗୁରୁବାର ଦିନ ସେନସେକ୍ସ (Sensex) ଏବଂ ନିଫ୍ଟି (Nifty) ଉଭୟ ସକାରାତ୍ମକ ସ୍ତରରେ (ସବୁଜ ସଙ୍କେତ ସହ) କାରବାର ଆରମ୍ଭ କରିଥିଲେ ଏବଂ ସେହି ସ୍ତରରେ ହିଁ ବନ୍ଦ ହୋଇଥିଲେ। କାରବାର ଆରମ୍ଭ ସମୟରେ ସେନସେକ୍ସ ୧୦୦ ପଏଣ୍ଟ ବୃଦ୍ଧି ପାଇଥିବା ବେଳେ ନିଫ୍ଟି ୨୦ ପଏଣ୍ଟ ବୃଦ୍ଧି…
Read More...
Read More...