ଭଡା ଘରେ ଚାଲୁଥିଲା ସେକ୍ସ ରାକେଟ, ଧରିଲା ପୋଲିସ
ଅନୁଗୋଳ/ ସୁଧାକର ସାହୁ: ଭଡା ଘରେ ଚାଲୁଥିଲା ସେକ୍ସରାକେଟ, ଧରିଲା ପୋଲିସ । ଅନୁଗୋଳ ସହର ଉପକଣ୍ଠ ଦୁର୍ଗାବିହାର ଅଞ୍ଚଳରୁ ସେକ୍ସ ରାକେଟକୁ ଠାବ କରିଛି ଅନୁଗୋଳ ପୋଲିସ । ଏହି ଅଞ୍ଚଳରେ ଅନେକ ଦିନରୁ ଏକ ଭଡା ଘରେ ଚାଲୁଥିଲା ସେକ୍ସ କାରବାର । ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ସମ୍ପୃକ୍ତ…
Read More...
Read More...