ଏଣିକି ଇନକମିଙ୍ଗ କଲ ପାଇଁ କରିବାକୁ ପଡ଼ିପାରେ ରିଚାର୍ଜ- ଟେଲିକମ୍ କମ୍ପାନୀ
(ରିପୋର୍ଟସ ଟୁଡ଼େ): ମୋବାଇଲ ୟୁଜରଙ୍କୁ ବଡ଼ ଝଟକା । ଖୁବ୍ ଶୀଘ୍ର ବନ୍ଦ ହୋଇପାରେ ମାଗଣା ଇନକମିଙ୍ଗ କଲ୍ ସେବା । ସମସ୍ତ ଟେଲିକମ୍ କମ୍ପାନୀ ଏନେଇ ଆରମ୍ଭ କରିସାରିଲେଣି ଷ୍ଟ୍ରାଟର୍ଜି । ଜିଓ ବଜାରକୁ ପ୍ରବେଶ କରିବା ପରେ ଅନେକ ଶସ୍ତା ଏବଂ ମନଲୋଭା ଅଫର ଆଣିଥିଲା । ଜିଓର ଏହି ପ୍ରାଇସ ଏବଂ ଡ଼ାଟା…
Read More...
Read More...